ଗୋଟିଏ ଜୁଇରେ ଜଳିଲା ବାପା, ମା ଆଉ ଝିଅର ଶ-ବ, ଛାତି ପିଟି କାନ୍ଦୁଛନ୍ତି ପରିବାର ଲୋକେ, ଦୃଶ୍ୟ ଦେଖିଲେ କାନ୍ଦି ପକେଇବେ, ଦେଖନ୍ତୁ video

ଜୁଇ ହୁତୁହୁତୁ ହୋଇ ଜଳୁଛି ଆଉ ତିନି ତିନୋଟି ଜୀବନ ପଞ୍ଚଭୂତରେ ଲୀନ ହେଉଛି । ଗୋଟିଏ ଜୁଇରେ ଗୋଟିଏ ପରିବାରର ତିନୋଟି ଶ-ବ ଏକା ସାଥେ ଦାହ ହେଉଛି । ଆଜ୍ଞା ହଁ, ଗୋଟିଏ ପରିବାରର ତିନି ଜଣଙ୍କୁ ଏକାସାଙ୍ଗେ ଗୋଟିଏ ଜୁଇରେ ଦାହ କରିଛନ୍ତି ସେମାନଙ୍କ ଆତ୍ମୀୟ ସ୍ଵଜନ । ସ୍ଵାମୀ ଓ ସ୍ତ୍ରୀ ଏବଂ ଦୁଇ ବର୍ଷର ନିଷ୍ପାପ କୁନି ଝିଅ ସମସ୍ତେ ଆ-ତ୍ମ-ହ-ତ୍ୟା କରିଦେଲେ । କେହି କିଛି ବୁଝିବା ପୂର୍ବରୁ ସବୁ ଶେଷ ହୋଇ ଯାଇଥିଲା । ଗୋଟିଏ ପରିବାରର ତିନି ତିନୋଟି ଜୀବନ ଚାଲି ଯାଇଥିଲା ।

କୋରାପୁଟର ଲକ୍ଷ୍ମୀପୁର ଅନ୍ତର୍ଗତ ତୋୟାଟପୁର ଗାଁରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଏବେ ଏହି ଘଟଣାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ସେହି ଗାଁର ଲିଙ୍ଗରାଜ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କାହା ପାଖେ କୌଣସି ସଠିକ ଉତ୍ତର ନାହିଁ । ଗାଁ ସାଥିଙ୍କ କହିବା ଅନୁସାରେ ଲିଙ୍ଗରାଜ କୁଆଡେ ଆଇପିଏଲ କ୍ରିକେଟରେ ବେଟିଙ୍ଗରେ ଟଙ୍କା ଲଗାଉଥିଲେ । ଏମିତି ତାଙ୍କର ଲକ୍ଷ ଲକ୍ଷ ଟଙ୍କା ଚାଲିଯିବା ପରେ ବି ସେ ସୁଧୁରି ନଥିଲେ ।

ଏକାଥରେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଲିଙ୍ଗରାଜ ସବୁକିଛି ସର୍ବସ୍ଵାନ୍ତ କରିଦେଲେ । ଖାଲି ସେତିକି ନୁହେଁ ବରଂ ଗାଁ’ରେ ମଧ୍ୟ ଅନେକ ଲୋକଙ୍କ ଠାରୁ ସେ ଲକ୍ଷାଧିକ ଟଙ୍କା ଋଣ ନେଇଛନ୍ତି । ତେଣୁ ଋଣଭାର ଅତ୍ୟଧିକ ବଢି ଯିବାରୁ ଲିଙ୍ଗରାଜ ଏଭଳି ପଦକ୍ଷେପ ନେଇଥିବା କଥା ଲୋକେ କହୁଛନ୍ତି । ନିଜେ ଭଲରେ ରହିବେ ବୋଲି ଟଙ୍କା ଧାର କଲେ ଆଉ ବେଟିଙ୍ଗରେ ଲଗେଇଲେ ।

ହେଲେ ଟଙ୍କା ସୁଝି ନ ପାରିବାରୁ ଦିନକୁ ଦିନ ଚିନ୍ତା ବଢି ଚାଲିଲା । ଯେଉଁଥି ପାଇଁ ତାଙ୍କର ମାନସିକ ଚାପ ବଢି ଯାଇଥିଲା, ତେଣୁ ନିଜର ଓ ସ୍ତ୍ରୀଙ୍କର ଜୀବନ ନେବା ସହ କୁନି ନିଷ୍ପାପ ଝିଅର ଜୀବନ ନେବାକୁ ବି ପଛାଇଲେ ନାହିଁ ଲିଙ୍ଗରାଜ । ଏକା ସାଥିରେ ଗାଁର ଗୋଟିଏ ପରିବାରର ତିନି ତିନି ଜଣଙ୍କର ଶ-ବ-ଦା-ହ ଦୃଶ୍ୟ ସମସ୍ତଙ୍କ ଛାତି ଥରେଇ ଦେଇଛି ।

ତେବେ ଅନ୍ୟପଟେ ଲିଙ୍ଗରାଜ, ତାଙ୍କ ସ୍ତ୍ରୀ ଓ ଝିଅଙ୍କର ମୃ-ତ୍ୟୁ କେମିତି ହେଲା ସେନେଇ ତଦନ୍ତ ଚାଲିଛି । ଶ-ବ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ଆସିବା ପରେ ସତ ଜଣାପଡିବ ବୋଲି ସ୍ଥାନୀୟ ଆଇଆଇସି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।