ପୁଅଟା କମଜୋର ଥିଲା ବୋଲି ଚାରିଟା ଝିଅ ଲୋଡ୍ ପକେଇଦେଲେ, ନହେଲେ ଆମ ଭଳି ଟୋକା ହେଇଥିଲେ… ଦେଖନ୍ତୁ video

ପଞ୍ଜାବରେ ଯୁବକଙ୍କ ସହ ହୋଇଥିବା ଗଣଦୁ-ଷ୍କ-ର୍ମ ମାମଲା ଏବେ ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଚାରିଜଣ ଯୁବତୀ ଜଣେ ଯୁବକଙ୍କ ସହ ଗଣଦୁ-ଷ୍କ-ର୍ମ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ପୀଡିତ ଯୁବକ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ରାତିରେ ଘରକୁ ଫେରୁଥିଲେ । ଏହି ସମୟରେ ଚାରିଜଣ ଯୁବତୀ ତାଙ୍କୁ ଆଡ୍ରେସ ପଚାରିବା ବାହାନାରେ ଆଖିରେ କେମିକାଲ ସ୍ପ୍ରେ ମାରି ନିକଟସ୍ଥ ଜଙ୍ଗଲକୁ ଉଠେଇ ନେଇଥିଲେ ।

ଆଉ ତା’ପରେ ରାତିସାତା ତାଙ୍କ ସହ ଦୁ-ଷ୍କ-ର୍ମ କରିବା ପରେ ଭୋର ସମୟରେ ଯୁବକଙ୍କୁ ରାସ୍ତାକଡରେ ପକାଇ ଚାଲି ଯାଇଥିଲେ । ଏନେଇ ଯୁବକଜଣକ କୌଣସି ମାମଲା ରୁଜୁ କରୁ ନଥିବା ବେଳେ ପୋଲିସ ଘଟଣାସ ସମ୍ପର୍କରେ ଜାଣିବା ପରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାକୁ ନେଇ ଅନେକ ଲୋକ ନିଜ ମତ ରଖିଛନ୍ତି । ଏକ ଗଣମାଧ୍ୟମ ସାମ୍ନାରେ ନିଜ ମତ ରଖି ଜଣେ ଯୁବକ କହିଛନ୍ତି କି, ଦୁ-ଷ୍କ-ର୍ମର ଶିକାର ହୋଇଥିବା ଯୁବକ ଜଣକ ହୁଏତ ବହୁତ କମଜୋର ଥିଲେ ।

ସେଥିପାଇଁ ଚାରି ଚାରିଟା ଝିଅ ତା’ ଉପରେ ଲୋଡ୍ ପକେଇ ଦେଲେ । ଆମ ଭଳିଆ ଟୋକା ହୋଇଥିଲେ ତାଙ୍କ ଖେଳ ସେଇଠି ଶେଷ କରି ଦେଇଥାନ୍ତା । ଆଉ ଯେଉଁ ଝିଅମାନେ ଏଭଳି କା-ଣ୍ଡ କରିଛନ୍ତି ତାଙ୍କ ଘର ପରିବାର କେଉଁ ଭଳି ହୋଇଥିବେ ଆପଣ ଚିନ୍ତା କରନ୍ତୁ । ପୁଅ ଯଦି ଏଭଳି କିଛି କରୁଛନ୍ତି ତେବେ ତା’ ଉପରେ ତୁରନ୍ତ ଆକ୍ସନ ନିଆଯାଉଛି ।

କିନ୍ତୁ ଏଠାରେ ମାମଲା ଏକଦମ ଅଲଗା ରହିଛି । ଲୋକ ଭାବନ୍ତି ପୁଅ ମାତ୍ରକେ ଟାଣୁଆ ଥିବ ଓ ଝିଅମାନେ ସବୁବେଳେ ନରମ । କିନ୍ତୁ ଲୋକଙ୍କର ଏଇଟା ବୁଝିବା ଭୁଲ୍ । ପୁଅଟା ଟାଣୁଆ ନଥିଲା ସେଥିପାଇଁ ଝିଅମାନେ ମିଶି ତା’ ସହ ଏମିତି କରିଦେଲେ । କିନ୍ତୁ ସେ ଜଣେ ବିବାହିତା ପୁରୁଷ ଓ ନିଜକୁ ନେଇ ସେ କେମିତି ଅନୁଭବ କରୁଥିବେ ।

ତାଙ୍କ ସ୍ତ୍ରୀ ମଧ୍ୟ ଏଭଳି କ୍ଷେତ୍ରରେ ସ୍ଵାମୀଙ୍କୁ ହତାଦର ନକରିବା ଭଲ ହେବ । ଝିଅ ଚାରିଜଣ ନି-ଶା ସକ୍ତ ଅବସ୍ଥାରେ ଏମିତି କରିଦେଲେ ଆଉ ସେ ପୁଅଟା ଥକିଗଲା କିଛି କରିପାରିଲାନି ସେଇଟା ବଡ କଷ୍ଟ ହେଲା । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।