ଯେତେବେଳେ ଭଗବାନ କରୁଥିଲେ ସ୍ତ୍ରୀଙ୍କର ରଚନା ସେତେବେଳେ ହୋଇଥିଲା କିଛି ଏମିତି, ପଢନ୍ତୁ ଏହି କାହାଣୀ

ଏହି ଦୁନିଆରେ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି ପ୍ରଶ୍ନ ହେଉଛି ସ୍ତ୍ରୀ ଏବଂ ଏହା କୁହାଯାଏ କି ଏହାକୁ ବୁଝାଇବା ଏବଂ ସମାଧାନ କରିବା ବହୁତ କଠିନ ଅଟେ । ତେବ ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ସ୍ତ୍ରୀମାନଙ୍କର ରଚନା କରାଯାଉଥିଲା ସେତେବେଳେ ଏଥିରେ ଏତେ ସମୟ ଲାଗିଥିଲା କି “ଦେବଦୂତ ମାନେ ବି ଭଗବାନଙ୍କୁ” ପ୍ରଶ୍ନ ପଚାରିଥିଲେ କି ଆପଣଙ୍କୁ ସୃଷ୍ଟିର ଏହି ରଚନାରେ ଏତେ ସମୟ କାହିଁକି ଲାଗୁଛି ?

ଯେତେବେଳ ଭଗବାନ ସ୍ତ୍ରୀମାନଙ୍କୁ ବନାଉଥିଲେ ଏହି ପ୍ରକ୍ରିୟାରେ ୬ ଦିନ ସମୟ ଲାଗିଥିଲା ତଥାପି ଏହା ଅଧା ଥିଲା । ଆପଣ ଏହି ପ୍ରଶ୍ନକୁ ପଢନ୍ତୁ ଏବଂ ଜାଣନ୍ତୁ ଶେଷରେ ଭଗବାନ ଦେବଦୂତଙ୍କର ପ୍ରଶ୍ନର କଣ ଅଦ୍ଭୁତ ଉତ୍ତର ଦେଲେ ।

ଗୁଣରେ ଭରପୁର –

ସବୁଠୁ ପ୍ରଥମେ ଦେବଦୂତମାନେ ପଚାରିଲେ କି ଭଗବାନ ଆପଣ ଏହି ରଚନାରେ ଏତେ ସମୟ କାହିଁକି ଲାଗୁଛି ? ଭଗବାନ ଏହାର ଉତ୍ତର ଦେଲେ କି କଣ ତୁମେ ଏହାର ଗୁଣ ଦେଖିଛ ! ଏହା ମୋର ସେହି ରଚନା ଅଟେ ଯେଉଁମାନେ ସବୁ ପରିସ୍ଥିତିରେ ଛିଡା ହୋଇଥାନ୍ତି ଏବଂ ନିଜକୁ ସମ୍ଭାଳିଥାନ୍ତି । ଏମାନେ ନିଜର ପରିବାର ଏବଂ ପିଲାମାନଙ୍କୁ ଗୋଟିଏ ପ୍ରକାରର ଭଲ ପାଆନ୍ତି ।

ସ୍ତ୍ରୀର ପ୍ରବଳତା –

ଦେବଦୂତ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଣ ଏମାନେ ନିଜର ଏହି ଦୁଇ ହାତରେ ସବୁ କିଛି କରିପାରିବେ ? ଭଗବାନ କହିଲ ହଁ ! ସେଥିପାଇଁ ତ ଏମାନେ ମୋର ସବୁଠୁ ଅଦ୍ଭୁତ ରଚନା ଅଟନ୍ତି । ତେବେ ଏହା ଶୁଣି ଦେବଦୂତମାନେ ଭଗବାନଙ୍କର ରଚନାକୁ ଯେତେବେଳେ ହାତ ଲଗାଇଲେ ସେତେବେଳ ସେମାନେ କହିଲେ କି ପ୍ରଭୁ ଏହା ବହୁତ କମଜୋର ଅଟେ । ଭଗବାନ ହସି କରି କହିଲେ କି ଯାହା ବାହାରୁ କମଜୋର ଲାଗୁଛି ତାହା ଭିତରୁ ସେତେ ହିଁ ମଜବୁତ ଅଟେ । ଅର୍ଥାତ ଏହା କୋମଳ ଅଟେ କିନ୍ତୁ କମଜୋର ନୁହେଁ ।

