ଭାରତର ଚାଲରେ ଚୀନ ପୁରା ବେହାଲ, ଚାଇନାକୁ ବର୍ବାଦ କରିବା ପାଇଁ ଆମେରିକା ନେଉଛି ଏମିତି ପଦକ୍ଷେପ

ଆପଣମାନେ ଜାଣିଛନ୍ତି କି ଚୀନରୁ କିଛି ବଡ ବଡ କମ୍ପାନୀ ଭାରତକୁ ଆସୁଛନ୍ତି । ଯାହା ଆମ ପାଇଁ ଓ ଭାରତ ପାଇଁ ସବୁଠୁ ଭଲ ଖବର ଅଟେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି କମ୍ପାନୀମାନେ ଭାରତକୁ କାହିଁକି ଆସୁଛନ୍ତି ଓ ଅନ୍ୟ ଦେଶକୁ କାହିଁକି ଯାଉ ନାହାନ୍ତି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିଦେଉଛୁ ।

ଯେମିତି କି ଆପଣମାନେ ସମସ୍ତେ ଜାଣିଛନ୍ତି କି ଦୁନିଆରେ ବ୍ୟାପୁ ଥିବା କରୋନା ମହାମାରୀରେ ସବୁଠୁ ଅଧିକ ଆମେରିକା କ୍ଷତି ଗ୍ରସ୍ତ ହୋଇଛି ଓ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ଦୁନିଆରେ ସବୁଠୁ ଅଧିକ ଅଛି । ଏହି କାରଣରୁ ଆମେରିକା ଚୀନ ଉପରେ ପୂରାପୂରି ରାଗି ଯାଇଛି । କହିବାକୁ ଗଲେ ଆମେରିକା ବାରମ୍ବାର ଏହି କଥାକୁ କହୁଛି କି କରୋନା ଭାଇରସ ଚାଇନାର ଲ୍ୟାବରେ ତିଆରି କରା ଯାଇଛି ।

ଏହା ସହିତ ଆମେରିକା ଚୀନ ଉପରେ ଲଗାତର ନିଜର କ୍ରୋଧ ପ୍ରକାଶ କରୁଛି । ଏହା ଛଡା ବର୍ତ୍ତମାନ ଆମେରିକା ଚାଇନାକୁ ବର୍ବାଦ କରିବା ପାଇଁ କିଛି ପଦକ୍ଷେପ ବି ନେଇ ସାରିଛି । ଯେଉଁଥିରେ ସେ କିଛି ଏମିତି ନିଷ୍ପତି ନେଇଛି ଯାହା ବହୁତ ପ୍ରଶଂସନୀୟ ଅଟେ । କହିବାକୁ ଗଲେ ଆମେରିକା ଏହା ଭଲ ଭବାରେ ଜାଣିଛି କି ଉତ୍ପାଦନ କ୍ଷେତ୍ରରେ ଚାଇନା ଦୁନିଆର ୧ ନମ୍ବର ଦେଶ ଅଟେ ।

କାରଣ ପେଟ୍ରୋଲକୁ ଛାଡି ଚାଇନା ସବୁ ଜିନିଷର ଉତ୍ପାଦନ ନିଜ ଦେଶରେ କରିଥାଏ । କିନ୍ତୁ ଏହା ଛଡା ଆମେରିକା ପାଖରେ ଏମିତି କିଛି କମ୍ପାନୀ ଅଛି ଯେଉଁମାନେ ଆଇଟି ଓ ଟେକ ଫୀଲ୍ଡରେ କାମ କରନ୍ତି ଓ ତାଙ୍କୁ ହିଁ ନିଜର ହତିଆର କରି ଆମେରିକା ଅଳ୍ପ ସମୟରେ ଚାଇନାକୁ ପରାସ୍ତ କରିବାକୁ ଚାହୁଁଛି । ଏହା ସହିତ ଆମେରିକା ସବୁଦିନ ଚାଇନା ଉପରେ କରୋନା ଭାଇରସ ତିଆରି କରିବାର ଆରୋପ ଲଗାଉଛି ।

