ଭୁଲରେ ବି କେବେ କାହାକୁ କୁହନ୍ତୁ ନାହିଁ ଏହି 5 ଟି ସ୍ଵପ୍ନ, କରିଥାଏ କୋଟିପତି

ସ୍ଵପ୍ନର ଦୁନିଆ ସୁନ୍ଦର ଦୁନିଆ ହୋଇଥାଏ ଓ ସେଇଠି ଏହାକୁ ଭୟାନକ ଦୁନିଆ ବି କୁହାଯାଇଥାଏ । ଏହା ସହିତ ଏମିତି କିଛି ସ୍ଵପ୍ନ ମଧ୍ୟ ଅଛି ଯାହା ବିଷୟରେ ଆପଣ କାହା ସହିତ ଶେୟାର କରି ପାରିବେ ନାହିଁ । ଏହି 5 ଟି ସ୍ଵପ୍ନକୁ ଭୁଲ ରେ ବି କାହା ସହିତ ଶେୟାର କରିବାର ଭୁଲ କରିବା ଉଚିତ ନୁହେଁ ନ ହେଲେ ଆପଣଙ୍କୁ ଫଳ ପ୍ରାପ୍ତି ହୋଇନଥାଏ ଓ କୋଟିପତି ବନିବା ପୂର୍ବରୁ ହିଁ ଆପଣଙ୍କ ସ୍ଵପ୍ନ ଭାଙ୍ଗିଯାଇଥାଏ । ଏଥିପାଇଁ ବହୁତ ଜରୁରୀ ଅଟେ କି କେବେ ବି କାହାକୁ ଏହି ସ୍ଵପ୍ନ କୁହନ୍ତୁ ନାହିଁ, ଆପଣଙ୍କୁ ସବୁବେଳେ ଏହାକୁ ଗୁପ୍ତ ରଖିବା ଉଚିତ ।

୧. ସ୍ଵପ୍ନରେ ଭଗବାନଙ୍କୁ ଦେଖିବା

ଆମେ ସାଧାରଣତଃ ଦେଖିଛୁ କି କିଛି ଲୋକ ସ୍ଵପ୍ନରେ ଭଗବାନଙ୍କୁ ଦେଖିଥାନ୍ତି ଓ ସେମାନେ ଏହି ଗୁପ୍ତ ସ୍ଵପକୁ ସମସ୍ତଙ୍କ ଆଗରେ କହି ବୁଲନ୍ତି ଯାହା କି ଆପଣଙ୍କ ପାଇଁ ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ସେହିମାନଙ୍କ ସ୍ଵପ୍ନରେ ଆସିଥାନ୍ତି ଯେଉଁମାନେ ଈଶ୍ବରଙ୍କ ପ୍ରିୟ ହୋଇଥାନ୍ତି, ଯାହାର ମନ କୋମଳ ହୋଇଥାଏ ଓ ଯିଏ ଧନବାନ ହେବାର ଥାଏ ।

ଦିବ୍ୟ ଶକ୍ତି ଯେବେ ବି ଆପଣଙ୍କ ସ୍ଵପ୍ନରେ ଆସେ ସବୁବେଳେ ଏହାକୁ ଗୁପ୍ତ ରଖିବା ଉଚିତ । କେବେ ବି କାହା ସହିତ ଶେୟାର କରିବା କଥା ନୁହେଁ ନହେଲେ ପରିଣାମ ଓଲଟା ହୋଇପାରେ । କାହିଁକି ନା ଏହି ସଙ୍କେତ ଧନୀ ହେବାର ହୋଇଥାଏ । ଭଗବାନ ଏଥିପାଇଁ ଆପଣଙ୍କ ସ୍ଵପ୍ନରେ ଆସିଥାନ୍ତି କାରଣ ସେ ଆପଣଙ୍କୁ ଖୁସି ଦେଖିବାକୁ ଚାହାନ୍ତି ଓ ଆପଣଙ୍କୁ ଧନବାନ କରିବା କୁ ଚାହାଁନ୍ତି, ଏଥିପାଇଁ ଏହାର ଆଦର କରନ୍ତୁ ।

