ଭାରତରେ ନାଗା ଜାତିରେ କିଛି ଏମିତି ଖରାପ ପରମ୍ପରା ଅଛି, ଯାହା ବିଷୟରେ ଆମେ ଭାବିବି ପାରିବା ନାହିଁ

ଭାରତରେ ବିଭିନ୍ନ ପ୍ରକାରର ସଂସ୍କୃତି ଓ ପରମ୍ପରା ପ୍ରଚଳିତ ଅଛି । ସାଧାରଣତଃ ଗାଁ ମାନଙ୍କରେ ଏହି ସବୁ ପ୍ରଥାର ବହୁ ମହତ୍ତ୍ଵ ରହିଥାଏ । ଏହି ପ୍ରାଥାଗୁଡ଼ିକ ବହୁତ ଅଲଗା ହୋଇଥାଏ । ଏମିତି ହିଁ କିଛି ପ୍ରଥା ରହିଛି ଭାରତର ନାଗାଜାତି ରେ, ଯେଉଁଠି ସମ୍ବନ୍ଧ ରଖିବା ସମ୍ବନ୍ଧିତ କିଛି ଏମିତି ପରମ୍ପରା ଅଛି ଯାହାକୁ ଆମେ ଭାବି ମଧ୍ୟ ପାରିବା ନାହିଁ ।ପ୍ରକୃତରେ ଭାରତ ର ନାଗାଜାତିରେ କିଛି ଅଦ୍ଭୁଦ ପ୍ରକାରର ପାରମ୍ପରା ରହିଛି ।

ନାଗା ଜାତିରେ ଯଦି କୌଣସି ଝିଅ ଯୌବନ ସ୍ଥିତିକୁ ଆସିଯାଏ ତେବେ ତା’କୁ ଗୋଟେ ଅଲଗା ଘର ଦିଆଯାଏ । ସେ ତା’ର ଇଛା ଅନୁଯାୟୀ ଯେକୌଣସି ପୁରୁଷ ସହ ସମ୍ବନ୍ଧ ରଖିପାରିବ । ଏଥିପାଇଁ ତା’ର ମା’ ଓ ବାପା ତାକୁ ଅଟକାଇ ପାରିବେ ନାହିଁ । ଯେତେବେଳେ ସେ ଗର୍ଭବତୀ ହୋଇଯାଏ ସେତେବେଳେ ତ’ର ବିବାହ ସେହି ପୁରୁଷ ସହ କରି ଦିଆଯାଏ ।

ନାଗା ଜାତିରେ ଏହି ପ୍ରଥାର ବହୁତ ମାନ୍ୟତା ରହିଛି । ଆପଣମାନେ ଏହି ଅଦ୍ଭୁଦ ପ୍ରଥା ବିଷୟରେ ପ୍ରଥମ ଥର ଶୁଣୁଥିବେ । ଯଦି ପୁରୁଷ ବିବାହ ପାଇଁ ମନା କରିଦିଏ, ତା’ହେଲେ ତା’କୁ ସାମାଜିକ ଦଣ୍ଡ ମିଳିଥାଏ । ଯେତେବେଳେ ନାଗା ଜାତିର ଝିଅ ବିବାହ କରିଥାଏ ସେ ତା’ର ଶଶୁରଘରକୁ ଯାଇଥାଏ ।

 

ଯେତେବେଳେ ସେ ଶଶୁର ଘରେ ରୁହେ ସେ ଅନ୍ୟ କାହା ସହିତ ସମ୍ବନ୍ଧ କରି ପାରିବ ନାହିଁ କିନ୍ତୁ ଯେତେବେଳେ ସେ ନିଜ ଗାଁକୁ ଆସିଥାଏ ତେବେ ଶଶୁରଘର ର ନିୟମ ଓ କାନୁନକୁ ସେହିଠାରେ ଛାଡି ଆସିଥାଏ । ସେ ନିଜ ଗାଁ ରେ ଯେକୌଣସି ପୁଅ ସହ ସମ୍ବନ୍ଧରେ ରହିପାରିବ । ଠିକ ସେମତି ତାର ସ୍ଵାମୀ ମଧ୍ୟ ତା’ର ଯିବା ପରେ ଯେକୌଣସି ଝିଅ ସହ ସମ୍ବନ୍ଧ ରଖିପାରିବ ।