GK Questions & Answers- ଭାରତର କେଉଁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ପାକିସ୍ଥାନରେ ହୋଇଥିଲା ? 99 % ଲୋକଙ୍କୁ ଜଣା ନାହିଁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ କାରଣରୁ ସ୍କୁଲ ବନ୍ଦ ଅଛି ଓ ପିଲାମାନଙ୍କର ପଢା ପଢୀରେ ବି ବାଧା ଆସୁଛି । ଆପଣ ମନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜର ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ । ତେବେ ଚାଳନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହର ଉତ୍ତର ।

୧.କେଉଁ ପକ୍ଷୀ କେବଳ ବର୍ଷା ପାଣି ହିଁ ପିଇ ଥାଏ?
ଉତ୍ତର-ଚାଟକ ପକ୍ଷୀ।

୨.ଭାରତ ର କେଉଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ହିଁ ମୁଖ୍ୟମନ୍ତ୍ରୀ ପଦ ରେ ରହିଛନ୍ତି?
ଉତ୍ତର-ତେଲେଙ୍ଗାନା।

୩.ତାଜମହଲ କୁ କିଏ ବିକି ଦେଇଥିଲେ?
ଉତ୍ତର-ବିହାର ର ନଟବର ଲାଲ।

୪.କେଉଁ ରସ କୁ ପିଇବା ଦ୍ୱାରା ଚେହେରା ରେ ଏକ ଅଲଗା ଚମକ ଆସିଥାଏ?
ଉତ୍ତର-ଆଲୋଭେରା।

୫.ଭାରତ ର ସବୁଠାରୁ ବଡ଼ ଉଦ୍ୟାନ କେଉଁଠାରେ ଅବସ୍ଥିତ?
ଉତ୍ତର-କୋଲକାତା ର ଅଲ୍ଲିପୁର ଠାରେ।

୬.ଏମିତି କେଉଁ ଜୀଵ ଅଛି ଯାହା ପାଟି ରେ ୧୪ ହଜାର ଦାନ୍ତ ଦେଖିବାକୁ ମିଳିଥାଏ?
ଉତ୍ତର-ବେଲୁଗା ତିମି ମୁହଁ ରେ।

୭.ଭାରତ ରେ ମୋଟ କେତୋଟି ଉଚ୍ଚ ନ୍ୟାୟାଳୟ ରହିଛି?
ଉତ୍ତର-୨୪ ଟି ଉଚ୍ଚ ନ୍ୟାୟାଳୟ।

୮.ଭାରତ ର କେଉଁ ରାଜ୍ୟ ରେ କୋରିଆ ନାମକ ଏକ ଜିଲ୍ଲା ଅବସ୍ଥିତ?
ଉତ୍ତର-ଛତିଶଗଡ଼ ରେ।

୯.ତାହା କେଉଁ ଜୀଵ ଅଟେ ଯିଏ ପାଣି କୁ ପ୍ରାୟତଃ ୧୯ କିଲୋମିଟର ଦୁର ରୁ ଶୁଙ୍ଘି କରି ଜାଣିପାରିଥାଏ?
ଉତ୍ତର-ହାତୀ।

୧୦.ମରିବା ପରେ ମନୁଷ୍ୟ ର ମସ୍ତିଷ୍କ କେତେ ସମୟ ପାଇଁ ଜୀବିତ ରହିଥାଏ?
ଉତ୍ତର-୧୦ ମିନିଟ ପର୍ଯ୍ୟନ୍ତ।

୧୧.ଏପରି କେଉଁ ଜୀଵ ଅଛି ଯାହାର ମସ୍ତିଷ୍କ ତାର ଶରୀର ଠାରୁ ବଡ଼ ହୋଇଥାଏ?
ଉତ୍ତର-ପିମ୍ପୁଡ଼ି।

୧୨.ଏପରି କେଉଁ ଜିନିଷ ଅଛି ଯାହା ସମୁଦ୍ର ରୁ ଜନ୍ମ ନେଇଥାଏ କିନ୍ତୁ ସବୁବେଳେ ଘରେ ରହିଥାଏ?
ଉତ୍ତର-ଲୁଣ।

୧୩.ଏପରି କେଉଁ ଜିନିଷ ଅଛି ଯିଏ ପାଣି ପିଇବା ପରେ ମରି ଯାଇଥାଏ?
ଉତ୍ତର-ଶୋଷ।

୧୪.ଏପରି କେଉଁ ଜୀଵ ଅଛି ଯିଏ ଜନ୍ମ ରୁ ହିଁ କଥା କହି ପାରି ନ ଥାଏ?
ଉତ୍ତର-ଜିରାଫ।

୧୫.ବୁଲନ୍ଦ ଦରବାଜା କେଉଁଠାରେ ଅବସ୍ଥିତ?
ଉତ୍ତର-ଫତେହପୁର ସିକରି ଠାରେ।

୧୬.ଜନସଂଖ୍ୟା ଦୃଷ୍ଟିରୁ ଭାରତ ର ସବୁଠାରୁ ଛୋଟ ରାଜ୍ୟ କେଉଁଟି ଅଟେ?
ଉତ୍ତର-ସିକିମ।

୧୭.ଏପରି କେଉଁ ଜୀଵ ଅଛି ଯାହାର କେବେ ମଧ୍ୟ ଜିଭ ହଲି ନ ଥାଏ?
ଉତ୍ତର-କୁମ୍ଭୀର ର।

୧୮.ଗଙ୍ଗା ସାଗର ପରି ଯୋଜନା କେଉଁ ନଦୀ ଉପରେ ଅବସ୍ଥିତ?
ଉତ୍ତର-ଚମ୍ବଲ ନଦୀ ଉପରେ।

୧୯.ଭାରତ ର ପ୍ରଥମ ମୁସଲିମ ରାଷ୍ଟ୍ରପତି କିଏ ଅଟନ୍ତି?
ଉତ୍ତର-ଜାକିର ହୁସେନ।

୨୦.ଭାରତ ର ନେପୋଲିୟନ କାହାକୁ କୁହା ଯାଇଥାଏ?
ଉତ୍ତର-ସମୁଦ୍ରଗୁପ୍ତ ଙ୍କୁ।

୨୧.ବଲିଉଡ ଅଭିନେତା ଆମୀର ଖାନ ଙ୍କ ପୁରା ନାମ କଣ ଅଟେ?
ଉତ୍ତର-ମହମ୍ମଦ ଆମୀର ହୁସେନ ଖାନ।

୨୨.ବିଲାତି ର ରଙ୍ଗ ଲାଲ କଣ ପାଇଁ ହୋଇଥାଏ?
ଉତ୍ତର-ଲାଇକୋପିନ କାରଣ ରୁ ହୋଇଥାଏ।

୨୩.ତାସ ଖେଳ ବା ସତରଂଜ ଖେଳ ର ଆବିଷ୍କାର ପ୍ରଥମେ କେଉଁ ଦେଶ ରେ ହୋଇଥିଲା?
ଉତ୍ତର-ଭାରତ ରେ।

୨୪.ପୃଥିବୀର ର ସବୁଠାରୁ ଶକ୍ତିଶାଳୀ ଜୀଵ ର ନାମ କଣ?
ଉତ୍ତର-ବେଲଜିୟମ ବ୍ଲୁ।

୨୫.ଭାରତ ର କେଉଁ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ପାକିସ୍ତାନ ଠାରେ ହୋଇଥିଲା?
ଉତ୍ତର-ଡକ୍ଟର ମନମୋହନ ସିଂହ ଙ୍କ ର।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।