ତିରୁପତି ବାଲାଜି ମନ୍ଦିରରେ କେବଳ ବଡ ଲୋକଙ୍କର ଟୀକା କରି ତାଙ୍କ ଠାରୁ ପଇସା ମାଗୁଥିବା ଭିକାରୀଙ୍କର ମୃ-ତ୍ୟୁ କିଛି ସମୟ ପୂର୍ବେ ଘଟିଛି । ତାଙ୍କ ମୃ-ତ୍ୟୁ ପରେ ସମସ୍ତେ ତାଙ୍କ ଘର ଉପରେ ଅଧିକାର କରିବାକୁ ଚାହୁଛନ୍ତି ।
ସତ କହିବାକୁ ଗଲେ ସେହି ମୃ-ତ ବ୍ଯକ୍ତିର ଘରେ ଏକ ସିନ୍ଧୁକରେ ଏତେ ପଇସା ରହିଛି ଯାହା ଉପରେ ସମସ୍ତଙ୍କର ନଜର ରହିଛି । ତାଙ୍କ ଘରେ ପ୍ରଶାସକ ଯେତେବେଳେ ସିନ୍ଧୁକ ଖୋଲିଥିଲେ ସେତେବେଳେ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା । ଯାହାକୁ ଗଣିବା ପାଇଁ ବହୁତ ସମୟ ଲାଗିଥିଲା । ଯାଚକ ଶ୍ରୀନିବାସନ ୬୪ ବର୍ଷର ବ୍ୟକ୍ତି ଥିଲେ ଯିଏ ତିରୁମାଳାକୁ ଆସୁଥିବା ସବୁ ବଡ ଲୋକଙ୍କ ଠାରୁ ଭିକ୍ଷା ପ୍ରାର୍ଥନା କରୁଥିଲେ ।
ଶ୍ରୀନିବାସନଙ୍କ ଜଣାଶୁଣା ଲୋକ ମାନକ କହିବା ଅନୁଯାୟୀ ସେ ଯୁବାବସ୍ଥାରୁ ହିଁ ତିରୁପତି ମନ୍ଦିରରେ ପହଞ୍ଚି ଥିଲେ । ତାଙ୍କୁ ତିରୁପତିଙ୍କ ସାମୀଙ୍କ ପ୍ରତି ଅଧିକ ଭକ୍ତିଭାବ ରହିଥିଲା । ଅନେକ ସମୟରେ ଭକ୍ତ ମାନେ ତାଙ୍କ ଠାରୁ ଟୀକା ଲଗାଇବା ପରେ ମନ୍ଦିରରୁ ବାହାରୁ ଥିଲେ ।
ସେ ଯୁବକ ଅବସ୍ଥାରୁ ଏହି ମନ୍ଦିରରେ ରହିଥିଲେ ଓ ନିଜର ଶେଷ ନିଶ୍ଵାସ ମଧ୍ୟ ସେ ଏହି ମନ୍ଦିରରେ ନେଇଥିଲେ । ସେ ତିରୁପତି ଦର୍ଶନ କରିବାକୁ ଯେଉଁ ଭକ୍ତ ମାନେ ଆସୁଥିଲେ ସେମାନଙ୍କ ଠାରୁ ଭିକ୍ଷା ନ ନେଇ ତାଙ୍କ ପିଛା ଛାଡୁ ନ ଥିଲେ ।
ଯାହା ପଇସା ତାଙ୍କୁ ମିଳୁଥିଲା ସେ ତାଙ୍କ ଘରେ ଥିବା ଦୁଇଟି ବାକ୍ସରେ ରଖୁଥିଲେ । ସେ ତାଙ୍କ ଘରେ ଏକା ରହୁଥିଲେ ଓ ତାଙ୍କ ପରିବାର ଲୋକେ କେହି ରହୁ ନ ଥିଲେ । ସେଠାରେ ଥିବା ଅନେକ ଲୋକ ମାନେ ତାଙ୍କ ଘରକୁ ଅଧିକା କରିବା ପାଇଁ ବହୁତ ଦିନ ହେଲା ଚେଷ୍ଟା କରୁଥିଲେ । କାରଣ ସେହି ଲୋକ ମାନଙ୍କୁ ଜଣାଥିଲା ଯେ ତାଙ୍କ ଘରେ ଲକ୍ଷ ଟଙ୍କା ରହିଛି ।
ସେଥି ପାଇଁ ଟଙ୍କା ପଡୋଶୀ ମାନେ TTD ଓ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ଟିଟିଡି ଅଧିକାରୀ ମାନେ ସ୍ଟେପ ନେଇଥିଲେ । ତାଙ୍କର ପରିବାରରେ କେହି ନାହାନ୍ତି ବୋଇଲି ଟିଟିଡି ଅଧିକାରୀ ମାନଙ୍କୁ ସୂଚନା ମିଳିଥିଲା । ତାଙ୍କ ସମ୍ପତି ଉପରେ ଲୋଭ କରି ଯେତେବେଳେ ଶ୍ରୀନିବାସନଙ୍କର ଘରେ ଅନୁଧ୍ୟାନ କରା ଯାଇଥିଲା ସେତେବେଳେ ୬ଲକ୍ଷ ୧୫ ହଜାର ୫୦ ଟଙ୍କା ମିଳିଥିଲା । ଖବର ମିଳିବା ମାତ୍ରେ ରାଜସ୍ୱ ବିଭାଗର ଟିମ ଟଙ୍କା ଘରେ ପହଞ୍ଚି ଥିଲେ । ତାଙ୍କ ଘରେ ଖୋଜିଲା ପରେ ଦୁଇଟି ସିନ୍ଧୁକରେ ଏତେ ଗୁଡିଏ ଟଙ୍କା ମିଳିଥିଲା ।
ଦୀପିକା ପାଦୁକନଙ୍କ ଠାରୁ ମଧ୍ୟ ଏହି ଦକ୍ଷିଣା ନେଇଥିଲେ : ଦୀପିକା ପାଦୁକନ ନିଜ ବିବାହ ବାର୍ଷିକ ପାଲ କରିବା ପାଇଁ ଯେତେବେଳେ ନିଜ ପରିବାର ସହ ତିରୁପତି ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ଶ୍ରୀନିବାସନ ତାଙ୍କୁ ଟୀକା ଲଗାଇ ଦେଇ ଟଙ୍କା ଠାରୁ ପଇସା ମାଗିଥିଲେ । ଦକ୍ଷିଣା ନେବା ପରେ ହିଁ ସେ ଦୀପିକାଙ୍କ ପିଛା ଛାଡିଥିଲେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