ଭାରତରେ ପ୍ରଥମେ କାହାକୁ କରୋନା ଟୀକା ଦିଆ ଯାଇଥିଲା ? ଏହା ସହ ଜାଣନ୍ତୁ ଆହୁରି 20ଟି Interesting Q&A

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ବଗିଚାର ସହର କାହାକୁ କୁହାଯାଏ ?

ଉ: ପଞ୍ଜାବର କପୁରଥାଲା ସହରକୁ କୁହାଯାଏ ।

୨- ସଂସରର ଛାତ କାହାକୁ କୁହନ୍ତି ?

ଉ: ପାମିର ମାଳଭୂମିକୁ ।

୩- କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆଯାଏ ନାହିଁ ?

ଉ: ଗଣିତ ରେ ନୋବେଲ ପୁରସ୍କାର ଦିଆଯାଏ ନାହିଁ ।

୪- ବିଶ୍ଵର ସବୁଠୁ ପୁରାତନ ଧର୍ମ କଣ ଅଟେ ?

ଉ: ସନାତନ ଧର୍ମ ସବୁଠୁ ପୁରୁଣା ଅଟେ ।

୫- ଗୋଟିଏ କଇଁଛର ଜୀବନକାଳ କେତେ ହୋଇଥାଏ ?

ଉ: ପ୍ରାୟ ୧୨୩ ବର୍ଷ ଯାଏଁ କଇଁଛ ବଞ୍ଚିଥାଏ ।

୬- ଏଲୋରା ଗୁମ୍ଫା କେଉଁଠାରେ ଅବସ୍ଥିତ ?

ଉ: ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ଜିଲ୍ଲାରେ ।

୭- ଦୁନିଆର ସବୁଠୁ ଛୋଟ ଫୁଲ କଣ ଅଟେ ?

ଉ: ବୋଲଫିଆ ସବୁଠୁ ଛୋଟ ଫୁଲ ।

୮- ବିଜୁଳିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଜର୍ମାନୀ ବିଜୁଳି ଆବିଷ୍କାର ହୋଇଥିଲା ।

୯- ରୋହତଙ୍ଗ ପାସ୍ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ହିମାଚଳ ପ୍ରଦେଶ ରେ ।

୧୦- ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ ?

ଉ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ।

୧୧- କଳା ବନ (ଜଙ୍ଗଲ) କେଉଁଠି ଅବସ୍ଥିତ ?

ଉ: କଳା ବନ ବ୍ରାଜିଲ ରେ ଅଛି ।

୧୨- ବଜାଜ (Bajaj) କେଉଁ ଦେଶର କମ୍ପାନୀ ଅଟେ ?

ଉ: ବଜାଜ ଭାରତୀୟ କମ୍ପାନୀ ଅଟେ ।

୧୩- ମଣିଷର ମସ୍ତିଷ୍କର ଓଜନ କେତେ ହୋଇଥାଏ ?

ଉ: ପ୍ରାୟ ୧୩୫୦ ଗ୍ରାମ ।

୧୪- ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ ହୋଇ ନଥାଏ ?

ଉ: ଆଖିର ଆକାର ଜନ୍ମରୁ ମୃତ୍ୟୁ ଯାଏଁ ସମାନ ରହିଥାଏ ।

୧୫- ତାହା କଣ ଯାହାକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉ: ଜ୍ଞାନ

୧୬- ତାହା କଣ ଯାହା ମରିବା ପର୍ଯ୍ୟନ୍ତ ଆମର ପିଛା ଛାଡେ ନାହିଁ ?

ଉ: ନିଜର ଛାଇ ସବୁବେଳେ ନିଜ ସହ ରୁହେ ।

୧୭- ୩ଟି କୁକୁଡା ୩ ଦିନରେ ୩ଟି ଅଣ୍ଡା ଦିଅନ୍ତି । ୩୦୦ କୁକୁଡା ୩ ଦିନରେ କେତେ ଗୋଟି ଅଣ୍ଡା ଦେବେ ?

ଉ: ୩୦୦ଟି ଅଣ୍ଡା ଦେବେ ।

୧୮- ତାହା କେଉଁ ଜିନିଷ ଅଟେ ଯାହା ଯେତେ ଅଧିକ ବଢିଥାଏ ସେତେ ଅଧିକ କମିଯାଏ ?

ଉ: ଆମ ବୟସ

୧୯- କେଉଁ ଗଛରେ କାଠ ନଥାଏ ?

ଉ: କଦଳୀ ଗଛରେ ।

୨୦- ଭାରତରେ ପ୍ରଥମେ କାହାକୁ କରୋନା ଟୀକା ଦିଆ ଯାଇଥିଲା ?

ଉ: ମନୀଷ କୁମାର ନାମକ ବ୍ୟକ୍ତିଙ୍କୁ ପ୍ରଥମ କରୋନା ଟୀକା ଦିଆ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।