ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାହାଡ ଉପରେ ଭାଲୁ ସହିତ କଟୁଛି ଜୀବନ ! ତେବେ ହଁ ବନ୍ଧୁଗଣ ୧ କିମ୍ବା ୨ ଦିନ ନୁହେଁ । ବଂର ପାଖାପାଖି ୨ ବର୍ଷ ଧରି ଭାଲୁ ମାନଙ୍କ ଗହଣରେ ରହୁଛି ଏକ ଏକ ଯୁବକ । ଯାହାର ନାମ ହେଉଛି ସାଗର ନାୟକ ଓରଫ ବାବୁ । ହେଲେ ଏଠାରେ ସବୁଠାରୁ ବଡ କଥା ହେଉଛି । ବର୍ଷ ବର୍ଷ ଧରି ବାବୁ ଉକ୍ତ ଜଙ୍ଗଲୀ ପାହାଡ ଉପରେ ନିଜର ଦିନ କାଟୁଥିଲେ । ମଧ୍ୟ ସେହି ଜଙ୍ଗଲରେ ରହୁଥିବା କୌଣସି ବନ୍ୟଜନ୍ତୁ ବାବୁଙ୍କର କିଛି ମଶୀ କ୍ଷତି ଘଟାଉ ନାହାନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି । ବାବୁ ରହୁଥିବା ପାହାଡ ଉପରେ । ସେଠାକାର ଆଖପାଖ ଏରିଆରେ ଅନେକ ଭାଲୁ ମାନଙ୍କର ଆବାସ ସ୍ଥଳୀ । ପ୍ରତିଦିନ ଭାଲୁ ମାନେ ଦଳ ଦଳ ହୋଇ ସେହି ପାହାଡ ଉପରେ ମଧ୍ୟ ବୁଲ ବୁଲି କରିଥାନ୍ତି । ହେଲେ ପୁରା ନିର୍ବିକାର ସହ ବାବୁ ସେହି ପାହାଡ ଉପରେ ରହିଥାନ୍ତି । କେଉଁଝର ଜିଲ୍ଲା ସଦର ବ୍ଲକ ନେଲୁଙ୍ଗ ପାହାଡରେ ବାବୁ ନିଜର ଦିନ କାଟିଥାନ୍ତି । ଉକ୍ତ ଯୁବକ ବାବୁଙ୍କର କହନେ ଶୁଣିବାକୁ ଯେତେ ରୋଚକ ଲାଗୁଅଛି ।
ସେହି କାହାଣୀର ମଧ୍ୟକୁ ଯାଇ ଭଲ ଭାବେ ବୁଝିଲେ, କାହାଣୀଟି ସେତେ ଲୋମଟାଙ୍କୁରା ମଧ୍ୟ ଲାଗୁଛି । ତେବେ ସେଠାକାର ସ୍ଥାନୀୟ ଲୋକଙ୍କର କହିବା ଅନୁଯାଇ ଗତ ୩ ବର୍ଷ ତଳେ ବାବୁଙ୍କର ବାପା ହଳଧର ନାୟକଙ୍କର ମୃ-ତ୍ୟୁ ଘଟିଲା । ଯେଉଁ କାରଣରୁ ବାବୁ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ତାପରେ ବାବୁଙ୍କୁ ଆଉ ଘର ପରିବାର ମୋହ ଭଲ ଲାଗିନଥିଲା । ସେହି ଦିନ ଠାରୁ ହିଁ ବାବୁ ନେଲୁଙ୍ଗ ପାହାଡ ଉପରେ ରହି ଆସୁଛନ୍ତି । ବାବୁ ଜଣେ ଆଦିବାସୀ ଗରିବ ଘରର ପିଲା ଅଟନ୍ତି ।
ତାଙ୍କୁ ସରକାରଙ୍କ ତରଫରୁ ଗୋଟେ ଘର ମଧ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ବାବୁଙ୍କର ମା’ ମଧ୍ୟ ଅଛନ୍ତି । ପ୍ରତିଦିନ ନିଜ ଜଙ୍ଗଲରେ ରହୁଥିବା ପୁଅ ପାଇଁ ମା’ ଖାଇବାକୁ ନେଇକି ଯାଇଥାନ୍ତି । ପୁଅକୁ ଡାକି ତା ‘ ପାଖରେ ଖାଇବା ରଖି ଦେଇ ଘରକୁ ସବୁବେଳେ ଏକୁଟିଆ ହିଁ ଫେରିଥାନ୍ତି । କାରଣ ବାବୁ ତାଙ୍କ ମା’ ସହ ଯେତେ କହିଲେ ବି ଘରକୁ ନଫେରି ସେହି ଭାଲୁ ଭର୍ତ୍ତି ପାହାଡ ଉପରେ ରହିବାକୁ ପସନ୍ଦ କରେ । ତେବେ ଏହିଭଳି ଖବରର ଅପଡେଟ ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