ଭୟରେ ମା’କୁ ଜାବୁଡି ଧରିଛି ପୁଅ, ମ-ଦୁ-ଆ ଡ୍ରାଇଭରର ଟ୍ରକରୁ ଅଳ୍ପକେ ବର୍ତ୍ତିଗଲେ, ଦେଖନ୍ତୁ ଛାତିଥରା ଦୃଶ୍ୟ, ଦେଖନ୍ତୁ video

ସରକାରଙ୍କ ଦ୍ଵାରା ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଜାରି ହେବା ପରେ ବି ସାବାଡ ହେଉ ନାହାନ୍ତି ଅମାନିଆ ଡ୍ରାଇଭର । ରାସ୍ତାରେ ଯଦି ଛୁଆପିଲା ଓ ସ୍ତ୍ରୀ ଙ୍କୁ ନେଇ କୁଆଡେ ଯାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ । ଦ୍ରୁତଗତିରେ ଗାଡି ମାଡି ଆସି ଲୋକଙ୍କ ଉପରେ ମାଡି ଯାଉଛି । ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଟିକେ ବିଳମ୍ବ ହୋଇଥିଲେ ଟ୍ରକ ଚକାତଳେ ଦୁଇଟି ଜୀବନ ଚାଲି ଯାଇଥାନ୍ତା ।

ଭୁବନେଶ୍ବର ସୈନିକ ସ୍କୁଲ ନିକଟରେ ଏହି ଭୟଙ୍କର ଦୁ-ର୍ଘ-ଟ-ଣା ପରେ କୁନି ପିଲାଟି ଭୟରେ ତା’ ମାଙ୍କୁ କିଭଳି ଜାବୁଡି ଧରିଛି ଦେଖିଲେ ଆପଣ ବି କାନ୍ଦି ପକାଇବେ । ଭୁବନେଶ୍ବରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ମଦ ପିଇ ଗାଡି ଚଳାଉଛନ୍ତି ଲୋକେ । ନିଶାସକ୍ତ ଅବସ୍ଥାରେ ଟ୍ରକ ଚଲାଉଥିବା ଏହି ଡ୍ରାଇଭର ଜଣକ ଅଚାନକ ଏକ ବାଇକ, ସ୍କୁଟି ଓ କାର ଉପରେ ଚଢାଇ ଦେଇଥିଲେ । ଏପଟେ ଡ୍ରାଇଭର କହୁଛି ତାଙ୍କର ଗାଡି ଲାଇସେନ୍ସ ମଧ୍ୟ ନାହିଁ ।

ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଜାରି କରାଯିବା ସହ ଏବେବି ବିନା ଲାଇସେନ୍ସ ଓ ନମ୍ବର ପ୍ଳେଟରେ ଡ୍ରାଇଭର ମାନେ କେମିତି ଗାଡି ଚଳାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଭୁବନେଶ୍ବର ନାଲକୋ ଛକରୁ ସୈନିକ ସ୍କୁଲ ମଝିରେ ଏହି ଦୁ-ର୍ଘ-ଟ-ଣା ଘଟିଛି । ଏଥିରେ ବାପାମା’ ଓ ଛୁଆଙ୍କର ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତି ଯାଇଛି ।

ମଦ ପିଇ ଆଗପଛ କି ନ ବୁଝି ଡ୍ରାଇଭର ମାନେ ଡ୍ରାଇଭିଂ କରୁଛନ୍ତି । ଫଳରେ ବାରମ୍ବାର ଏଭଳି ଘଟଣାମାନ ଦେଖିବାକୁ ମିଳୁଛି । ଟ୍ରକ ଚକାତଳେ ଗୋଟିଏ ବାଇକ ଓ ସ୍କୁଟି ପଡିଥିବା ବେଳେ ସାମ୍ନାପଟେ କାର ସହ ପିଟି ହୋଇ ପଡିଛି ଟ୍ରକ । ଲାଇସେନ୍ସ ନଥାଇ ଗାଡି ଚଳାଇବା ସହ ମ-ଦ ପିଇ ଏଭଳି କା-ଣ୍ଡ କରିବା ଯୋଗୁଁ ତାଙ୍କୁ କଠୋର ଶା-ସ୍ତି ଦିଆଯିବା ଦରକାର ବୋଲି ଲୋକେ କହିଛନ୍ତି ।

ହେଲେ କାର୍ ରେ ପିଟି ହୋଇ ତିନି ତିନୋଟି ଜୀବନ ଯିବା ଆଗରୁ ଗାଡି ଷ୍ଟିୟରିଂ ମୋଡି ଦେଇଥିଲେ ଡ୍ରାଇଭର । ଜୀବନ ସିନା ବଞ୍ଚି ଯାଇଛି ହେଲେ ଏବେବି ସଦମାରେ ଅଛି ଛୋଟ ପିଲାଟି ଆଉ ନିଜ ମାକୁ ଜାବୁଡି ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।