ଭାରତ ଅଷ୍ଟ୍ରେଲିୟା ଫାଇନାଲରେ, ଭାରତ ହାରିବା ପରେ ରନ୍ଧା ହୋଇଥିବା ମଟନ ସବୁ ନଷ୍ଟ ହେଲା…

ନମସ୍କାର ବନ୍ଧୁଗଣ । ବିଶ୍ଵ ବିଜେତା ଙ୍କୁ ମିଳିଛି 4 ନିୟୁତ ଡଲାର ଅର୍ଥାତ 33 କୋଟି ଟଙ୍କା । ଚାମ୍ପିୟାନ ଅଷ୍ଟ୍ରେଲିୟା ମିଳିଛି 33 କୋଟି ଟଙ୍କାର ପୁରସ୍କାର ରାଶି । ଆଉ ଭାରତକୁ ମିଳିଛି 2 ନିୟୁତ ଡଲାର ପ୍ରାୟ 16 କୋଟି ଟଙ୍କାର ଆର୍ଥିକ ରାଶି । ସର୍ବାଧିକ ରନ ପାଇଁ ମଧ୍ୟ ବିରାଟ କୋହଲି ଙ୍କୁ ପୁରସ୍କୃତ କରା ଯାଇଛି । ସର୍ବୋଚ ବ୍ୟକ୍ତିଗତ ସ୍କୋର ପାଇଁ ମ୍ୟାଚୁଏଲ ଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରା ଯାଇଛି ।

ସର୍ବାଧିକ ଶତକ ପାଇଁ ଡିକପ, ସର୍ବାଧିକ ଛକା ପାଇଁ ରୋହିତ ଶର୍ମା, ସର୍ବାଧିକ ୱିକେଟ ପାଇଁ ମହମଦ ସାମୀ, ଶ୍ରେଷ୍ଠ ବୋଲିଙ୍ଗ ପାଇଁ ମହମଦ ସାମୀ, ସର୍ବାଧିକ କ୍ୟାଚ ପାଇଁ ମିଚେଲ ଓ ଭଲ ୱିକେଟ କିପିଙ୍ଗ ପାଇଁ ବିକମ ଙ୍କୁ ପୁରସ୍କୃତ କରା ଯାଇଛି । ଯେବେ 140 କୋଟି ଭାରତୀୟ ଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି ଯେଉଁ ଆସା ଆଗ୍ରହ ସବୁ ନିରାସାରେ ପରିଣତ ହୋଇଛି ଏବଂ ଲୁହ ରେ ଭିଜି ଯାଇଛି ଆଖି ।

ଯେବେ ପୂଜା ପାଠ ସବୁ କିଛି ନିଷ୍ଫଳ ହୋଇ ଯାଇଛି । ଆଉ ଶେଷରେ ଯେବେ ପରାଜୟ ର ସ୍ଵାଦ ଚାଖି ସାରିଥିଲା ଭାରତ ଠିକ ସେତିକି ବେଳେ ଏମିତି ଲାଗୁଛି ପ୍ରାୟ ଦେଢ ମାସ ହେଲା ଭାରତୀୟ ନୁ କ୍ରିକେଟ ଜ୍ଵର ହୋଇଥିଲା । ଆଉ ଦେହ ମାସ ଧରି ଛାଡୁ ନ ଥିବା କ୍ରିକେଟ ଜ୍ଵର କାଲିର ମ୍ଯାଚରେ ଛାଡି ଯାଳି କାମ ଦେଇଛି । ଆଜିଠୁ କ୍ରିକେଟ ଜ୍ଵର ସବୁ ଭାରତୀୟଙ୍କ ମନରୁ ଛାଡି ଯାଇଛି ।

କାଲି ଯେବେ ପଡିଆରେ ଗୋଟେ ପରେ ୱିକେଟ ଚାଲିଗଲା ସେତେବେଳେ କ୍ରିକେଟ ଜ୍ଵର ଛାଡି ଯାଇଛି । ଆଉ ଏ ସବୁ ଭିତରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିୟା ଦଳ କୁ ବିଶ୍ଵକପ ପ୍ରଦାନ କରିଲେ ସେତେବେଳର ଦୁଃଖ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ ଏହା ସହ ଅଷ୍ଟ୍ରେଲିୟା ଚାମ୍ପିୟାନ କୁ 4 ନିୟୁତ ଦଳର ଅର୍ଥର 33 କୋଟି ଟଙ୍କାର ରାଶି ଦିଆ ଯାଇଛି ।

ଆଉ ସେହି ସମୟରେ ରନର୍ସ ଅଫ ଭାରତକୁ 2 ନିୟୁତ ପ୍ରାୟ 16 କୋଟି ଟଙ୍କାର ରାଶି ଦିଆ ଯାଇଛି । ହେଲେ ଶେଷରେ ଭାରତ ହାତରୁ ବିଶ୍ଵକପ ଚାଲି ଯାଇଛି । ଭାରତ ଫାଇନାଲ ମ୍ଯାଚ ରେ ଅଷ୍ଟ୍ରେଲିୟା ଠାରୁ ହାରି ଯାଇଛି ଯାହା କୋଟି କୋଟି ଭାରତୀୟ ଙ୍କୁ ବ୍ୟଥିତ କରିଛି । ମ୍ଯାଚ ହାରିବା ପରେ କାନ୍ଦି ପକାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି । ତେବେ ଭାରତକୁ ଏତେ ଅର୍ଥ ରାଶି ମିଳିଥିଲେ ମଧ୍ୟ ମ୍ଯାଚ ହାରିବା ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମନ ଭାଙ୍ଗି ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।