ରାତିରେ କେବଳ ଏକ ଗ୍ଳାସ ପିଅନ୍ତୁ, କବଜ, ଗ୍ୟାସ, ଏସିଡିଟି, ବଦହଜମି ମୂଳରୁ ହେବ ଶେଷ Constipation Home Remedy

ନମସ୍କାର ବନ୍ଧୁଗଣ, ଆଜିର ଏହି ଦୁନିଆରେ ପ୍ରତ୍ୟକ ଲୋକଙ୍କ ଘରେ କେହି ନା କେହି ନିହାତି ରୋଗଗ୍ରସ୍ତ ଥିବେ । ଯେଉଁ ରୋଗ ପାଇଁ ଅନେକ ମେଡ଼ିସିନ ଖାଇବା ପରେ ମଧ୍ୟ କୌଣସି ଫାଇଦା ମିଳିନଥାଏ । ଯାହାଫଳରେ କି ରୋଗର କଷ୍ଟକୁ ସହ୍ୟ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଆପଣଙ୍କୁ କବଜ, ଗ୍ୟାସ, ଏସିଡିଟି, ବଦହଜମି ଭଳି ସମସ୍ୟାକୁ ମୂଳରୁ ଶେଷ କରିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଏହି ସମସ୍ତ ରୋଗରୁ ମୁକ୍ତି ପାଇବା ପାଇଁ ବୈଦ୍ୟନାଥ ଭନସାର କବଜ କେୟାରର ପ୍ରୟୋଗ କରିବାକୁ ପଡିବ । ଏହା ସମ୍ପୂର୍ଣ ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର । ଏହାର କୌଣସି କୁପ୍ରଭାବ ଆପଣଙ୍କ ଉପରେ ପଡିବ ନାହିଁ । ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ ପାଣିରେ ବୈଦ୍ୟନାଥ କବଜ କେୟାରର ପାଉଡରରୁ ଏକ ଚାମଚ ମିଶାଇ ସେବନ କରନ୍ତୁ ।

ଆପଣ ଏହା କରିବା ଫଳରେ ବହୁତ ଶୀଘ୍ର ଏହି ସମସ୍ତ ରୋଗରୁ ମୁକ୍ତି ପାଇପାରିବେ । ଆପଣ ଏହି ସମସ୍ତ ରୋଗକୁ ନିଜ ଠାରୁ ଦୂରେଇବା ପାଇଁ ଆଉ ଏକ ଉପାୟର ମଧ୍ୟ ପ୍ରୟୋଗ କରିପାରିବେ । ଏଥିପାଇଁ ଆପଣ ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ସେଥିରେ ଆପଣ 4 ରୁ 5ଟି ଖିସମିସ ପକାନ୍ତୁ । ଖିସମିସଋ ମ୍ୟାଗ୍ନେସିୟମ ଏବଂ ପଟାସିୟମ ପ୍ରଚୁର ମାତ୍ରାରେ ମିଳିଥାଏ ।

ଏବେ ଆପଣ ସେହି ପାତ୍ରରେ ଶୁଖିଲା ଖଜୁରୀରୁ ମଞ୍ଜି କାଢି 3 ରୁ 4ଟି ପକାନ୍ତୁ । ଏବେ ଆପଣ ଏହାକୁ ଅଧ ଗ୍ଳାସ ହେବା ପର୍ଯ୍ୟନ୍ତ ଫୁରିବାକୁ ଦିଅନ୍ତୁ । ଫୁଟିସାରିବା ପରେ ଆପଣ ଏହାକୁ ଏକ ଗ୍ଳାସକୁ କାଢି ନିଅନ୍ତୁ । ଏବେ ଆପଣଙ୍କ ଏହି ଉପାୟଟି ସମ୍ପୂର୍ଣ ପ୍ରସ୍ତୁତ । ରାତିରେ ଶୋଇବା ପୂର୍ବରୁ ଆପଣ ଏହାର ସେବନ କରିବା ଆବଶ୍ୟକ । ପ୍ରଥମେ ଆପଣ ଏଥିରେ ପଡିଥିବା ଖିସମିସ ଏବଂ ଖଜୁରୀକୁ ଚୋବାଇ ଖାଆନ୍ତୁ ।

ଏହା ପରେ ଆପଣ ସେହି କ୍ଷୀରକୁ ପିଅନ୍ତୁ । ଯଦି ଆପଣଙ୍କ ଠାରେ ଗ୍ୟାସ, ଆସିରିଟି ଏବଂ କବଜ ଭଳି ସମସ୍ୟା ବହୁତ ଦିନ ଧରି ରହିଛି ତେବେ ଆପଣ ଏହି ଉପାୟର ସେବନ ପ୍ରତିଦିନ ସକାଳେ ଥରେ ଏବଂ ରାତିରେ ଶୋଇବା ପୂର୍ବରୁ ଥରେ କରିବା ଆବଶ୍ୟକ । ଏହା କରିବା ପରେ ଆପଣ ଏହାର ଚମତ୍କାରୀ ଫାଇଦା ଦେଖିବା ପାଇଁ ପାଇବେ ।

ଏହା ଏକ ଆୟୁର୍ବେଦିକ ଉପଚାର ଅଟେ । ତେଣୁ ଏହାର କୌଣସି ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।