ଭଣ୍ଡ ସାରଥି ଯେଉଁଠି ଗୋପାଳ ବି ସେଇଠି, ଲୋକେ ଯାହା କହୁଛନ୍ତି ଶୁଣିଲେ ଆପଣ ବି ହସିବେ, ଦେଖନ୍ତୁ video

ଭଣ୍ଡ ବାବା ସାରଥି ଯେଉଁ ଜେ-ଲ-ରେ ଥିଲା ଏବେ ମନ୍ତ୍ରୀଙ୍କ ହ-ତ୍ୟା ଅଭିଯୁକ୍ତ ଗୋପାଳ ଦାସ ବି ସେଇ ଜେଲରେ ଅଛି । ସାରଥିକୁ ଯେମିତି ରଖା ଯାଇଥିଲା ଗୋପାଳକୁ ବି ସେମିତି ରଖାଯାଇଛି । ଏବେ କଟକ ଚୌଦ୍ବାର ଜେଲ ହେଇଛି ଗୋପାଳର ଶେଷ ଠିକଣା । ଗୋପାଳକୁ ଝାରସୁଗୁଡା ଜେଲରୁ କଟକ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଜେଲର ଯେଉଁ ସେଲରେ ଭଣ୍ଡ ସାରଥି ରହିଥିଲା ଗୋପାଳ ଏବେ ସେହି ଜେଲରେ ରହିଛି । ସାରଥିକୁ ମଧ୍ୟ କଟକ ଚୌଦ୍ବାର ଜେଲରେ ରଖା ଯାଇଥିଲା ।

ଯେଉଁ ସେଲରେ ଦିନେ ସାରଥି ବାବା ବସି ଧ୍ୟାନ କରୁଥିଲା ଏବେ ଗୋପାଳ ସେହି ସେଲରେ ଦିନ ତମାମ ବସି ନବ ଦାସଙ୍କ ହ-ତ୍ୟା-କା-ଣ୍ଡ କଥା ଭାବୁଛି । ସାରଥି ବସିଥିବା ସ୍ଥାନରେ ଗୋପାଳ ଏବେ ଶୋଇ ରହୁଛି । ସେଥିପାଇଁ ଲୋକେ ମଜାରେ କହୁଛନ୍ତି ସାରଥିଙ୍କ ମନ୍ତୁରା କକ୍ଷରେ ଗୋପାଳ ରହିଛି, ତେଣୁ ତା’ର କିଛି ଅସୁବିଧା ହେବନି । ସାରଥି ଓ ଗୋପାଳ ଗୋଟିଏ ସେଲରେ ରହିଥିବା କଥା ଏବେ ସାଧାରଣରେ ଆଲୋଡନ ସୃଷ୍ଟି କରିଦେଇଛି ।

କାରଣ ସେହି କକ୍ଷରେ ଭଣ୍ଡ ସାରଥିର ସବୁ ଅନୁଭୂତି ରହିଛି । ଗୋପାଳ ସାରଥିର ଅନୁଭୂତିକୁ ସାଥି କରି ସେହି ସେଲରେ ଦିନ କାଟିବ । ଗୋପାଳକୁ ଗୁଜୁରାଟ ନିଆଯାଇ ସେଠାରେ ତା’ର ନା-ର-କୋ ଟେ-ଷ୍ଟ କରାଯିବା ପରେ 164 ରେ ବୟାନ ରେକର୍ଡ କରାଯାଇ ତାକୁ କଟକ ଚୌଦ୍ବାର ଜେଲକୁ ଅଣାଯାଇଛି ।

କାରଣ ଗୋପାଳ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଆଗରେ କହିଥିଲା କି, ସେ ଝାରସୁଗୁଡା ଜେଲରେ ରହିଲେ ସେଠାରେ ତାକୁ ମା-ରି-ଦେ-ବେ । ଯେଉଁଥି ପାଇଁ ଭୟରେ ତାକୁ ଅନ୍ୟତ୍ର ସ୍ଥାନନ୍ତର କରିବା ପାଇଁ ସେ ଅନୁରୋଧ କରିଥିଲା । ଏସବୁ ଶୁଣିବା ପରେ ଗୋପାଳକୁ ଝାରସୁଗୁଡା ଜେ-ଲ-ରେ ନରଖି କଟକ ଚୌଦ୍ଵାର ଜେ-ଲ-କୁ ଅଣାଯାଇଛି । ଗତ ଜାନୁୟାରୀ 29 ତାରିଖରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିଥିଲା ।

ସେବେ ଠାରୁ ଘଟଣାସ୍ଥଳରେ ହିଁ ଗୋପାଳକୁ ଗି-ର-ଫ କରି ରଖାଯାଇଛି । ଝାରସୁଗୁଡା ବିମାନ ବନ୍ଦର ଥାନାରେ ସେ ପୂର୍ବରୁ ରହିଥିବା ବେଳେ ଏବେ ତାକୁ କଟକ ଚୌଦ୍ବାର ଜେଲକୁ ଅଣାଯାଇଛି । ସେ ପୁଣି ସାରଥି ବାବା ଯେଉଁ ସେଲରେ ଥିଲା ସେଠାରେ ହିଁ ତାକୁ ରଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।