ବାଛନ୍ତୁ ଯେ କୌଣସି ଗୋଟିଏ ୱିଙ୍ଗ ଓ ଜାଣନ୍ତୁ ତାଙ୍କ ମନର ରାଜ- Love Quiz Game

ପ୍ରେମ , ତ୍ୟାଗରେ ଓ ସମର୍ପଣରେ ପ୍ରକୃତ ପ୍ରେମ ହୋଇଥାଏ । ପ୍ରେମ ବୁଦ୍ଧିରୁ ନୁହେଁ ପ୍ରେମ ହୃଦୟରୁ ହୋଇଥାଏ । ପ୍ରେମରେ ସ୍ନେହ ଥାଏ । ଏହା ଏପରି ଏକ ମଜବୁତ ଆକର୍ଷଣ ହୋଇଥାଏ ଯାହାକି ସବୁ ଭୁଲି ତା ସହ ଚାଲିଯିବାକୁ ଇଚ୍ଛା ହୋଇଥାଏ । ଏହା କା ସହିତ ସ୍ନେହ ଓ ଦୟା ଭାବନାକୁ ତିଆରି କରିଥାଏ । କହିବାକୁ ଗଲେ ପ୍ରକୃତ ପ୍ରେମ ସେ କଥାଏ ଯିଏ କି ସବୁ ପରିସ୍ଥିତିରେ ଆପଙ୍କ ସାଥିରେ ଥାଏ ।

ଆପଣଙ୍କ ଓ ଆପଣଙ୍କ ଖୁସିକୁ ନିଜ ଖୁସି ଭାବିଥାଏ । ଏହା ଦ୍ଵାରା ବ୍ୟକ୍ତିର ଜୀବନ ବଦଳିଯାଇଥାଏ କିନ୍ତୁ ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ । ପ୍ରେମର ଅର୍ଥ ଏହା ନୁହେଁ କି ଏକା ଅହିତ ରହିବା । ପ୍ରେମ ତ ଦୂରରେ ରହିବି ହୋଇଥାଏ । ଦୂରରେ ରହିବି ଭାବନା ପାଖରେ ଥିବା ଆବଶ୍ୟକ ।

ପ୍ରେମ ଏମିତି କରିବା ଆବଶ୍ୟକ ଠିକ ଲେଲା ମଜନୁ ଭଳିଆ । ପ୍ରମର କୌଣସି ସୀମା ନଥାଏ । ମରିକି ବି ପ୍ରେମ କରିବାର ଅଛି ଏହାକୁ ପ୍ରକୃତ ପ୍ରେମ କୁହାଯାଏ । ପ୍ରକୃତ ପ୍ରେମ କରିବା ବ୍ୟକ୍ତି ବହୁତ କମ ଥାନ୍ତି । ପ୍ରେମରେ ବିଶ୍ଵାସ ରହିବା ଆବଶ୍ୟକ ,  ଜଣେ ଅନ୍ୟ ଜଣକୁନିସ୍ଵାର୍ଥ ପ୍ରେମ କରିବା ଉଚିତ ଏହା ଦ୍ଵାରା ପ୍ରେମରେ ଦୃଢତା ଆସିଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାର୍ଟନରଙ୍କର ଲୁଚିରହିଥିବା ଗୁଣ । ତେବେ ଆପଣ ପସନ୍ଦ କରନ୍ତୁ ଏହି ପର ଚିତ୍ରରୁ ଗୋଟିଏ ଆଊ ଜାଣନ୍ତୁ ଆପଣ ପସନ୍ଦ କରିଥିବା ପର ଅନୁସାରେ ଆପଣଙ୍କର ପାର୍ଟନରଙ୍କ ଲୁଚିରହିଥିବା କିଛି ଗୁଣ ।

୧ – ପ୍ରଥମ ପର

ଆପଣ ଯଦି ପ୍ରଥମ ପରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ପରିଶ୍ରମୀ । ସେ ସବୁ କାର୍ଯ୍ୟ କରିବା ପାଇଁ ତତ୍ପର ଥାନ୍ତି । କୌଣସି ସମୟରେ ଥକି ବସି ଯାଆନ୍ତି ନାହିଁ । ସେ ବହୁତ ଧରଜ୍ୟବାନ ଅଟନ୍ତି ସେ ସବୁ କାରଜ୍ୟକୁ ଭଲ ଭାବରେ ବୁଝିବିଚାରୀ କରିଥାନ୍ତି । ସେ ବହୁତ ଆକର୍ଷଣୀୟ ବ୍ୟକ୍ତିତ୍ବର ବ୍ୟକ୍ତି ଅଟନ୍ତି । ପ୍ରେମ ଜୀବନରେ ସେ ବହୁତ ମଜା କରିଥାନ୍ତି । ତାଙ୍କୁ ପ୍ରେମରେ ନିରାଶ ଭାବ ପସନ୍ଦ ଲାଗେ ନାହିଁ । ସେ ବହୁତ ସଚୋଟ ଥାନ୍ତି । ସେ କେବେ କାହାକୁ ଧୋକା ଦେବାକୁ ପସନ୍ଦ କରନ୍ତି ନାହିଁ ।

୨ – ଦ୍ଵିତୀୟ ପର

ଆପଣ ଯଦି ଦ୍ଵିତୀୟ ପରକୁ ପସନ୍ଦ କରୁଛନ୍ତି ତେବ ଆପଣଙ୍କ ପାର୍ଟନର ବହୁତ ଲାଜକୁଳା ବ୍ୟକ୍ତି ଅଟନ୍ତି । ସେ ପ୍ରେମ କରନ୍ତି ସତ କିନ୍ତୁ ପ୍ରେମ କୁ ବ୍ୟକ୍ତ କରିବାରେ ସଂକୋଚ କରିଥାନ୍ତି । ସେ ବହୁତ ବାର ଏହି ପ୍ରେମ ବିଷୟରେ କହିବାକୁ ଚାହାନ୍ତି କିନ୍ତୁ ପ୍ରେମ ମନ ଭିତରେ ଥାଏ କିନ୍ତୁ ପ୍ରେମକୁ ପ୍ରକାଶ କରିପାରନ୍ତି ନାହିଁ ।

୩ – ତୃତୀୟ ପର

ଆପଣ ଯଦି ତୃତୀୟ ପରକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାର୍ଟନର ପ୍ରେମରେ ସବୁ କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଟନ୍ତି । କିନ୍ତୁ ପ୍ରେମରେ ଏମିତି ପରିସ୍ଥିତି ଆସେ ଯାହାକି କିଛି କରିପାରନ୍ତି ନାହିଁ । ପ୍ରେମରେ ମୁକ୍ତି ଏମାନଙ୍କୁ ପସନ୍ଦ ଅଟେ । ଖୋଲାମନରେ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।