ଭାରତୀୟ ଆଇନରେ ପୁରୁଷ ଦୁ-ଷ୍କ-ର୍ମ ହୋଇପାରିବେ ବୋଲି କିଛି ପ୍ରୋଭିଜନ ନାହିଁ, ଶୁଣନ୍ତୁ ଏ କ୍ଷେତ୍ରରେ କଣ କହୁଛି ଭାରତୀୟ ଆଇନ, ଦେଖନ୍ତୁ video

ପଞ୍ଜାବରେ ହୋଇଥିବା ଗଣଦୁ-ଷ୍କ-ର୍ମ ମାମଲାକୁ ନେଇ ଚର୍ଚ୍ଚା ଆଲୋଚନା ଥମିବାର ନାଁ ନେଉନି । ପ୍ରଥମ ଥର ପାଇଁ ଘଟିଥିବା ଏଭଳି ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି କି, ଜଣେ ଯୁବକଙ୍କୁ ଚାରିଜଣ ଯୁବତୀ ଦୁ-ଷ୍କ-ର୍ମ କରିଛନ୍ତି । ଏହାକୁ ନେଇ ଅନେକ ଲୋକ ନିଜର ମତ ରଖୁଛନ୍ତି । ଓଡିଶାର ଜଣେ ଆଡଭୋକେଟ ମାମଲାରେ ନିଜ ମତ ଦେଇଛନ୍ତି । ସେ କହିଛନ୍ତି କି, ଏହି ଘଟଣାର ଦୁଇଟି ଦିଗ ରହିଛି ଯଥା ଆଇନଗତ ଦିଗ ଏବଂ ମେଡିକାଲ ଦିଗ ।

ଆମ ଭାରତୀୟ ଆଇନ କହୁଛି ଯେ, ଝିଅଟିଏ ଗୋଟିଏ ପୁଅକୁ ରେ-ପ୍ କରିପାରିବ ନାହିଁ । ପିଙ୍ଗଳ କୋଡ 375 ରେ ଯେତିକି ଭାଗ ରହିଛି ତାହା ଅନୁଯାୟୀ ଦୁ-ଷ୍କ-ର୍ମ କେବଳ ପୁରୁଷ ଦ୍ଵାରା ହୋଇପାରିବ । ସେହିପରି କୋଡ 377 ରେ ଅପ୍ରାକୃତିକ ଯୌ-ନ ସ-ମ୍ବ-ନ୍ଧ ଉଲ୍ଲେଖ ରହିଛି । ପଞ୍ଜାବରେ ଯେଉଁ ଘଟଣା ବିଷୟ କୁହାଯାଉଛି ସେ କ୍ଷେତ୍ରରେ କେବଳ ଅପହରଣ ଓ ଯୌ-ନ ନିର୍ଯ୍ୟା-ତନା ମାମଲା ରୁଜୁ ହୋଇପାରିବ । ଏହା ଏକ ସଂପୂର୍ଣ୍ଣ ନୂଆ ଘଟଣା ତେଣୁ ଆଇନଗତ ଭାବେ ଘଟଣାର ତର୍ଜମା କରାଯିବା ଉଚିତ ।

ଯୁବକଙ୍କୁ ସେମାନେ ଜୋର ଜବରଦସ୍ତ ନି-ଶା ସେବନ କରାଇଛନ୍ତି ଏହା ମଧ୍ୟ ଅପରାଧରେ ଗଣିତ ହେବ । କିନ୍ତୁ ଭାରତୀୟ ଆଇନରେ ଜଣେ ପୁରୁଷ ଯେ ଦୁ-ଷ୍କ-ର୍ମର ଶିକାର ହୋଇପାରିବ ସେନେଇ କୌଣସି ପ୍ରୋଭିଜନ ନାହିଁ । ଏହାସହ ପୀଡିତ ଯୁବକଙ୍କ ଶରୀରରେ କେଉଁଟି ଆଘାତ ହୋଇଛି କି ତାହା ମଧ୍ୟ ମେଡିକାଲରେ ଯାଞ୍ଚ କରାଯାଇ ସେ ଦିଗ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ । ତେବେ ଏହି ଘଟଣାରେ ଉକ୍ତ ଯୁବକଙ୍କ ସ୍ତ୍ରୀ ପୋଲିସରେ ଅଭିଯୋଗ ନକରିବା ପାଇଁ କହିଥିଲେ ।

ତେଣୁ ଏହା ସନ୍ଦେହ ସୃଷ୍ଟି କରୁଛି । ଯଦି ସମ୍ମାନହାନି ଯୋଗୁଁ ସେ ଏହି ମାମଲାକୁ ଲୁଚେଇ ରଖିବାକୁ ଚାହୁଁଥିଲେ ତେବେ ନିଜେ କାହିଁକି ମିଡିଆ ସାମ୍ନାରେ ଆସି ଏକଥାକୁ ପ୍ରକାଶ କଲେ ? ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି ଯୁବକଙ୍କୁ ନି-ଶା ସକ୍ତ କରି ହାତ ଓ ମୁହଁ ବାନ୍ଧି ଯୁବତୀମାନେ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସେମାନେ ପାଳି ପାଳି କରି ଯୁବକଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ଏହି ଦିଗ ପ୍ରତି ମଧ୍ୟ ବିଶେଷ ଯାଞ୍ଚ ଆବଶ୍ୟକ ଯେ, ଜଣେ ପୁରୁଷ ସତରେ ପାଳି ପାଳି କରି ରେ-ପ୍ ହେବା କିପରି ସମ୍ଭବ ?

ତେବେ ପାଶ୍ଚାତ୍ୟ ଦେଶ ମାନଙ୍କରେ ଏସବୁ ଘଟଣା ଅନେକ ସମୟରେ ଘଟିସାରିଛି, ଏହା କିଛି ନୁହେଁ । ଯେଉଁଥି ପାଇଁ ସେମାନଙ୍କ ଆଇନରେ ମଧ୍ୟ କଛି ପରିବର୍ତ୍ତନ ହୋଇଛି । ଭାରତରେ ଏହି ଘଟଣାକୁ ଭଲଭାବେ ତର୍ଜମା ଓ ଯାଞ୍ଚ କରାଯିବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।