ଯେଉଁ ସାହାସ ଇଜରାଇଲ ଭାରତ ପାଇଁ ଦେଖାଇଛି, ତାହା ଆମେରିକା ଓ ଭ୍ଲାଦିମୀର ପୁଟିନ ବି ଦେଖାଇ ପାରି ନାହାନ୍ତି

ଭାରତ ଓ ଇଜରାଇଲର ବନ୍ଧୁତା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଏମିତିରେ ଇଜରାଇଲ ପୁଣି ଥରେ ଭାରତ ସପକ୍ଷରେ ଏକ ବୟାନ ଦେଇ ଏହି ବନ୍ଧୁତାର ସମ୍ପର୍କକୁ ଆହୁରି ମଜବୁତ କରି ଦେଇଛି । ଇଜରାଇଲ ଭାରତ ପାଇଁ ଯେଉଁ କଥା କହିଛି ତାକୁ ଶୁଣି ଚୀନ ଓ ପାକିସ୍ତାନର ଝାଳ ବାହାରି ଯାଇଛି । ଇଜରାଇଲ ଭାରତର ସମର୍ଥନରେ ଛିଡା ହୋଇ ବିନା କୌଣସି କ୍ଷତିର ଚିନ୍ତା ନ କରି ସିଧା ସିଧା ଚୀନକୁ ଯେଉଁ ଜବାବ ଦେଇଛି ଓ ଯେଉଁ ସାହାସ ଦେଖାଇଛି ସେହିଭଳି ସାହାସ ନା ହିଁ ରୁସ ଓ ନା ହିଁ ଆମେରିକା ଦେଖାଇଛି । ଇଜରାଇଲ ରାଜଦୁତ ରୋନ ମଲକା ଚୀନ ସହ ଜାରିଥିବା ସଂଘର୍ଷ ମାମଲାରେ ବଡ ବୟାନା ଦେଇ କହିଲେ କି ଭାରତକୁ ନିଜର ସୁରକ୍ଷା ପାଇଁ ଯାହା ବି ଦରକାର ଅଛି ତାହା ଆମେ ଦେବା ପାଇଁ ପ୍ରସ୍ତୁତ ଅଛୁ ।

ପୁଣି ଯେଉଁ ସ୍ଥାନରେ ଦରାକର ସେହି ସ୍ଥାନରେ ଦେବା ପାଇଁ ଆମ ପ୍ରସ୍ତୁତ ଅଛୁ । ରୋନ ମଲକା ଏହା ବି କହିଲେ କି ଇଜରାଇଲ ଭାରତ ପାଇଁ ସବୁବେଳେ ପ୍ରସ୍ତୁତ ଅଛି । କିନ୍ତୁ ସେ ଏହା ବି କହିଛନ୍ତି କି ଇଜରାଇଲ କାହା ବିରୁଦ୍ଧରେ ଯାଉ ନାହିଁ । କିନ୍ତୁ ସେ ଭାରତର ସମର୍ଥନରେ ସବୁବେଳେ ଛିଡା ହବ । ଇଜରାଇଲ କହିଲେ କି ଭାରତ ଏକୁଟିଆ ହିଁ ସମସ୍ତ ପରିସ୍ଥିତିର ସାମ୍ନା କରି ପାରିବ । କିନ୍ତୁ ଏହା ସତ୍ବେ ବି ଇଜରାଇଲ ଭାରତକୁ ସବୁ ସ୍ଥିତିରେ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ଅଛି ।

ଇଜରାଇଲ ରାଜଦୁତଙ୍କ ଅନୁସାରେ ଇଜରାଇଲ ଜଲ୍ଦି ହିଁ ଭାରତକୁ କିଛି ନୂଆହଥିୟାର ଓ ଡ଼ିଫେନ୍ସସିଷ୍ଟମ ବି ଦେଇପାରେ । ଏହା ସହିତ ଇଜରାଇଲ ଏହା ବି ସନ୍ଦେଶ ଦେଇଛି କି ଯଦି କୌଣସି ଦେଶ ଭରତ ସହ ଯୁଧ୍ୟକରିବ ତେବେ ଇଜରାଇଲ ଭାରତର ସମର୍ଥନରେ ବାସ୍ତବିକ ଯୁଧ୍ୟ କରିବା ପାଇଁ ଆଗକୁ ଆସିବ । କହିଦେଉଛୁ କି ଇଜରାଇଲ ଏହା ପୂର୍ବରୁ ବି ଏହିଭଳି ବୟାନ ଦେଇ ସାରିଛି କି ଭାରତ ଯଦି ପଡୋଶୀ ଦେଶମାନଙ୍କ ସହ ଭୟଙ୍କର ଯୁଧ୍ୟରସାମ୍ନା କରୁଛି ତେବେ ଇଜରାଇଲ ଭାରତକୁ ସମସ୍ତ ପ୍ରକାରର ଗୋଲାବାରୁଦ ଦେବା ପାଇଁ ପ୍ରସ୍ତୁତ ଅଛି ।

କିନ୍ତୁ ବର୍ତ୍ତମାନ ଇଜରାଇଲ ଗୋଟିଏ ପାଦ ଆଗକୁ ନେଇ ଭାରତର ସମର୍ଥନରେ ଚୀନ ଓ ପାକିସ୍ତାନର ନିଦ ଉଡାଉଥିବା ବାଲା ଯେଉଁ ବୟାନ ଦେଇଛି ସେହିଭଳି ଅନ୍ୟ କୌଣସି ଦେଶ ଭାରତର ସମର୍ଥନ ପାଇଁ ବୟାନ ଦେଇ ନାହାନ୍ତି । ରୋନ ମଲକା କହିଲେ କି ଇଜରାଇଲ ଓ ଭାରତ ଦୁଇ ଦେଶ ହିଁ ସମାନ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ ଦୁଇ ଜଣ ହିଁ ନିଜର ନିଜର ପଡୋଶୀ ଦେଶମାନଙ୍କ କାରଣରୁ ଚିନ୍ତିତ ଅଛନ୍ତି ।

ଭାରତ ସମର୍ଥନରେ ଇଜରାଇଲର ବୟାନ ରୁସର ସେହି ବୟାନକୁ ବି କଡା ଜବାବ ଦେଉଛି ଯେଉଁଥିରେ ରୁସ ପାକିସ୍ତାନକୁ ସଙ୍ଘାଇ ସଂଯୋଗ ସଂଗଠନର ସଦସ୍ୟ ହେବା ଦୃଷ୍ଟିରୁ ପାକିସ୍ତାନ ପ୍ରତି ନିଜର ଦ୍ଵିପାକ୍ଷିକ ସମ୍ବନ୍ଧକୁ ବିକଶିତ କରିବା ପାଇଁ ପ୍ରତିବାଧତା ଜତାଇ ଥିଲା । କିନ୍ତୁ ଆଜି ଇଜରାଇଲ ପ୍ରମାଣ କରି ଦେଇଛି କି ସେ ଛୋଟ ଦେଶ ଅଟେ କିନ୍ତୁ ସାହାସ ଓ ବିଶ୍ଵାସ ମାମଲାରେ ସେ ରୁସ ଠାରୁ ବହୁତ ଆଗରେ ଅଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।