The US secretary of state, Mike Pompeo ଏହା କହିଛନ୍ତି କି ତାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରମାଣ ଅଛି ଯାହା ଏହା ପ୍ରମାଣିତ କରି ପାରିବ କି ଏହି ମହାମାରୀ ଚାଇନାର ଲ୍ୟାବରେ ହିଁ ତିଆରି ହୋଇଛି । ଏହା ଛଡା ଏଥିରେ କୌଣସି ସଦେହ ନାହିଁ କି ଚାଇନା ଏହିଭଳି କରି ପାରିବ । ଏହି କାରଣରୁ ସବୁ ସାମ୍ନାରୁ ନୁହେଁ ପଛ ପଟୁ ଚାଇନାକୁ ଆକ୍ରମଣ କରୁଛନ୍ତି ।

ଯାହାକୁ ଆରମ୍ଭ କରି ସେଠି ଥିବା ବଡ ବଡ ଆଇଟି ଓ ଟେକ କମ୍ପାନୀମାନଙ୍କୁ ହଟାଇବାର ଅଛି । ଯାହା ଦ୍ଵାରା ଚାଇନର ବହୁତ ବଡ ଜନସଂଖ୍ୟାର ଚାକିରି ତ ଯିବ ଓ ସେଠିକାର ଅର୍ଥନୀତି ଉପରେ ବି ପ୍ରଭାବ ପଡିବ । ଏହି କାରଣରୁ ଆମେରିକାର ପାଖପାଖି ୧୦୦ଟି କମ୍ପାନୀ ଯେଉଁମାନେ କି ଛୋଟ ଛୋଟ କମ୍ପାନୀ ନୁହନ୍ତି ବହୁତ ହିଁ ବଡ ବଡ କମ୍ପାନୀ ଅଟନ୍ତି ସେମାନେ ନିଷ୍ପତି ନେଇଛନ୍ତି କି ସେମାନେ ନିଜର ପ୍ଳାଣ୍ଟ ଚାଇନାରେ ଛାଡି ଇଣ୍ଡିଆରେ ସ୍ଥାପିତ କରିବେ ।

ଆପଣଙ୍କୁ କହିଦେଉଛୁ କି ଯେତେ ଦିନ ପର୍ଯ୍ୟନ୍ତ କାରୋନା ମହମାରି ଆରାମ୍ଭ ହୋଇ ନ ଥିଲା ସେତେ ଦିନ ପର୍ଯ୍ୟନ୍ତ ଚାଇନା ସହ ଆମେରିକାର ସମ୍ପର୍କ ଭଲ ଥିଲା । କିନ୍ତ ଯେଉଁ ସମୟରୁ କରୋନା ମହାମାରୀ ଆରମ୍ଭ ହୋଇଛି ତେବେ ଆମେରିକାର ୨୦ ପ୍ରତିଶତ କମ୍ପାନୀ ଏହା ମାନି ନେଇଛନ୍ତି କି ଏହି ଭାଇରସ ଚାଇନା କାରଣରୁ ହିଁ ବ୍ୟାପିଛି ଓ ଏହା ପଛରେ ଚାଇନାର ବହୁତ ବଡ ହାତ ଅଛି ।

ଯେଉଁ କାରଣରୁ ଅଧିକାଂଶ କମ୍ପାନୀ ଚାଇନାକୁ ଛାଡି ଅନ୍ୟ ଦେଶରେ ନିଜର ପ୍ଳାଣ୍ଟ ଲଗାଇବାକୁ ଚିନ୍ତା କରୁଛନ୍ତି । ଆମେ ଆପଣଙ୍କୁ କହିଦେଉଛୁ କି ଏହିଭଳି ଚିନ୍ତାଧାର ସର୍ବେ ପ୍ରଥମେ Google, Microsoft, Apple ଭଳି ବଡ ବଡ କମ୍ପାନୀମାନଙ୍କୁ ଆସିଥିଲା । ଏମାନେ ହିଁ ପ୍ରଥମେ ଚାଇନାକୁ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଯେଉଁଥିରେ ସେମାନେ ନିଜର କିଛି କମ୍ପାନୀ ଭାରତ ଓ ଭିଏତନାମରେ କରିବାକୁ ଚାହୁଁଛନ୍ତି । କହିବାକୁ ଗଲେ ଆମେରିକାର ପାଖପାଖି ୧୦୦ କମ୍ପାନୀ ଭାରତର ଉତ୍ତର ପ୍ରଦେଶରେ ନିଜର ପ୍ଳାଣ୍ଟ ତିଆରି କରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।