ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ । ଏହା ସହ ଗ୍ରହ ନକ୍ଷତ୍ର ମାନଙ୍କର ଚଳନ ବଦଳି ଥାଏ। ଗ୍ରହ ମାନଙ୍କର ଚଳନ ହେଲେ ହିଁ ରାଶି ମାନଙ୍କୁ ଶୁଭଫଳ ଓ ଅଶୁଭଫଳ ପ୍ରାପ୍ତି ହୁଏ। ଏହାକୁ ଅଟକେଇବା ସମ୍ଭବ ନୁହେଁ । ଗ୍ରହର ଚଳନ ଅନୁସାରେ ମଣିଷ ଅନେକ କିଛି କରିଥାଏ ଯେତେବେଳେ ଏହାର ଚଲନ ପାଇଁ ମଣିଷର ଖରାପ ସମୟ ଆସେ ସେତେବେଳେ ରାଜା ବି ଭିକାରି ରେ ପରିଣତ ହୋଇଯାଏ । ଜ୍ଯୋତିଷ ଗଣନା ଅନୁସାରେ କିଛି ରାଶିଙ୍କ ଉପରେ ଭଗବାନ ବିଷ୍ନୁଙ୍କ ଶୁଭଦ୍ରୁଷ୍ଟି ଯୋଗୁ ଶୁଭଫଳ ଲାଭ କରିବେ। ଆସନ୍ତୁ ଜାଣିବା ଏଇ ରଶୀ ମାନଙ୍କ ବିଷୟରେ।
ବୃଷ ରାଶି – ଏହି ରାଶିରେ ଭଗବାନ ବିଷ୍ନୁଙ୍କ ବିଶେଷ ଶୁଭଦ୍ରୁଷ୍ଟି ରହିବ । ସନ୍ତାନ ପକ୍ଷରୁ କିଛି ଖୁସି ଖବର ମିଳିପାରେ । କର୍ମ କ୍ଷେତ୍ରରେ ଶୁଭଫଳ ଲାଭ ହେବ।ନୂଆ ସମ୍ପତି କିଣି ପରିବେ। ପରିବାରରେ ଖୁସି ଶାନ୍ତି ବଜାୟ ରହିବା । ପ୍ରେମ ସମ୍ପର୍କରେ ସଫଳତା ମିଳିବ। କିଛି ନୂଆ ଜ୍ଞାନ ଲାଭ କରିପାରିବାର ଯୋଗ ଅଛି। ଅନେକ କଥା ଶିଖି ପାରିବେ ।

ଧନରାଶିର ନିବେଶ ଯଦି କରିଛନ୍ତି ତେବେ ତାହା ଲାଭ ରେ ପରିଣତ ହେବ। ଏହି ରାଶିର ଲୋକଙ୍କ ଜୀବରେ ବିବାହ ଯୋଗ ମଧ୍ୟ ଅଛି । ବାଣିଜ୍ୟରେ ଅଧିକରୁ ଅଧିକ ଧାନ ରାଶି ଲାଭ କରିବେ। ବହୁଦିନରୁ ଅଟକି ଥିବା କାମରେ ସଫଳତା ପାଇ ପାରିବେ।

ତୁଳା ରାଶି – ଏହି ରାଶିର ଲୋକଙ୍କୁ ଖୁସି ଖବର ମିଳବାର ଯୋଗ ଅଛି ।ପରିବାର କିମ୍ବା ବନ୍ଧୁମାନଙ୍କ ଠାରୁ ଖୁସି ଖବର ପାଇବେ । ଆର୍ଥିକ ପରିସ୍ଥିତି ସୃଦୃଢ ହେବ । ପ୍ରୟାଶ କରୁଥିବା କାମରେ ସଫଳତା ପାଇବେ । ପରିବାରେ ଆନନ୍ଦ ଓ ଏକତା ରହିବ। ମାନଶୀକ ଶାନ୍ତି ରହିବା । ମନ ସଦା ପ୍ରସନ୍ନ ରହିବ । ଅନେକ କ୍ଷେତ୍ରରେ ରୁଚି ବଢିପାରେ। ନିଜକୁ ନୂଆ ବ୍ୟକ୍ତି କିମ୍ବା ନୂଆ କର୍ମରେ ପରିଚୟ କରାଇବେ।

ମକର ରାଶି – ଏହି ରାଶିରେ ଧାନ ଲାଭ ହେବା ସହ ଧାର ଦିଆ ହୋଇଥିବା ପଇସା ଫେରସ୍ତ ପାଇବେ । ପ୍ରେମିକା ଓ ପ୍ରେମିକ ମାନେ ନୂଆ ଜାଗାକୁ ବୁଲିବାକୁ ଯାଇ ପାରିବେ। ଭଗବାନଙ୍କ ବିଶେଷ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ଭରପୁର ଲାଭ ମିଳିବ ବାଣିଜ୍ୟ କ୍ଷେତ୍ରରୁ। ସାମାଜିକ ଅନୁଷ୍ଠାନରେ ଯୋଗଦାନ କରିବେ ଯାହା ପାଇଁ ଆପଣଙ୍କର ସମ୍ମାନ ବୃଦ୍ଧିର ଯୋଗ ଅଛି। ଛାତ୍ର ଛାତ୍ରୀ ମାନେ ଭଗବାନ ବିଷ୍ନୁଙ୍କ ଦୟାରୁ ପରୀକ୍ଷାରେ ଅତି ଭଲ ପଦର୍ଶନ କରିବେ।

କୁମ୍ଭ – କୁମ୍ଭ ରାଶିର ଲୋକମାନେ ଆର୍ଥିକ ମସ୍ୟାରୁ ମୁକ୍ତି ପାଇବେ । ଛାତ୍ର ଛାତ୍ରୀ ପାଠ ପଢାରେ ମନ ଦେବେ । ବିବାହର ଯୋଗ ମଧ୍ୟ ଅଛି । ଏହି ରାଶିର ବ୍ୟକ୍ତି ପ୍ରଭୁ ବିଷ୍ନୁଙ୍କ ଦୟାରୁ ଚାକିରି କ୍ଷେତ୍ରରେ ଉଚ୍ଚ ପଦକୁ ଯିବେ । ଭାଇ ଭଉଣୀ ମାନଙ୍କ ଠାରୁ ସହୋଜଗ ମିଳିବ । ନିଜ ବନ୍ଧୁମାନଙ୍କ ଆଗରେ ଆପଣଙ୍କର ଖ୍ଯାତି ବଢିବ। ଶଶୁର ଘର ତରଫରୁ ଶୁଭ ଖବର ଆସିପାରେ। ଆପଣ ମାନଙ୍କୁ ଯଦି ଏହି ସୂଚନା ଭଲ ଲାଗେ ତେବେ ଲାଇକ ଟିଏ କରନ୍ତୁ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।