୨. ସ୍ଵପ୍ନରେ ତୀର୍ଥ ସ୍ଥଳ ଦେଖିବା

ଯେବେ ବି କୌଣସି ମଣିଷ ନିଜ ସ୍ଵପ୍ନରେ ତୀର୍ଥସ୍ଥଳ ଦେଖିଥାଏ ତେବେ ସେ ବହୁତ ହିଁ ସକରାତ୍ମକ ଉର୍ଜାରେ ଘେରି ହୋଇଯାଏ ଓ ଏମିତି ସ୍ଵପ୍ନକୁ ସମସ୍ତଙ୍କ ସହିତ ଶେୟାର କରିବା ଉଚିତ ନୁହେଁ । ସ୍ଵପ୍ନରେ ତୀର୍ଥସ୍ଥଳ ଦେଖିବା ଆପଣଙ୍କ ମନୋକାମନା ପୂର୍ଣ୍ଣ ହେବାର ଇସାରା ଦେଇଥାଏ । ଏବେ ଆପଣ ଜଲ୍ଦି ଧନୀ ହେବାକୁ ଯାଉଛନ୍ତି ।

୩. ସ୍ଵପ୍ନରେ ସବୁଜିମା ଦେଖିବା

ଯଦି ଆପଣଙ୍କୁ ସ୍ଵପ୍ନରେ ସବୁଜ ପରିବେଶ ଦେଖାଯାଏ ତେବେ ବୁଝି ଯାଆନ୍ତୁ କି ଆପଣଙ୍କୁ ବ୍ୟାପାର ବା ଚାକିରିରେ ଉନ୍ନତି ମିଳିବାର ଅଛି । ଏହା ଘରକୁ ଢେର ସାରା ଖୁସି ଆସିବାର ଆସାରା କରିଥାଏ । ଏହି ସ୍ଵପ୍ନ ଦର୍ଶାଇଥାଏ କି ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି । ଏଥିପାଇଁ ଆପଣଙ୍କୁ ଏହାକୁ ସବୁବେଳେ ଗୁପ୍ତ ରଖିବା ଉଚିତ ।

୩. ଗଙ୍ଗାର ଧାରା

ଯଦି ଆପାଣଙ୍କୁ ସ୍ଵପ୍ନରେ ଗଙ୍ଗାର ବହି ଯାଉଥିବା ଧାରା ଦେଖାଯାଏ ତେବେ ଆପଣଙ୍କୁ ବହୁତ ଖୁସି ହେବା ଆବଶ୍ୟକ । ଆପଣ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ଖୁସି ଆସିବାର ଅଛି । ଏମିତି ରେ ନିଜ ସ୍ଵପ୍ନ କଥା କେବେ ବି କାହାକୁ ବିଲକୁଲ କୁହନ୍ତୁ ନାହିଁ । ଏମିତି ସ୍ଵପ୍ନ ଯାହାକୁ ବି ଆସିଥାଏ ଏହା ତାଙ୍କର ପାପର ବିନାଶ କରିଥାଏ ଏହା ସହିତ ଏହା ମଧ୍ୟ ଦର୍ଶାଇଥାଏ କି ଆପଣ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି ଓ ଆପଣଙ୍କୁ ଧନର ପ୍ରାପ୍ତି ହେବାର ଅଛି ।

୪. ସ୍ଵପ୍ନରେ ମାତା ପିତା ଯଦି ଆପଣଙ୍କୁ ଜଳ ପିଆଉଥିବାର ଦେଖା ଯାଆନ୍ତି ତେବେ ବୁଝି ଯାଆନ୍ତୁ କି ଆପଣ ବହୁତ ଜଲ୍ଦି ନିଶ୍ଚୟ ସଫଳ ହେବାକୁ ଯାଉଛନ୍ତି । ଏହା ଇଶ୍ଵରଙ୍କର ଆଶୀର୍ବାଦ ର ସଙ୍କେତ ଅଟେ । ଏହି ବ୍ୟକ୍ତି ସବୁ ପରିସ୍ଥିତିରେ ସଫଳ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।