ଭାରତୀୟ Cricketer ଗୋଟିଏ ଦିନର ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ଭାରତୀୟ କ୍ରିକେଟରମାନେ ନିଜ ଖାଇବା ଉପରେ ବହୁତ ଗୁରୁତ୍ଵ ଦେଇଥାନ୍ତି । ନିଜ ରୁଚି ଅନୁଯାଇ ସେମାନେ ଖାଦ୍ଯ ଖାଇଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାର ସେହି ଖାଦ୍ଯ ଉପରେ ସେମାନେ ଅଧିକ ପଇସା ଖର୍ଚ୍ଚ କରିଥାନ୍ତି । ବନ୍ଧୁଗଣ ଆଜି ଆମେ କ୍ରିକେଟରମାନେ ନିଜ ଖାଇବା ଉପରେ କେତେ ପଇସା ଖର୍ଚ୍ଚ କରନ୍ତି ସେ ବିଷୟରେ ବିସ୍ତାରିତ ଭାବେ ଆଲୋଚନା କରିବୁ ।

ହାର୍ଦ୍ଦିକ ପାଣ୍ଡେ : ହାର୍ଦ୍ଦିକ ପାଣ୍ଡେ ଭାରତୀୟ କ୍ରିକେଟରମାନଙ୍କ ଭିତରୁ ଜଣେ ଭଲ ଖେଳାଳି ଅଟନ୍ତି । ସେ ତାଙ୍କ ଲାଇଫ ଷ୍ଟାଇଲରେ ବହୁତ ପପୁଲାର ଭାବେ ପରିଚିତ । ହାର୍ଦ୍ଦିକ ନିଜ ହେୟାର ଷ୍ଟାଇଲ ଓ ସ୍ମାର୍ଟନେସ ପାଇଁ ପ୍ରସିଦ୍ଧ ଅଟନ୍ତି ।  ପ୍ରତେକ ଦିନ ସେ ତାଙ୍କ ଖାଇବାରେ ୧୫ ହଜାରରୁ ୧୬ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି ।

ଶିଖର ଦୱନ : ଶିଖର ଦୱନ ଭାରତୀୟ ଖେଳାଳି ମଧ୍ୟରୁ ଜଣେ ଜବରଦସ୍ତ ଖେଳାଳି ଅଟନ୍ତି । ସେ ନିଜର ଷ୍ଟାଇଲିସ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଷ୍ଟଣ୍ଡ ଲୁକ ପାଇଁ ଶିଖର ଦୱନ ଜଣାଶୁଣା ଖେଳାଳି ଭାବେ ପରିଚିତ । ଶିଖର ଗୋଟିଏ ଦିନରେ ୨୦ ହଜାରୁ ଅଧିକ ପଇସା ନିଜ ଖାଇବାରେ ଖର୍ଚ୍ଚ କରିଥାନ୍ତି ।

କିୟାଲ ରାହୁଲ : କିୟାଲ ରାହୁଲ ଭାରତୀୟ କ୍ରିକେଟରମାନଙ୍କ ଭିତରୁ ଜଣେ ଅଟନ୍ତି । ସେ ଜଣେ ଭଲ ପ୍ଲେୟର ଅଟନ୍ତି । ସେ ତାଙ୍କର ଲୁକ ପାଇଁ ଦୁନିଆ ଆଗରେ ବହୁତ ଚର୍ଚ୍ଚାରେ ରୁହନ୍ତି । କ୍ରିକେଟରେ ସେ ତାଙ୍କର ପର୍ଫୋମାନ୍ସ ପାଇଁ ପ୍ରସିଦ୍ଧ ଅଟନ୍ତି । କିୟାଲ ରାହୁଲ ତାଙ୍କ ନୀତିଦିନିଆ ଖାଇବାରେ ୨୦ରୁ ୨୨ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି ।

ରେଶବ ପନ୍ତ : ରେଶବ କ୍ରିକେଟ ଖେଳାଳିଙ୍କ ଭିତରୁ ଜଣେ ଭଲ ଖେଳାଳି ଭାବେ ଜଣାଶୁଣା ଅଟନ୍ତି । ସେ ଟେଷ୍ଟ ମ୍ଯାଚରେ ଭଲ ଖେଳାଳି ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିଥାନ୍ତି । ରେଶବ ନିଜର ଗୋଟିଏ ଦିନ ଖାଇବାରେ ୧୭ରୁ ୧୮ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଶ୍ରେୟସ ଅୟର : ଶ୍ରେୟସ ଜଣେ ସାନଦାର କ୍ରିକେଟର ଖେଳାଳି ଭାବେ ଭାରତୀୟ ଟିମରେ ଜଣାଶୁଣା ବ୍ୟକ୍ତି ଅଟନ୍ତି । ସେ ତାଙ୍କର ଲାଇଫ ଷ୍ଟାଇଲକୁ ବହୁତ ଶାନଦାର ଭାବେ ସ୍ପେନ୍ଡ କରନ୍ତି । ଶ୍ରେୟସଙ୍କର ଗୋଟିଏ ଦିନର ଖାଇବା ଖର୍ଚ୍ଚରେ ୧୮ରୁ ୧୯ ହଜାର ଟଙ୍କା ଖର୍ଚ୍ଚ ହୁଏ ।

ରୋହିତ ଶର୍ମା : ରୋହିତ ଶର୍ମା ଜଣେ ଭଲ ଖେଳାଳି ଭାବେ ପରିଚିତ । ସେ ଆଇପିଏଲ ଖେଳରେ ନିଜର ସାନଦାର ଦକ୍ଷତା ପ୍ରଦଶନ କରିସାରିଛନ୍ତି । ରୋହିତ ନିଜ ଖାଇବାରେ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି ।

ବିରାଟ କୋହଲି : ବିରାଟ କୋହଲି ନିଜ ସ୍ମାର୍ଟନେସ ପାଇଁ ପପୁଲାର ଅଟନ୍ତି । ଭାରତୀୟ ଟିମର କପ୍ତାନ ଭାବେ ସେ ପରିଚିତ । ସେ ତାଙ୍କର ଖାଇବାରେ ୩୫ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି ।

ମହେନ୍ଦ୍ର ସିଂହ ଧୋନୀ : ଧୋନୀ ଭାରତୀୟ ଟିମର ଜଣେ ଶାନଦାର ଖେଳାଳି ଅଟନ୍ତି । ତାଙ୍କର ଲାଇଫ ଷ୍ଟାଲ ଅନ୍ୟମାନଙ୍କଠୁ ଅଲଗା ହୋଇଥାଏ । ସେ ତାଙ୍କର ଦିନକ ଖାଇବାରେ ୩୫ରୁ ୪୫ ହାଜର ଟଙ୍କା ଖର୍ଚ୍ଚ କରିଥାନ୍ତି ।

ସଚିନ ତେନ୍ଦୁଲକର : କ୍ରିକେଟ ଜଗତର ଭଗବାନ ବୋଲି ସଚିନଙ୍କୁ ମାନାଯାଏ । ଭଲ ଖେଳାଳି ଭାବେ ସଚିନ ଭାରତୀୟ ଟିମରେ ପ୍ରସିଦ୍ଧ ।ସେ କ୍ରିକେଟ ଦୁନିଆରେ ନିଜର ସ୍ଵତନ୍ତ୍ର  ପରିଚୟ ସୃଷ୍ଟି  କରି ସାରିଛନ୍ତି  । ସଚିନ ନିଜ ଖାଇବାରେ ୫୦ ହଜାରୁ ଅଧିକ  ଟଙ୍କା ଖର୍ଚ୍ଚ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।