Special Report- କରୋନାରୁ ହେଉଥିବା ମୃତ୍ୟୁରୁ ରକ୍ଷା ପାଇବା ପାଇଁ ଆମେରିକା ରିସର୍ଚରେ ହେଲା ଆଶ୍ଚର୍ଯ୍ୟ କଲାଭଳି ଖୁଲାସା ! ଜାଣନ୍ତୁ କଣ ?

ନମସ୍କାର ବନ୍ଧୁଗଣ । କୋରୋନା ଟୀକା ନେବା କେତେ ଜରୁରୀ ଅଟେ ତାହା ଆମେରିକାରେ ହୋଇଥିବା ଷ୍ଟଡିରୁ ଜଣା ପଡିବ । ପୁରା ଦେଶରେ ଏବେ ସୁଧା ଦିନକୁ ୪ ଲକ୍ଷରୁ ଅଧିକ କୋରୋନା ପଜେଟିଭ ବାହାରୁଛନ୍ତି ।

ଗତ ମାସରେ ଆମେରିକାରେ ୯୯.୨% ଲୋକ ଥିଲେ ଯେଉମାନେ ଟୀକା ନ ନେଇ ଥିବାରୁ କୋରୋନାରେ ନିଜର ଜୀବନ ହାରିଛନ୍ତି । ଆମେରିକାର ସେଣ୍ଟର ଫୁଡ ଡିଜିଜ ଆଣ୍ଡ ପ୍ରେଭେସନ ବା CDC ର ମୁତାବକ  ଆମେରିକାରେ ମେ ମାସରେ ୧୮ ହଜାର ଲୋକଙ୍କର କୋରୋନାରେ ଜୀବନ ଯାଇଛି ।

ଏମାନଙ୍କ ମଧ୍ୟରୁ ୧୫୦ ଜଣ ଲୋକ ଏମିତି ଥିଲେ ଯେଉଁମାନେ କୋରୋନା ଟିକରା ଦୁଇଟି ଡୋଜ ନେଇଥିଲେ । ବାକି ଲୋକ ମାନେ ଟୀକା ନେଇ ନ ଥିଲେ । ଯେଉଁ ମାନେ ଟିକରା ପ୍ରଥମ ଡୋଜ ନେଇଥିଲେ ସେମାନଙ୍କ ମଧ୍ୟରୁ ୮,୫୩,୦୦୦ ଲୋକ ମାନେ ପରେ ସଂକ୍ରମଣ ହୋଇଥିଲେ । ଏମାଙ୍କ ମଧ୍ୟରୁ କେବଳ ୧୨୦୦ ଲୋକେ ହସପିଟାଲ ଯାଇଥିଲେ । ଏହି ୧୨୦୦ ଲୋକଙ୍କ ମଧ୍ୟରୁ ୧୫୦ ଲୋକଙ୍କର ଜୀବନ ଯାଇଥିଲା । ଏହି କଥାରୁ ସ୍ପଷ୍ଟ ହେଉଛି କୋରୋନା ଟୀକା ଦ୍ଵାରା କୋରୋନା ମହାମାରି ସହ ଲଢା ଯାଇପାରିବ ।

ଆମେରିକାରେ ଯେଉଁ ମାନେ ଟୀକା ନେବା ପରେ ସଂକ୍ରମିତ ହୋଇଥିଲେ ସେମାନେ ଡେଲ୍ଟା ପ୍ଲସ ଭାଇରସରେ ଆକ୍ରାନ୍ତ ହୋଇଥିଲେ । CDC ନିର୍ଦେର୍ଶକଙ୍କ କହିବା ଅନୁସାରେ ବର୍ତ୍ତମାନ ଜୀନ ଦିଆ ଯାଉଥିବା ଟୀକା ଏତେ ପ୍ରଭାବଶାଳି ଯେ ବୟସ୍କ ଲୋକଙ୍କଉ କୋରୋନାରୁ ବଞ୍ଚାଯାଇ ପାରିବ ।  ୧୮ ବରସରୁ ଅଧିକ ଲୋକଙ୍କ ମଧ୍ୟରୁ ୫୬% ଲୋକଙ୍କୁ ଦୁଇଟି ଡୋଜ ଓ ୬୬% ଲୋକଙ୍କୁ ଗୋଟିଏ ଡୋଜ ଦିଆ ଯାଇଛି । ପୁରା ଦେଶରେ ୩୦ କୋଟି ଲୋକଙ୍କଉ କୋରୋନା ଟୀକା ଦିଆଯାଇ ସାରିଲାଣି । ଆଉ କିଛି ଦେଶରେ ଅଧିକାରୀଙ୍କୁ ଭ୍ୟାକ୍ସିନ ଦିଆ ଯାଇଛି ।

ଏହା ସତ୍ବେ ମଧ୍ୟ କୋରୋନାର ଲହର ବଢିବାରେ ଲାଗିଛି । ପୁରା ଦେଶରେ ବର୍ତ୍ତମାନ ଯାଏଁ  ୧୮ କୋଟି ୧୧ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣ ହେଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ୨୪ ହଜାର ଲୋକଙ୍କର ଜୀବନ ହାନି ହୋଇ ସାରିଲାଣି । ଅନ୍ୟ ପକ୍ଷରେ ସଂକ୍ରମଣ ବିଶେଷଜ୍ଞ ଡାକ୍ତର ଏନ୍ଥୋନୀ ପାଉଚୀଙ୍କ ମତରେ ଆମେରିକା ପାଇଁ ଡେଲ୍ଟା ଭାରିଆଣ୍ଟ ବଡ ବିପଦଜନକ ହୋଇପାରେ । ଏଥିରୁ ପରିସ୍ଥିତି ବ୍ରିଟେନ ଭଳି ହୋଇପାରେ । ଯଦି ଲୋକେ ଭ୍ୟାକ୍ସିନ ନ ନେବେ ତେବେ କୋରୋନା ପ୍ରତି ନିଆ ଯାଇଥିବା ସବୁ ପଦକ୍ଷେପ ବେକାର ହୋଇଯିବ । କୋରୋନାକୁ ନେଇ ସରକାର ନିଜ ରାଏରେ କହିଛନ୍ତି ଯେ କୋରୋନର ଦିତୀୟ ଲହର ସଋ ନାହି ।

ଦେଶରେ ୭୫ ଜିଲ୍ଲା ଏମିତି ଅଛି ଯେଉଁଠାରେ ପଜେଟିଭ କେସ ୧୦% ରହିଛି । ଏହା ଛଡା ଦେଶରେ ୯୦% ଡେଲ୍ଟା ଭାରିଆଣ୍ଟ କେସ ଦେଖା ଯାଉଛି । ଦେଶରେ ୧୨ଟି ରାଜ୍ୟରେ ଡେଲ୍ଟା ପ୍ଲସରେ ୫୧ରୁ ଅଧିକ ମାମଲା ସାମନାକୁ ଆସିଛି ।  ଡେଲ୍ଟା ଭାରିଆଣ୍ଟରେ କୋ-ଭ୍ୟାକ୍ସିନ ଓ କୋଭିସିଦ ଦୁଇଟି ଟୀକା ପ୍ରଭାବିତ ହୋଇଛି । ତେଣୁ କୋରୋନା ସହ ଡେଲ୍ଟା ଭାରିଆଣ୍ଟ ଠାରୁ ସତର୍କ ରହିବା ପାଇଁ ବିଶେଷଜ୍ଞ ମାନେ ମତାମତ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।