ବାବାଜୀଙ୍କ ଭୟଙ୍କର ଭବିଷ୍ୟବାଣୀ ! ଗୋଟିଏ ମୁଣ୍ଡ ଗଲା 2023 ରେ ଆହୁରି ଦୁଇଟି ବଡ ମୁଣ୍ଡ ଯିବ ! ଦେଖନ୍ତୁ video

2023 ମସିହାକୁ ନେଇ ଓଡିଶା ପାଇଁ ଚିନ୍ତାପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି ଜଣେ ସାଧୁବାବା, ଯିଏକି ବାବାଜୀ ଅବଦୂତ ଦାସ ନାମରେ ବେଶ ଜଣାଶୁଣା । ବାବାଜୀ ଏନେଇ କହିଛନ୍ତି କି, 2023 ରେ ଗୋଟିଏ ବଡ ମୁଣ୍ଡ ଗଲା ଆଉ ଦୁଇଟି ମୁଣ୍ଡ ଯିବା ବାକି ରହିଛି । ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟର ଗୋଟିଏ ବଡ ଯାଇଛି । ତେବେ ଅନ୍ୟ କେଉଁ ବଡ ଦୁଇଟି ଯିବ ସେନେଇ ସ୍ପଷ୍ଟ କରିନାହାନ୍ତି ବାବାଜୀ । କେବଳ ବଡ ମୁଣ୍ଡ ଦୁଇଟି ଯିବ ବୋଲି ସେ କହିଛନ୍ତି ।

ଏହାସହ ଆହୁରି ଅନେକ କହିଛନ୍ତି ବାବାଜୀ ଅବଦୂତ ଦାସ । ସେ କହିଛନ୍ତି ଧନ, ଜନ ଓ ଜୀବନ ଉପରେ ଅନେକ କିଛି ହାନି ହେବାକୁ ଯାଉଛି ବୋଲି ସେ କହିଛନ୍ତି । ରାଜନୀତି କ୍ଷେତ୍ରରେ କଳହ, ବିଦ୍ରୋହ ହେବାସହ ଆସ୍ଥା ଥରହର ହେବ । 2023 ରେ ଯୁଦ୍ଧ ଆଶଙ୍କା ଏବଂ ଅନେକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ସନ୍ଥ ସମାଜ ଠାରୁ ପରାମର୍ଶ ନେବା ଉଚିତ ବୋଲି ସେ କହିଛନ୍ତି । ଓଡିଶାରେ ଖଣ୍ଡ ପ୍ରଳୟ ର ଆଶଙ୍କା ରହିଥିଲା ।

ମାଳିକାରେ ଲେଖାଥିଲା ଅଛି କି, ଧନ ଫସଲର ଅନ୍ତିମ ସମୟରେ ଏହି ଖଣ୍ଡ ପ୍ରଳୟ ହେବାକୁ ରହିଛି । ଗତ ବର୍ଷ ଏନେଇ ଆଶଙ୍କା ରହିଥିବା ବେଳେ ମହାପ୍ରଭୁଙ୍କ କୃପାରୁ ତାହା ବର୍ତ୍ତି ଯାଇଥିଲା । ତେବେ ଠାକୁରଙ୍କୁ କୃପାରୁ ଗତ 5 ରୁ 7 ବର୍ଷ ପରେ ଚଳିତ ବର୍ଷ ଚାଷୀମାନେ ସବୁଠୁ ଭଲ ଅମଳ କରିଛନ୍ତି ।

ହେଲେ ଭଗବାନଙ୍କ ଆଶୀର୍ବାଦରୁ ଏହା ଓଡିଶା ପାଇଁ ଶେଷ ଧାନ ଅମଳ ନ ହେଉ ବୋଲି ବାବାଜୀ କାମନା କରିଛନ୍ତି । ଜୀବ ସେବା ଶିବ ସେବା ତଥା ମାନବ ସେବା ହିଁ ମାଧବ ସେବାକୁ ଆଧାର ଅକ୍ରିୟ ପ୍ରତ୍ଯେକ ମନୁଷ୍ୟ ଜୀବନ କାଟିବା ଉଚିତ ବୋଲି ବାବାଜୀ ପରାମର୍ଶ ଦେଇଛନ୍ତି । ନର ଦେହ କେବଳ ଭୋଗ ବିଳାସ ପାଇଁ ମିଳିନି ବରଂ ଭଗବାନ ଭଜନ କୀର୍ତ୍ତନ ଓ ସେବାରେ ମନୋନିବେଶ କରିବା ହିଁ ମାନବ ଜୀବନର ପ୍ରକୃତ ଉଦ୍ଦେଶ୍ୟ ।

ତେବେ ବାବାଜୀ ଯେଉଁ ବଡ ବୟାନ ଦେଇଛନ୍ତି କି। ରାଜ୍ୟରେ ଆହୁରି ଦୁଇଟି ବଡ ମୁଣ୍ଡ ଯିବ ସେନେଇ ବର୍ତ୍ତମାନ ଛାନିଆ ହେଲେଣି ବଡବଡିଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।