Vastu Tips- ଶନିବାର ଦିନ ଭୁଲରେ ମଧ୍ୟ କିଣନ୍ତୁ ନହିଁ ଏହି 8 ଟି ଜିନିଷ, କାଙ୍ଗାଳ ହେଇଯିବେ

ଶନି ଗ୍ରହ ଆମ ସୂର୍ଯ୍ୟ ମଣ୍ଡଳର ସବୁଠାରୁ ସୁନ୍ଦର ଗ୍ରହ ଅଟେ । ଏହାକୁ ଯଦି ଆମେ ଶାସ୍ତ୍ର ଅନୁସାରେ ଦେଖିବା ତେବେ ଜାଣି ପାରିବା ଶନି ଗ୍ରହ କୂ ଏକ ଭଲ ସ୍ଥାନ ମିଳିଛି ଆମ ଶାସ୍ତ୍ର ରେ ।

ଶନି ଗ୍ରହ ବା ଶନି ଦେବ ହେଉଛନ୍ତି ଭଗବାନ ସୂର୍ଯ୍ୟ ଙ୍କର ପୁତ୍ର ତେଣୁ ତାଙ୍କୁ ଅଧିକ ମହତ୍ଵ ଦିଆ ଯାଇଛି । ଆମେ ଜାଣୁ କି ଯଦି କେଉଁ ଲୋକର ଶନି ଦଶା ଚାଲିଛି ତାହେଲେ ତାକୁ କେହି ବି କାଙ୍ଗାଲ ହେବାରୁ କିମ୍ବା ବରବାଦ ହେବାରୁ ରକ୍ଷା କରି ପାରିବେନି । କିନ୍ତୁ ଏଭଳି ମଧ୍ୟ କିଛି ମାନ୍ୟତା ଅଛି ଯଦି ଶନି ଦେବଙ୍କୁ ଆପଣ ପ୍ରସନ୍ନ କରି ପାରିବେ ତେବେ ଆପଣ ନିଶ୍ଚୟ ଭାବେ ଜଣେ ସୁଖୀ  ବ୍ୟକ୍ତି ହୋଇ ପାରିବେ ସଂସାରରେ ।

ସପ୍ତାହରେ ୭ ଦିନ ମଧ୍ୟ ରୁ ଶନି ବାର ଦିନକୁ ଭଗବାନ ଶନି ଙ୍କୁ ଅର୍ପଣ କରାଯାଇଛି । ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ଅଚ୍ଛି ଯାହାକୁ ଆମେ ଶନି ବାର ଦିନ କିଣିବା ଉଚ୍ଚୀତ ନୁହେଁ । ତେବେ ଆସନ୍ତୁ ଜାଣିବା କଣ କଣ ଜିନିଷ ଆମେ ଶନିବାର ଦିନ କିଣିବା ଅନୁଚିତ ଅଟେ । ପ୍ରଥମ ହେଉଛି ଚମଡାର ତିଆରି ହୋଇ ଥିବା କିଛି ବି  ବସ୍ତୁ । ଚମଡାରେ ତିଆରି ହୋଇଥିବା ବସ୍ତୁ ପଶୁ ପକ୍ଷୀ ମାନଙ୍କର ହତ୍ୟା କରି ତାଙ୍କର ଚମଡାରୁ ବନା ହୋଇ ଥାଏ ଯାହା ଶନି ଦେବଙ୍କୁ ରଗେଇ ଦେଇ ଥାଏ ।

ଶନି ଦେବ ପଶୁ ମାନଙ୍କୁ ଅଧିକ ଭଲ ପାଇ ଥାନ୍ତି । ତେଣୁ ଏହି ଦିନ ଏଭଳି କିଛି ଜିନିଷ କିଣନ୍ତୁ ନି । ଦ୍ଵିତୀୟ ଜିନିଷ ହେଉଛି ଲୁହା ରେ ତିଆରି ହୋଇ ଥିବା ଜିନିଷ ଏଭଳି ଜିନିଷ ଯାହା ଲୁହାରେ ତିଆରି ହୋଇ ଥାଏ କିଣନ୍ତୁନି ବରଂ ଆପଣ ଯଦି ପାରିବେ ଏହାକୁ ଦାନ କରି ପାରିବେ । ତୃତୀୟ ଜିନିଷ ହେଉଚ୍ଚି ଝାଡୁ । ଝାଡୁ ଯେଉଁ ପ୍ରକାର ହେଉନା କାହିଁକି ଆପଣ ଏହାକୁ ଶନି ବାର ଦିନ କିଣିବେ ନି ।

ଏହା ଆମ ଘରର ଅଳିଆ ସଫା କରି ଥାଏ। ମାତ୍ର ଆପଣ ଏହାର ଧ୍ୟାନ ରଖନ୍ତୁ କି ଆପଣ ଜେଭଳି ଝାଡୁ ଶନିବାର ଦିନ ନ କିଣନ୍ତି । ଏହା ପରେ ଚତୁର୍ଥ ଜିନିଷ ହେଉଛି ତେଲ ଆପଣ ଯଦି ଜାଣି ଛନ୍ତି ତେବେ ଶନି ଦେବଙ୍କର ପ୍ରିୟ ହେଉଛି ତେଲ ଏହାକୁ କେବେବି ଶନିବାର ଦିନ କିଣନ୍ତୁ ନି । ପଞ୍ଚମ ଜିନିଷ ହେଉଛି ଆପଣ କେବେବି ଲୁଣ ଶନିବାର ଦିନ କିଣନ୍ତୁ ନି କିମ୍ବା କାହା ଘରୁ ଧାର ମାଗନ୍ତୁ ନାହିଁ । ଷଷ୍ଠ ଜିନିଷ ହେଉଛି କଳାରାଶି କୁ ଦାନ କରନ୍ତୁ ମାତ୍ର ଏହାକୁ କିଣନ୍ତୁନି ।

ସପ୍ତମ ଜିନିଷ ହେଉଛି ଜୋତା କିମ୍ବା ଚପଲ ଯଦି ଆପଣ ଏହାକୁ କିଣିବା ପାଇଁ ଚାହାଁନ୍ତି ତେବେ ଆପଣ ଶନି ବାର କୁ ଛାଡିକି ଅନ୍ୟ କିଛି ଦିନ ଏହାକୁ କିଣି ପାରିବେ । ଯଦି ଚାହିଁବେ ତାହେଲେ ଆପଣ ନିଜର ଛିଣ୍ଡା ଚପଲ ଦାନରେ ଦେଇ ପାରିବେ ।

ଏହା ଛଡା ଆପଣ ଯଦି ଚାହିଁବେ ତାହେଲେ ଆପଣ କଳା ବସ୍ତୁ ଦାନ କରି ପାରିବେ ମାତ୍ର ଏହି ଦିନ କିଛି କଳା ବସ୍ତୁ କିଣିବା ଅଶୁଭ ବୋଲି ମାନ୍ୟତା ଅଛି । ଏହାକୁ ଧ୍ୟାନ ରେ ରଖିଲେ ଆପଣ ଶନି ଦେବଙ୍କ କୋପରୁ ନିଜକୁ ବଞ୍ଚାଇ ପାରିବେ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।