ଭାବିବାର କ୍ଷମତା –

ଦେବଦୂତ ଏହି ରଚନାକୁ ନେଇ ବହୁତ ଉତ୍ସାହିତ ହୋଇ ପଚାରିଲେ କି ପ୍ରଭୁ କଣ ଏମାନେ ଭାବି ବି ପାରିବେ ? ପ୍ରଭୁ କହିଲେ କେବଳ ଭାବିବେ ନାହିଁ ସବୁ ସମସ୍ୟାର ସମ୍ମୁଖୀନ କରିବା ପାଇଁ କ୍ଷମତା ମଧ୍ୟ ରଖିଥାନ୍ତି ।

ଆଖି ଲୁହର ଯନ୍ତ୍ରଣା –

ଦେବଦୂତମାନେ ଯେତେବେଳେ ପାଖକୁ ଯାଇ ସ୍ତ୍ରୀର ଗାଲକୁ ହାତ ଲଗାଇଲେ ସେତେବେଳେ ତାଙ୍କୁ କିଛି ପାଣି ଭଳି ପ୍ରତୀତ ହେଲା ଏବଂ ସେମାନେ ପଚାରିଲେ କି “ହେ ଭଗବାନ” ଏହାର ଗାଲରେ ପାଣି ଭଳି କଣ ଜିନିଷ ଅଟେ ? ଭଗବାନ କହିଲେ ଏହା ଆଖିର ଲୁହ ଅଟେ ! ଦେବଦୂତମାନେ ପଚାରିଲେ ଏହା କାହିଁକି ?

ଭଗବାନ କହିଲେ କି ଯେତେବେଳେ ଏମାନେ କମଜୋର ପଡିଯିବେ ଏମାନେ ନିଜର ସବୁ ପୀଡାକୁ ଲୁହ ରୂପରେ ବାହାରକୁ ବାହାର କରିଦେବେ ଏବଂ ପୁଣି ଥରେ ମଜବୁତ ହୋଇଯିବେ ! ଅର୍ଥାତ ନିଜର ଦୁଖକୁ ଭୁଲିବାର ଏମାନଙ୍କ ପାଖରେ ଏହା ସବୁଠୁ ଭଲ ଉପାୟ ଅଟେ । ଦେବେଦୁତ ମାନେ ଏହା ଶୁଣି କହିଲେ କି ଭଗବାନ ଆପଣ ତ ମହାନ ଅଟନ୍ତି ! ଏହି ରଚନାକୁ ଆପଣ ସବୁ କିଛି ଭାବିଚିନ୍ତି ବନାଇଛନ୍ତି ।

ଭଗବାନ କହିଲେ କି ଏହି ସ୍ତ୍ରୀ ରୂପୀ ରଚନା ସବୁବେଳ ନିଜ ପରିବାରର ସାହସ ବନିବେ ଏବଂ ସବୁ ପରିସ୍ଥିତିରେ ନିରାପକ୍ଷ ରହି ସମାଧାନ କରିବେ ! କିନ୍ତୁ ଭଗବାନ ଆଗକୁ କହିଲେ କି ଏମାନେ ନିଜର ମହତ୍ଵ ଭୁଲି ଯାଆନ୍ତି କି ଏମାନେ ବହୁତ ଖାସ ଅଟନ୍ତି ଏବଂ ଏମାନଙ୍କ ମଧ୍ୟରେ କଣ କଣ ଗୁଣ ଅଛି !

ଭଗବାନଙ୍କ ଦ୍ଵାରା ତିଆରି ଏହି ରଚନାର କଥାକୁ ପଢିବା ପରେ ଆପଣ ମାନେ ବି ବୁଝି ଯାଇଥିବେ କି ଶେଷରେ ଗୋଟିଏ ସ୍ତ୍ରୀରେ ଏତେ ରୂପ କାହିଁକି ମିଳିଥାଏ । ସେଥିପାଇଁ ଆପଣ ବି ଭଗବାନ ବନେଇଥିବା ଏହି ରଚନାକୁ ଚିହ୍ନନ୍ତୁ ଓ ଏହାର ସମ୍ମାନ କରନ୍ତୁ।