କରୋନାରେ ମୃ-ତ୍ୟୁ ଭାଇରସ ରେ ହେଉ ନାହିଁ, ଇନଫ୍ଲାମେସନ ପାଇଁ ହେଉଛି, ଜାଣନ୍ତୁ ଏହା କଣ ଓ କଣ ଅଟେ ଏହାର ଚିକିତ୍ସା- Dr Bimal Chhajer

ଆମ ଦେଶରେ କ-ରୋ-ନାର ଦିତୀୟ ଲହର ଅଟେ ମାତ୍ରାରେ ପ୍ରକୋପ କରିବାରେ ଲାଗିଛି ଯେ ତାହାର ନିବାରଣ କଣ ହେବ ଓ କେବେ ଏହା ଶେଷ ହେବ ତାହାର କଳନା କରିହେଉ ନାହି।

କ-ରୋ-ନା ଭା-ଇ-ର-ସ ପୁରା ବିଶ୍ବରେ ସାଂଘାତିକ ଭାବରେ ବ୍ୟାପିବାରେ ଲାଗିଛି । ଏହା ବ୍ଯତୀତ ଆମ ଦେଶରେ ଅକ୍ସିଜେନର ମଧ୍ୟ ଘୋର ଅଭାବ ପରିଲକ୍ଷିତ ହେଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଡାକ୍ତର ଙ୍କ ଅନୁସାରେ କୌଣସି ବ୍ୟକ୍ତି କୋରନା ମହାମାରୀ ରେ ମୃ-ତ୍ୟୁ ବରଣ କରୁ ନାହାନ୍ତି । କୋରନା ରେ ଆକ୍ରାନ୍ତ ହେବା ପରେ ଶରୀର ରେ ହେଉଥିବା ଇଂଫ୍ଲାମେସନ୍ କାରଣରୁ ଲୋକ ମାନଙ୍କ ମୃ-ତ୍ୟୁ ଘଟୁଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯେତେବେଳେ କୌଣସି ବ୍ୟକ୍ତି କୋରନା ମହାମାରୀ ରେ ଆକ୍ରାନ୍ତ ହେଉଛି ତେବେ ସେହି ବ୍ୟକ୍ତି ର ଫୁସଫୁସ କୁ ଏହା ପ୍ରଭାବିତ କରୁଛି । ପରେ ଏହା ଶରୀର ରେ ଇଂଫ୍ଲାମେସନ୍ ସୃଷ୍ଟି କରୁଛି । ଉଦାହରଣ ସ୍ଵରୂପ ଯଦି ଆମ ଶରୀରର କୌଣସି ସ୍ଥାନରେ କ୍ଷତ ହେଉଛି ତେବେ ସେହି ସ୍ଥାନ କିଛି ଦିନ ପରେ ଫୁଲି ଯାଉଛି । ତା’କୁ ଇଂଫ୍ଲାମେସନ୍ କୁହାଯାଏ ।

ସେହିପରି ଏହା ଫୁସଫୁସ ରେ ହେବା ଦ୍ବାରା ଶରୀର ରେ ତାପ ଅଧିକ ହୋଇଥାଏ, ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଏବଂ ଯାହା ଫଳ ରେ ବ୍ୟକ୍ତି ଅକ୍ସିଜେନ ଆବଶ୍ୟକ କରିଥାଏ ଓ ନିମୋନିଆ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଅକ୍ସିଜେନ ଅଭାବ ରୁ ବ୍ୟକ୍ତି ମୃ-ତ୍ୟୁ ବରଣ କରିଥାଏ । ଏହାର ଗୋଟିଏ ମାତ୍ର ଉପାୟ ରହିଛି ବ୍ୟକ୍ତି କୁ ଷ୍ଟେରଏଡ଼ ଦେବା । ଯେତେବେଳେ ବ୍ୟକ୍ତି ଅକ୍ସିଜେନ ର ଆବଶ୍ୟକ କରିଥାଏ ସେତେବେଳେ ଷ୍ଟେରଏଡ଼ ଦିଆ ଯାଇଥାଏ ।

କିନ୍ତୁ ଯଦି ଦୁଇ ତିନି ଦିନ ପୂର୍ବରୁ ହିଁ ବ୍ୟକ୍ତି କୁ ଷ୍ଟେରଏଡ଼ ଦିଆଯିବ ତାହେଲେ ହିଁ ବ୍ୟକ୍ତି ର ଜୀବନ କୁ ବଞ୍ଚାଯାଇ ପାରିବ । ନଚେତ ଅକ୍ସିଜେନ ଅଭାବ ରୁ ବ୍ୟକ୍ତି ର ମୃ-ତ୍ୟୁ ଘଟିଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।