Interesting Odia GK : ଭାରତର କେଉଁ ନଦୀରୁ ହୀରା ମିଳେ ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ଦେଶର ସବୁଠୁ ତେଜ ଚାଲୁଥିବା ରେଳଗାଡିର ନାମ କଣ ?

ଉ: ଗତିମାନ ଏକ୍ସପ୍ରେସ

୨- ଭାରତରେ IDFC ବ୍ଯାଙ୍କର ସ୍ଥାପନା କେବେ ହୋଇଥିଲା ?

ଉ: ୧୯୮୯ ମସିହା

୩- ଗୋଲ୍ଡେନ ଗ୍ଲୋବ ପୁରସ୍କାର (୨୦୦୯) ଜିତିଥିବା ପ୍ରଥମ ଭାରତୀୟ କିଏ ?

ଉ: ଏ. ଆର. ରେହମାନ

୪- କୁମ୍ଭ ଶବ୍ଦର ଅର୍ଥ କଣ ?

ଉ: କଳସ

୫- ଭାରତର ଅନୁମୋଦନ ପ୍ରାପ୍ତ ମୁଦ୍ରା କେଉଁଟି ?

ଉ: ରୁପିଜ (Rupees)

୬- ଭାରତର ସବୁଠୁ ଅଧିକ ଗ୍ରାମୀଣ ଜନସଂଖ୍ୟା କେଉଁଠାରେ ରହିଛି ?

ଉ: ହିମାଚଳ ପ୍ରଦେଶ

୭- ଭାରତରେ ବିଶ୍ଵର ସମୁଦାୟ କ୍ଷେତ୍ରଫଳର କେତେ ଭାଗ ରହିଛି ?

ଉ: ୨.୪୨%

୮- ନେପାଳ, ଶ୍ରୀଲଙ୍କା, ଭୂଟାନ ଓ ପାକିସ୍ଥାନ ମଧ୍ୟରୁ କେଉଁ ଦେଶ ଭାରତର ଦକ୍ଷିଣରେ ଅବସ୍ଥିତ ?

ଉ: ଶ୍ରୀଲଙ୍କା

୯- ୨୦୧୯ରେ କେଉଁଠାରେ କୁମ୍ଭମେଳା ଆୟୋଜନ କରା ଯାଇଥିଲା ?

ଉ: ପ୍ରୟାଗରାଜ ଠାରେ

୧୦- କେଉଁ ଦେଶରେ ଡାକଘରର ସବୁଠୁ ବଡ ନେଟୱର୍କ ରହିଛି ?

ଉ: ଭାରତରେ

୧୧- ଯଦି ବ୍ଯାଙ୍କ ଦର ପରିବର୍ତ୍ତନ ହୁଏ ତେବେ କଣ ସବୁଠୁ ଅଧିକ ପ୍ରଭାବିତ ହେବ ?

ଉ: ସୁଧର ବଜାର ମୂଲ୍ୟ

୧୨- ଭାରତର ପ୍ରଥମ STD ସେବା କେଉଁଠାରେ ଆରମ୍ଭ ହୋଇଥିଲା ?

ଉ: ଲକ୍ଷ୍ନୌ- କାନପୁରରେ

୧୩- ରାଷ୍ଟ୍ରୀୟ ସାକ୍ଷରତା ମିଶନ କେବେ ଆରମ୍ଭ ହୋଇଥିଲା ?

ଉ: ୧୯୮୮ରେ

୧୪- ଭାରତୀୟ ଟେକ୍ନୋଲୋଜି ସଂସ୍ଥାନର (IIT) କୁଳ ସଂଖ୍ୟା କେତେ ?

ଉ: ୨୩

୧୫- ଭାରତର କେଉଁଠାରେ ଭାରୀ ଜଳ ସଯନ୍ତ୍ର ସ୍ଥାପିତ କରାଯାଇଛି ?

ଉ: ନାଙ୍ଗଲ- ପଞ୍ଜାବ

୧୬- କେଉଁଠାରେ ‘ବୈଶାଖୀ’ ପର୍ବ ପାଳନ କରାଯାଏ ?

ଉ: ପଞ୍ଜାବ

୧୭- ରାଜସ୍ଥାନର ପୁଷ୍କର ମେଳା କେବେ ଅନୁଷ୍ଠିତ ହୁଏ ?

ଉ: ନଭେମ୍ବର ମାସରେ

୧୮- ଭାରତର ସମୁଦାୟ କେତୋଟି ରାଜ୍ୟ ପଡୋଶୀ ଦେଶର ସୀମା ସହ ସଲଗ୍ନ ଅଛନ୍ତି ?

ଉ: ୧୭ଟି

୧୯- କିଏ ୩୬ ଥର ଓସ୍କାର ପୁରସ୍କାର ଜିତିଛନ୍ତି ?

ଉ: ୱାଲ୍ଟ ଡିଜନୀ

୨୦- ଭାରତର କେଉଁ ନଦୀରୁ ହୀରା ମିଳେ ?

ଉ: କୃଷ୍ଣା ନଦୀ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।