କାନ୍ଦିଲେ ବିରାଟ କେହି ଖାଇଲେ ନାହିଁ । ନଷ୍ଟ ହେଲା ରନ୍ଧା ହୋଇଥିବା ଖାଦ୍ଯ । ନଷ୍ଟ ହୋଇ ଯାଇଛି ମାଂସ । ହଁ ଦର୍ଶକ ବନ୍ଧୁ ଯେବେ ଫାଇନାଲ ମ୍ୟାଚ ଚାଲିଥିଲା ରୋହିତ ବାହିନୀ ଭଲ ପ୍ରଦର୍ଶନ କରୁଥିଲା । ଆଉ ଏଥର ବିଶ୍ବକପରେ ଭାରତ ନୂଆ ଇତିହାସ ରଚିବ ବୋଲି ସ୍ଵପ୍ନ ଦେଖୁଥିଲା । ଠିକ ଏତିକି ବେଳେ ସବୁ ଛକ ରେ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା । କମିଟି ମେମ୍ବର ମାନେ ଚାନ୍ଦା ଆଦାୟ କରି LCD ଲଗାଇଥିଲେ ।
ପ୍ଲାଜମା ଲଗାଇ ଫାଇନାଲ ମ୍ୟାଚ ଦେଖୁଥିଲେ । ଆଉ ସେଥିରେ ମଟନ ମଧ୍ୟ ରନ୍ଧା ହୋଇଥିଲା ଆଉ ଚିକେନ ମଧ୍ୟ ରନ୍ଧା ହୋଇଥିଲା । କିନ୍ତୁ ଯେବେ ସବୁ ଆସା ନିରାଶାରେ ପରିଣତ ହୋଇଗଲା କେହି ବି ଖାଇ ନାହାନ୍ତି । ନଷ୍ଟ ହୋଇଛି କୂଢ କୂଢ ମଟନ ଆଉ ଚିକେନ । ବିଶ୍ଵକପ ଆରମ୍ଭରୁ ଆଜି ଯାଏଁ ଲିଗ ମ୍ଯାଚ ପ୍ରତିଦ୍ବନ୍ଦୀ ନିୟୁଜଲ୍ୟାଣ୍ଡ ବିପକ୍ଷ ରେ ଅପରାଜୟ ରହିବା ପରେ ଏବଂ କ୍ରମାଗତ ଭାବେ 10ଟି ମ୍ଯାଚ ଜିତିବା ପରେ ଭାରତ ଚାମ୍ପିୟାନ ହେବାର ଆସା ସମସ୍ତଙ୍କ ମନରେ ରହିଥିଲା ।
ଏଥର ବିଶ୍ଵକପ ଟ୍ରଫି ରେ ଯେମିତି ଭାରତ ତାର ନାଁ ଲେଖିବ ସବୁ ଭାରତୀୟ ବାସୀ ଆସା ବାନ୍ଧି ଥିଲେ । କିନ୍ତୁ 140 କୋଟି ଭାରତୀୟ ବାସୀ ହଠାତ ନିରାସ ହୋଇଗଲେ । କାରଣ ଯେବେ କେ ଏଲ ରାହୁଲ, ବିରାଟ କୋହଲି, ରୋହିତ ସର୍ମା ଭଳି ପ୍ଲେୟାର ଆଉଟ ହୋଇଗଲେ । ତଥାପି ସେତେବେଳେ ଆସା ଉଜିବୁତ ହେଲା ଯେବେ ମହମଦ ସାମୀ ୱିକେଟ ନେଲେ । କିନ୍ତୁ 3ଟି ୱିକେଟ ପରେ ଆଉ ୱିକେଟ ପଡିଲା ନାହିଁ ।
ଧୀରେ ଧୀରେ ଭାରତୀୟ ବାସୀ ନିରସା ହେବାରେ ଲାଗିଛି । ଯାହା କେହି କେବେ ଭାବି ନ ଥିଲେ ତାହା ହିଁ ହୋଇଗଲା । ଅଷ୍ଟ୍ରେଲିୟା ଷଷ୍ଠ ଥର ପାଇଁ ଭାରତକୁ ହରାଇଲା । ଷଷ୍ଠ ୱିକେଟ ରେ ଭାରତକୁ ହରାଇଲା ଅଷ୍ଟ୍ରେଲିୟା । ଶତକ ମାରି ଅଷ୍ଟ୍ରେଲିୟାର ହେଡ ପାଲଟି ଗଲେ 2023 ବିଶ୍ଵକପ ର ମହାନାୟକ । ଆଉ ଠିକ ଏତିକି ବେଳେ ଟୋପି ତଳେ ମୁହଁ ଲୁଚାଇ କେମିତି ବିରାଟ କାନ୍ଦୁ ଥିଲେ ତାହା ସମସ୍ତେ ଦେଖିଛନ୍ତି ।
ଆଉ ସେହି ସମୟରେ ରୋହିତ ଶର୍ମା ମଧ୍ୟ କାନ୍ଦି ପକାଇ ଥିଲେ । ଷ୍ଟାଡିୟମ ଉପସ୍ଥିତି ଥିବା କୋଟି କୋଟି ଲୋକ ମଧ୍ୟ ସ୍ତବ୍ଧ ହୋଇଗଲେ । କାରଣ ଷଷ୍ଠ ଥର ପାଇଁ ବିଶ୍ଵକାପ କୁ ହରାଇଲା ଟିମ ଇଣ୍ଡିଆ । ଆଉ ଏପଟେ ଯେଉଁ ମାନେ ଖେଳକୁ ଉପୋଭୋଗ କରିବା ପାଇଁ ମଟନ ଚିକେନ ରାନ୍ଧି ଥିଲେ ସେମାନେ ଖେଳ ସରିବା ପରେ ରନ୍ଧା ଆହୋଇ ଥିବା ଖାଦ୍ୟ କୁ ନ ଖାଇ ମନ ଦୁଃଖ ରେ ଘରକୁ ଯାଇଥିଲେ । ଏମିତି କି କୁଇଣ୍ଟାଲ କୁଇଣ୍ଟାଲ ମଟନ ଚିକେନ ରନ୍ଧା ହୋଇ ଭାରତ ହାରିବା ଦୁଃଖ ରେ ନଷ୍ଟ ହୋଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।