ଏହାକୁ ନିହାତି ଥରେ ପିଅନ୍ତୁ, Cancer କେବେ ବି ହେବ ନାହିଁ- Dr Sucharita Chakraborty

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ଭୋଜନରେ ଯେଉଁ ତତ୍ତ୍ଵ ମିଳିଥାଏ କ୍ୟାନ୍ସର ଭଳି ରୋଗକୁ ଭଲ କରିଥାଏ । ଆମ ଶରୀରରେ ଅନିୟନ୍ତ୍ରିତ ସମସ୍ଯା ଯୋଗୁ କ୍ୟାନ୍ସର ଭଳି ସମସ୍ଯା ସୃଷ୍ଟି ହୋଇଥାଏ ।

କିଛି ଲୋକ ମାନେ କ୍ୟାନ୍ସର ନାଁ ଶୁଣିଲେ ବହୁତ ଡଋ ଯାଇଥାନ୍ତି । ଆଜିର ବିଜ୍ଞାନ ଯୁଗରେ କ୍ୟାନ୍ସର ସହ ଲଢିବା ପାଇଁ ଅନେକ ମେଡ଼ିସିନ ବାହାରିଲାଣି । ଏହା ସହ ଘରର ଏମିତି କିଛି ଜିନିଷ ରହିଛି ଯାହାର ସେବନ ଦ୍ଵାରା କ୍ୟାନ୍ସର ସହ ଲଢାଯାଇ ପାରିବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ହର୍ବ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ ଦ୍ଵାରା କ୍ୟାନ୍ସର ରୋଗ ଭଲ ହୋଇଥାଏ । ଏହା ସହ ବ୍ୟକ୍ତିର ଶରୀରରେ ନୂଆ ସେଲ୍ସ ପ୍ରସ୍ତୁତ ହୋଇଥାଏ ।

ସି-ଗା-ରେ-ଟ, ମ-ଦ୍ୟ-ପା-ନ କରିବା ଯୋଗୁ କ୍ୟାନ୍ସର ରୋଗ ହୋଇଥାଏ । ତେଣୁ ଏ ସବୁରୁ ଦୂରେଇ ରହିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି ହର୍ବ କିପରି ପ୍ରସ୍ତୁତ କରାଯିବ । ପ୍ରଥମେ ଏହି ହର୍ବ ତିଆରି କରିବା ପାଇଁ ହଳଦୀର ଆବଶ୍ୟକତା ରହିଛି ଯାହାକୁ ପୁରାତନ କାଳରୁ ଅନେକ ପ୍ରକାର ରୋଗକୁ ଭଲ କରିବା ପାଇଁ ବ୍ୟବହାର କରା ଯାଇଛି ।

ବୈଜ୍ଞାନିକ ମାନଙ୍କ ମତରେ ହଳଦୀରୁ କ୍ୟାନସର ଭଲ ହେବା ପାଇଁ କର୍କ୍ଯୁ ନାମକ ତତ୍ତ୍ଵ ମିଳିଥାଏ । ଏହା ପରେ ରହିଛି ରସୁଣ ଯାହାର ପ୍ରତି ଦିନ ସେବନ ଦ୍ଵାରା ୮୦% ଲୋକଙ୍କର କ୍ୟାନ୍ସର ହେବା ସମ୍ଭାବନା କମ ରହିଥାଏ । ରସୁଣରେ ମିଳୁଥିବା ଏଲିସନ ନାମକ ତତ୍ତ୍ଵ କ୍ୟାନ୍ସରରୁ ରକ୍ଷା କରିଥାଏ । ଏହାର ସେବନ ଦ୍ଵାରା ଶରୀରର ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ ।

ଏହା ପରେ ରହିଛି ଅଦା ଯେଉଁଥିରେ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ ଯାହା ରାମବାଣ ଭଳି କ୍ୟାନ୍ସର ରୋଗ ଭଲ କରିବାରେ ସାହାଜ୍ୟ କରିଥାଏ । ଏହା ସହ ଗିଲୋଇର ମଧ୍ୟ ସେବନ କରି ପାରିବେ । କାରଣ ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କ୍ୟାନ୍ସର ସହ ଲଢିବାରେ ସହାୟକ ହୋଇଥାଏ । ଶରୀରରେ ନୂଆ  ସେଲ୍ସ ହେବ ପାଇଁ ଏକ ଡ୍ରିଂକ ରହିଛି ସେଥିପାଇଁ କିଛି ଗୋଲମରିଚର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ ନରମାଲ ପାଣିରେ ଅଧ ଚାମଚ ହଳଦୀ ମିଶାନ୍ତୁ । ଏହା ପରେ ଅଧ ଚାମଚ ଗୋଲମରୀଚ ମିଶାନ୍ତୁ ।

ଏହି ଡ୍ରିଂକକୁ ପ୍ରତି ଦିନ ଦୁଇ ଥର ସେବନ କରି ପାରିବେ । ଯଦି କୌଣସି ବ୍ୟକ୍ତିର ପ୍ରାରମ୍ଭିକ କ୍ୟାନ୍ସର ହୋଇଛି ତେବେ ସେମାନେ ଏହାର ସେବନ କରି ପାରିବେ । ଯଦି ବ୍ୟକ୍ତି କ୍ୟାନ୍ସରରେ ଅଧିକ ଦିନ ହେବ ପୀ-ଡି-ତ ହୋଇଥାନ୍ତି ତେବେ ଏହା ୩ଟି ଉପାୟରେ ଭଲ ହୋଇପାରେ । ପ୍ରଥମେ ସର୍ଜରୀ କରିବା ପରେ ଶରୀରର ଏଫେକ୍ତେଡ ଏରିୟାକୁ ବାହାର କରାଯାଏ ।

ଦିତୀୟରେ ରେଡିସିୟାନ ଥେରାପି ଯାହା ଦ୍ଵାରା କ୍ୟାନ୍ସର ସେଲ୍ସକୁ ମୂଳରୁ ମାରି ଦିଆଯାଏ । ତୃତୀୟରେ କେମୋ ଥେରାପି ଯାହା ଦ୍ଵାରା ଆଣ୍ଟି କ୍ୟାନ୍ସର ଡ୍ରକ୍ସ ସାହାଜ୍ଯରେ କ୍ୟାନସରକୁ ଶେଷ କରାଯାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।