ଭାରତର 5 ଜଣ ସବୁଠୁ ସୁନ୍ଦର IAS ଓ IPS ଅଫିସର, ନମ୍ବର 3 ଙ୍କ ସୁନ୍ଦରତା ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ବନ୍ଧୁଗଣ ଆପଣ ମାନେ ତ ଜାଣନ୍ତି IAS ଏବଂ IPS ପରୀକ୍ଷା ହେଉଛି ଭାରତର ସବୁଠାରୁ କଠିନ ସରକାରୀ ଚାକିରି ପରୀକ୍ଷା । ଏହି ପରୀକ୍ଷାରେ ସଫଳ ହେବା ପାଇଁ ବିଦ୍ୟାର୍ଥୀ ମାନନକୁ ବହୁତ କଷ୍ଟ କରିବାକୁ ପଡିଥାଏ । କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ କମ ଲୋକ ହିଁ ଏଥିରେ ପାସ ହୋଇ ପାରନ୍ତି । ତେବେ ଫ୍ରେଣ୍ଡ୍ସ ଆଜି ଆମେ ଭାରତୀୟ ପ୍ରଶାସନର କିଛି ସୁନ୍ଦର ମହିଳା IAS ଓ IPS ଅଫିସରଙ୍କ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ସୁନ୍ଦରତରେ କୌଣସି ଅଭିନେତ୍ରୀଙ୍କ ଠାରୁ ମଧ୍ୟ କମ ନୁହନ୍ତି ଏହି ମହିଳା ଅଫିସର ମାନେ । ଏମାନେ ବୁଦ୍ଧିରେ ଯେତିକି ଚତୁର ସୁନ୍ଦରତାରେ ମଧ୍ୟ କେହି ସରି ନୁହନ୍ତି । ତେବେ ଚାଲନ୍ତୁ ଏହି ମହିଳା IAS ଓ IPS ଅଫିସରଙ୍କ ବିଷୟରେ ଜାଣିବା ।

ମେରିନ ଯୋଶେଫ- ବନ୍ଧୁଗଣ ୨୦୧୧ରେ ମେରିନ ନିଜର ପ୍ରଥମ ଆଟେମ୍ପ୍ଟ ରେ ହିଁ ୟୁପିଏସି ପରିକ୍ଷା ପାସ କରି ନେଇଥିଲେ । ସିଭିଲ ସେବା ପରୀକ୍ଷାରେ ଉତିର୍ଣ୍ଣ ହେବା ପରେ ସେ ପୋଲିସ ରେ ଭର୍ତ୍ତି ହୋଇଥିଲେ । ନିଜ ବ୍ୟାଚର ସବୁଠାରୁ କମ ବୟସର IPS ଅଫିସର ଅଟନ୍ତି ଯୋଶେଫ । ସେ ୨୦୧୫ ରେ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଏକ ସଂଗଠନରେ ଭାରତର ପ୍ରତିନିଧି ମଣ୍ଡଳର ନେତୃତ୍ଵ ନେଇଥିଲେ ।

ଟିନା ଡାବି- ୨୦୧୬ ରେ ମାତ୍ର ୨୨ ବର୍ଷ ବୟସରେ UPSC ର ଟିନା ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇଥିଲେ । ଟିନାଙ୍କର ଜନ୍ମ ସ୍ଥାନ ଭୋପାଳ କିନ୍ତୁ ତାଙ୍କ ପୁରା ପରିବାର ଦିଲ୍ଲୀକୁ ସିଫ୍ଟ ହେଇ ଯାଇଥିଲେ । ସେତେବେଳେ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ୨୦୧୧ରେ ଦିଲ୍ଲୀର ଲେଡିଜ ଶ୍ରୀରାମ କଲେଜରେ ଟିନା ପାଠ ପଢିଥିଲେ । ସେହି କଲେଜରେ ରାଜନୀତି ବିଜ୍ଞାନରେ ବିଏ କରିଥିଲେ । ଟିନା ଡାବି ବହୁତ ସୁନ୍ଦର ଦେଖିବା ପାଇଁ ।

ସ୍ମିତା ସଭରୱାଲ- ସ୍ମିତା ସଭରୱାଲ ମାତ୍ର ୨୩ ବର୍ଷ ବୟସରେ IAS ପରୀକ୍ଷାରେ ସଫଳତା ପାଇଥିଲେ । କମର୍ସ ସବଜେକ୍ଟ ରେ ସ୍ମିତା ଗ୍ରାଜୁଏସନ କରିଛନ୍ତି । ଅଲ୍ ଇଣ୍ଡିଆ ରାଙ୍କିଙ୍ଗରେ ସ୍ମିତାଙ୍କୁ ଚତୁର୍ଥ ସ୍ଥାନ ମିଳିଥିଲା । ଚିତୋର ଜିଲ୍ଲାରେ ସବ କଲେକ୍ଟର ରୂପରେ ତାଙ୍କର ପ୍ରଥମ ନିଯୁକ୍ତି ହୋଇଥିଲା । ଏହା ପରେ ସେ ବହୁତ ଜିଲ୍ଲାରେ କାମ କରିଥିଲେ । ଏହା ପରେ ତାଙ୍କୁ କରିମ ନଗର ଜିଲ୍ଲାର ଡିଏମ କରା ଯାଇଥିଲା ।

ଶ୍ରୀଷ୍ଠୀ ଦେଶମୁକ- ୨୦୧୯ ର UPSC ପରୀକ୍ଷାରେ ଭୋପାଳର ଅଲ୍ ଇଣ୍ଡିଆ ରାଙ୍କ ରେ ପ୍ରଥମ ସ୍ଥାନ ହାସଲ କରିଥିଲେ ଶ୍ରୀଷ୍ଠୀ । ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିବା ବହୁତ କମ ଥର ଦେଖିବାକୁ ମିଳିଥାଏ । ଶ୍ରୀଷ୍ଠୀ ରାଜୀବ ଗାନ୍ଧୀ ବିଶ୍ଵ ବିଦ୍ୟାଳୟରେ ନିଜ ପାଠ ପଢା କମ୍ପ୍ଲିଟ କରିଛନ୍ତି । ସେ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ଅଟନ୍ତି ।

ବି ଚନ୍ଦ୍ରକଳା- ୨୭ ସେପ୍ଟେମ୍ବର ୧୯୭୯ରେ ଆନ୍ଧ୍ର ପ୍ରଦେଶରେ ବି ଚନ୍ଦ୍ରକଳାଙ୍କର ଜନ୍ମ ହୋଇଥିଲା । ୨୦୦୮ ବ୍ୟାଚର ଇଉପିଏସସି ପରୀକ୍ଷାରେ ଚନ୍ଦ୍ରକଳାଙ୍କର ଅଲ୍ ଇଣ୍ଡିଆ ରାଙ୍କିଙ୍ଗ ୪୦୯ ଥିଲା । ଚନ୍ଦ୍ରକଳା ହାଇଦ୍ରାବାଦର କୋଟି ମହିଳା ବିଦ୍ୟାଳୟରେ ବିଏମଏ ଗ୍ରାଜୁଏସନ କରିଥିଲେ । ଚନ୍ଦ୍ରକଳା ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ନଜର ଆସନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।