ଭାଇରୁ ସ୍ଵାମୀ ହେଲା ଦେ-ହ-ସୁ-ଖ ନେଲା, ପରେ ସ୍ଵାମୀ ର ସବୁ ସତ ସାମ୍ନାକୁ ଆସିଲା, ଦେଖନ୍ତୁ କଣ କହୁଛନ୍ତି ମହିଳା, ଦେଖନ୍ତୁ video

ଅଧାବାଟରେ ସ୍ଵାମୀ ଛାଡିଦେବା ପରେ କୋଳରେ କୁନି ଝିଅଟିକୁ ଧରି ଟ୍ରେନ ଲାଇନକୁ ଜୀବନ ହାରିବାକୁ ବାହାରିଥିଲେ ମହିଳା । ହେଲେ ପଛପଟୁ ଆସି ତାଙ୍କୁ ତାଙ୍କୁ ଭାଉଜ ବୋଲି ଡାକିବା ସହ ସାହାଯ୍ୟ କରିବେ ବୋଲି କହିଥିଲେ ସମ୍ପୃକ୍ତ ବ୍ୟକ୍ତି । ସ୍ଵାମୀ ନଥାଉ ମୁଁ ସବୁବେଳେ ତୁମ ପଛରେ ରହିବି ବୋଲି କଥା ଦେଇଥିଲେ । ଏଭଳି କହି ସେଦିନ ଭାଉଜର ଜୀବନ ବଞ୍ଚାଇବା ପରେ ଘରକୁ ନେଇ ଆସିଥିଲା । ହେଲେ ଆଜି ଭାଉଜ ତିନି ମାସର ଗର୍ଭବତୀ ଥିବାବେଳେ ତାଙ୍କୁ ପୁଣି ଥରେ ଏକା କରି ଦେଇଛନ୍ତି ଯୁବକ ।

ପ୍ରଥମେ ଭାଇ ହୋଇ ସାହାଯ୍ୟ କଲେ ଆଉ ପାଖରେ ନେଇ ରଖିଲେ । ପୁଣି କହିଲେ ତୋ ସ୍ଵାମୀ ଛାଡି ଦେଲେ କଣ ହେଲା ମୁଁ ଏଥର ତୋ ସ୍ଵାମୀ ବି ହେବି । ଆଉ ମହିଳା ଏବେ ତିନି ମାସର ଗର୍ଭବତୀ ଥିବାବେଳେ ତାଙ୍କର ଯତ୍ନ ନେବାକୁ କେହି ନାହାନ୍ତି । କାରଣ ସ୍ଵାମୀ ହେବ ବୋଲି କଥା ଦେଇଥିବା ଲୋକଟି ବି ତାଙ୍କୁ ଛାଡି ଦେଇଛି । ତେବେ ସେ ଆଗରୁ ବିବାହିତ ଥିବା ଜାଣିବାକୁ ପାଇଥିଲେ ମହିଳା । ହେଲେ ଏକଥା ତାଙ୍କ ଠାରୁ ଲୁଚାଇଥିଲେ ବ୍ୟକ୍ତିଜଣକ ।

ମହିଳା ଯେତେବେଳେ ଛୋଟ ଛୁଆକୁ ଧରି ମରିବାକୁ ଯାଇଥିଲେ ସେତେବେଳେ ପଛପଟୁ ଆସି ତାଙ୍କୁ ବଞ୍ଚାଇଥିଲେ ଏହି ପୁରୁଷ । ତାଙ୍କର ଭାଇ ହୋଇ ଘରେ ନେଇ ରଖିବା ପରେ ଧୀରେ ଧୀରେ ମନ ବଦଳିଥିଲା । ଆଉ ସ୍ଵାମୀ ହେବେ ବୋଲି କଥା ଦେଇ ମହିଳାଙ୍କୁ ହାଇଦ୍ରାବାଦ ନେଇ ମୁଣ୍ଡରେ ସିନ୍ଦୁର ଦେଇଥିଲେ ।

ସ୍ଵାମୀ ହୋଇ ମହିଳାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପରେ ସେ ଯେତେବେଳେ ଗର୍ଭବତୀ ହୋଇଥିଲେ ହାଇଦ୍ରାବାଦରୁ ଓଡିଶା ପଳେଇ ଆସିଥିଲେ । ଏଠି ଆସିବା ପରେ ମହିଳା ଦେଖିବାକୁ ପାଇଲେ କି ତାଙ୍କର ଆଉ ଜଣେ ସ୍ତ୍ରୀ ଅଛନ୍ତି । ସ୍ଵାମୀଙ୍କ ମା’ ଓ ତାଙ୍କ ପ୍ରଥମ ପତ୍ନୀ ମିଶି ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା ମହିଳାଜଣକ ଅଭିଯୋଗ କରିଛନ୍ତି । ଏହା ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ଲକ୍ଷ୍ମଣନାଥ ଗାଁର ଘଟଣା ।

ସାହାଯ୍ୟ ଆଳରେ ଦେ-ହ-ସୁ-ଖ ନେଇ ଏବେ ମହିଳାଙ୍କୁ ଏକୁଟିଆ ଛାଡି ଦେଇଛନ୍ତି ବ୍ୟକ୍ତିଜଣକ । ଉପାୟ ନପାଇ ମହିଳା ଏବେ ଆଇନର ଆଶ୍ରୟ ନେଇଛନ୍ତି । କୋଳରେ ଛୋଟ ଛୁଆଟିଏ ଥିବାବେଳେ ସେ ତିନି ମାସର ଗର୍ଭବତୀ ଅଛନ୍ତି । ତେଣୁ ସେ ତାଙ୍କ ସ୍ଵାମୀଙ୍କ ପାଖରେ ରହିବାକୁ ଚାହୁଁଥିବା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।