Chanakya Niti- ଯଦି ମହିଳାଙ୍କର ଏହି 5 ଟି ଅଙ୍ଗ ବଡ ଅଟେ ତ ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ଘରେ ପାଦ ପଡିବା ମାତ୍ରେ ବଢିଚାଲେ ଧନ ସମ୍ପତ୍ତି

ଭାରତୀୟ ସଂସ୍କୃତିରେ ମହିଳାଙ୍କୁ ଦେବୀର ସ୍ଥାନ ଦିଆ ଯାଇଛି । ଏହି କାରଣରୁ ଆମ ଦେଶରେ କନ୍ୟା ସନ୍ତାନଙ୍କ ପୂଜା କରିବା ପରମ୍ପରା ମଧ୍ୟ ରହିଛି । ସାମୁଦ୍ରିକ ଶାସ୍ତ୍ର ଓ ଗରୁଡ ପୁରାଣରେ ମହିଳାଙ୍କ ଅଙ୍ଗ ବିଶେଷ ଉପରେ ବିସ୍ତାରରେ ଉଲ୍ଲେଖ ରହିଛି ।

ପ୍ରତ୍ଯେକ ମହିଳାଙ୍କ ସ୍ଵତନ୍ତ୍ର ସୁନ୍ଦରତା ରହିଛି । ତେବେ ମହିଳାଙ୍କ କେଉଁ ଲକ୍ଷଣ ପୁରୁଷ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ, ଏହା ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି । ମହିଳାଙ୍କ କେଉଁ ଅଙ୍ଗ ବଡ ହୋଇଥିଲେ ଶୁଭ ଫଳ ଦେଇଥାଏ, ତାହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି କାରଣରୁ ଘରର ବଡ ଲୋକମାନେ ଝିଅ ଦେଖିବାକୁ ଯିବା ବେଳେ ଝିଅର ଶାରୀରିକ ଲକ୍ଷଣ ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହିଳାଙ୍କ କେଉଁ ଅଙ୍ଗ ବଡ ହୋଇଥିଲେ, ତାହା ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାଏ ।

ଶାସ୍ତ୍ରରେ ଲମ୍ବା କେଶ ଥିବା ମହିଳାଙ୍କୁ ପଦ୍ମିନୀ ବୋଲି କୁହାଯାଇଛି । ଲମ୍ବା ଓ ରେଶମୀ କେଶକୁ ଶୁଭତା ଓ ସୁନ୍ଦରତାର ପ୍ରତୀକ ବୋଲି ମାନାଯାଏ । ଆପଣ ଯଦି ଭଗବତୀ ଦେବୀଙ୍କ କେଉଁ ଫଟୋ ଦେଖିବେ ତେବେ ଜାଣି ପାରିବେ ତାଙ୍କ କେଶ ଲମ୍ବା ହୋଇଥାଏ। ଲମ୍ବା କେଶ ଥିବା ମହିଳା ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ମାନାଯାଏ । ସାମୁଦ୍ରିକ ଶାସ୍ତ୍ରରେ ଲମ୍ବା ବେକ ଥିବା ମହିଳାଙ୍କୁ ମଙ୍ଗଳକାରୀ ମାନା ଯାଇଛି । ଏହି ସ୍ତ୍ରୀ ମାନେ ଐଶ୍ଵର୍ଯ୍ୟଶାଳୀ ହୋଇଥାନ୍ତି ଓ ଏମାନଙ୍କ ସ୍ବାମୀଙ୍କୁ କେବେ ମଧ୍ୟ ଟଙ୍କା ପଇସାର ଅଭାବ ହୋଇ ନ ଥାଏ ।

ସାମୁଦ୍ରିକ ଶାସ୍ତ୍ର ଓ ଭବିଷ୍ୟ ପୁରାଣରେ କୁହାଯିଛି କି, ଉଚ୍ଚ, ଗୋଲ ଓ ବଡ ବକ୍ଷସ୍ଥଳ ଥିବା ମହିଳା ସୌଭାଗ୍ୟବତୀ ହୋଇଥାନ୍ତି । ଏହା ଧନ ସମ୍ପତ୍ତି ଓ ଐଶ୍ଵର୍ଯ୍ୟର ପ୍ରତୀକ ଅଟେ । ପ୍ରାଚୀନ ଦେବୀ ପ୍ରତିମାଗୁଡିକରେ ଆପଣ ଦେଖି ପାରିବେ ଶିଳ୍ପକାର ମାନେ ବଡ ବକ୍ଷସ୍ଥଳ ରଖି ପ୍ରସ୍ତୁତ କରିଥାନ୍ତି । ଏପରି ମହିଳାମାନେ ଉଭୟ ସ୍ଵାମୀ ଓ ସନ୍ତାନଙ୍କ ପାଇଁ ଶୁଭଦାୟିନୀ ସାବ୍ୟସ୍ତ ହୋଇଥାନ୍ତି . ମହିଳାଙ୍କ ମାଂସଳ ଓ ହୃଷ୍ଟପୃଷ୍ଟ ଜଙ୍ଘ ମଧ୍ୟ ସୌଭାଗ୍ୟ ହେବାର ପ୍ରତୀକ ହୋଇଥାଏ ।

ସାମୁଦ୍ରିକ ଶାସ୍ତ୍ରରେ ଏପରି ମହିଳାଙ୍କୁ ଖୁବ ସୌଭାଗ୍ୟଶାଳୀ ବୋଲି କୁହାଯାଇଛି । ଏମାନଙ୍କ ହେତୁ ସ୍ବାମୀଙ୍କୁ ଭଲ ଘର ଓ ବାହନ ସୁଖ ପ୍ରାପ୍ତ ହୋଇଥାଏ । ଏହାର ବିପରୀତ ପତଳା ଜଙ୍ଘକୁ ଶାସ୍ତ୍ରରେ ଉତ୍ତମ ବୋଲି କୁହାଯାଇ ନାହିଁ । ବଡ ଆଖି ଥିବା ମହିଳା ବିଦୂଷୀ, ବିବେକଶୀଳ ଓ ବହୁତ ଉତ୍ତମ ବୁଝାମଣା ରଖୁଥିବା ବ୍ୟକ୍ତିତ୍ବ ହୋଇଥାନ୍ତି ।

ଏମାନେ ପରିବାର ପାଇଁ ଶୁଭ ହେବ ସହ କୌଣସି ବିପଦ ଆସିଲେ ନିଜ ବୁଦ୍ଧିରେ ପୁରା ପରିବାରକୁ ସମ୍ଭାଳି ନିଅନ୍ତି । ଏମାନଙ୍କ ଯୋଗୁଁ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ । ସାମାନ୍ଯ ଠାରୁ ଲମ୍ବା ନାକ ଥିବା ମହିଳା ଗମ୍ଭୀର ଓ ଶାନ୍ତ ସ୍ବଭାବର ହୋଇଥାନ୍ତି । ଏମାନଙ୍କ ଯୋଗୁଁ ପୁରା ପରିବାର ସୁରକ୍ଷିତ ରହିଥାଏ । ଏହା ସହ ସାମାନ୍ଯ ମୁଣ୍ଡ ଓ ସାମାନ୍ଯ କାନ ଥିବା ମହିଳା ମଧ୍ୟ ପରିବାର ପାଇଁ ଉତ୍ତମ ବୋଲି ମାନାଯାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।