ଭୂତଙ୍କ ସଭାପତି ନୁହେଁ ସାର୍ପ ସୁଟର ଥିଲା ବିପିନ ବାବା, ସାମ୍ନାକୁ ଆସିଲା ଅସଲି ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନିଜକୁ 40 ଲକ୍ଷ ଭୂତଙ୍କ ସଭାପତି କହୁଥିବା ବିପିନ ବାବା ସାର୍ପ ସୁଟର ଥିଲା । ତା’ର ଏଇ ସାଧୁର ଚେହେରା ଭିତରେ ଅ-ପ-ରା-ଧୀ-ର କାମ ଲୁଚି ରହିଛି । ଆଜ୍ଞା ହଁ, ନିଜ ରକ୍ତର ଭାଇକୁ ଗୁ-ଳି କରିଥିଲା ବିପିନ ବାବା । ଏମିତି କିଛି ଅଭିଯୋଗରେ ବିପିନ ବାବାକୁ ବାନ୍ଧିଛି ପୋଲିସ । 40 ଲକ୍ଷ 2 ଭୂତଙ୍କ ସଭାପତି ସାଜିଥିବା ବିପିନ ବାବାକୁ କୁଆଡେ ଭୂତମାନେ ତାଙ୍କ ମିଟିଂରେ ଆଗ ଖୋଜନ୍ତି ।

ବାବା ବୋଲି କହି ଜ୍ଞାନ ଦେଉଥିବା ଓ ଅଜବ କଥା ସବୁ କହୁଥିବା ବିପିନ ବାବା ବ-ନ୍ଧୁ-କ ଚାଳନାରେ ସିଦ୍ଧ ହସ୍ତ ଥିଲା । ବିପିନ ବାବା ଲୁଚେଇକି ବ-ନ୍ଧୁ-କ ରଖିଥିଲା ଏବଂ ଜମିଜମା କାରବାରକୁ ନେଇ ନିଜ ଭାଇକୁ ଗୁଳି କରିଥିଲା । ଭାଇକୁ ଏମିତି ଗୁ-ଳି କରିଥିଲା ଯେ ସେ ଏକପ୍ରକାର ପଙ୍ଗୁ ହୋଇ ଯାଇଛନ୍ତି । ଭୂତଙ୍କ ସଭାପତି ବିପିନ ବାବା ନାଁରେ ଏହାପରେ ମାମଲା ରୁଜୁ ହୋଇଥିଲା । ସେବେଠୁ ଲୁଚି ଲୁଚି ବୁଲୁଥିଲା ବିପିନ ବାବା ।

ଗତ କିଛିଦିନ ହେବ ଗଣମାଧ୍ୟମରେ ବିପିନ ବାବା କହୁଥିବା ଭୂତଙ୍କ କଥା ଭାଇରାଲ ହେବା ପରେ ସେ ପୋଲିସ ନଜରକୁ ଆସିଥିଲା । ଯାହାପରେ ବାବା ବିପିନ ରାଉତରାୟକୁ ଗି-ର-ଫ କଲା ପୋଲିସ । ଆଉ ଏବେ ସାମ୍ନାକୁ ଅସଲି ସତ ଆସିଛି, ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ବାବାଜଣକ ବ-ନ୍ଧୁ-କ ଚଳାଇବାରେ ବେଶ ପାରଙ୍ଗମ ବା ଜଣେ ସାର୍ପ ସୁଟର ।

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଗାଁରେ ବାବା ବିପିନ ରାଉତର ଘର । 2013 ଏବଂ 2016 ରେ ବିପିନଙ୍କ ନାଁରେ ତିନୋଟି ମାମଲା ରହିଛି । ଯାହାପରେ ତାଙ୍କ ନାଁରେ ୱାରେଣ୍ଟ ଥିଲା । ବିପିନ ତାଙ୍କ ସମ୍ପର୍କୀୟ ଭାଇ କେଦାର ରାଉତରାୟଙ୍କୁ ଗୁ-ଳି କରିଥିଲା । ଯେଉଁଥି ପାଇଁ ତାଙ୍କ ଭାଇଙ୍କ ପରିବାର ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଗୁଳିକାଣ୍ଡ ଘଟାଇବା ଏବଂ ୱାରେଣ୍ଟ ବାହାରିବା ପରେ ବିପିନ ଭେଶ ବଦଳାଇ ଲୁଚି ବୁଲୁଥିଲା ।

2016 ରେ ପୁଣି ଥରେ କୃପାସିନ୍ଧୁ ବଳିୟାରସିଂଙ୍କୁ ଗୁ-ଳି-ମା-ଡ କରିଥିଲା ବିପିନ ବାବା । ଭୂତଙ୍କ ସଭାପତି ବୋଲି ଦାବି କରୁଥିବା ବିପିନ ପ୍ରକୃତରେ ଏକ ଅ-ପ-ରା-ଧୀ ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।