Bhadrak ଜିଲ୍ଲାର ଜଣଙ୍କ ବାଡିରେ ଲୁଚିଥିଲା ଏକ ବିରଳ ଚନ୍ଦନ ବୋଡା (Russell Viper), ଯେତେବେଳେ ହଠାତ ବ୍ୟକ୍ତିଙ୍କ ଉପରେ କଲା ଆକ୍ରମଣ, ତା’ ପରେ କଣ ହେଲା…ଦେଖନ୍ତୁ Video

କୁହାଯାଏ କି ସବୁ ସାପ ବି-ଷ-ଧ-ର ହୋଇ ନଥାନ୍ତି । କିନ୍ତୁ କିଛି ବି-ଷ-ଧ-ର ସାପ ଏମିତି ହୋଇଥାନ୍ତି ଯାହା କା-ମୁ-ଡି-ଲେ ସଠିକ ସମୟରେ ଚିକିତ୍ସା କରା ନଗଲେ ବ୍ୟକ୍ତି ଅଳ୍ପ ସମୟ ମଧ୍ୟରେ ପ୍ରା-ଣ ହ-ରା-ଇ ଦିଅନ୍ତି । ଏହିପରି ଏକ ଭୟଙ୍କର ସାପ ହେଉଛି ଚନ୍ଦନ ବୋଡା । ଏହାକୁ ଏସିଆର ସବୁଠୁ ମା-ରା-ତ୍ମ-କ ସାପଙ୍କ ମଧ୍ୟରୁ ଗୋଟିଏ ବୋଲି ମାନାଯାଏ । ଏହି ସାପ ଭାରତରେ ମଧ୍ୟ ଦେଖିବାକୁ ମିଳନ୍ତି । ଏହି ସାପ କୌଣସି ବ୍ୟକ୍ତିଙ୍କୁ କା-ମୁ-ଡି-ବା-ର କିଛି ସମୟ ମଧ୍ୟରେ ତାଙ୍କର ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଏ

ଶରୀରର ଅନେକ ଅଙ୍ଗ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରିଦିଏ । ଅଜଗର ସାପ ଭଳି ଦେଖିବାକୁ ଏହି ସାପର ଶରୀରରେ କଳା ଓ ଧଳା ରଙ୍ଗର ଗୋଲ ପରି ଚିହ୍ନ ଥାଏ ଓ ଏହି ସାପର ରଙ୍ଗ ହଳଦିଆ ଏବଂ ମାଟିଆ ରଙ୍ଗର ହୋଇଥାଏ । କିନ୍ତୁ ଏହା ଅଧିକ ବଡ ହୁଏନାହିଁ । ଅନ୍ୟ ବି-ଷ-ଧ-ର ସାପ ମାନେ ଅନେକ ସମୟରେ କା-ମୁ-ଡି-ବା ବେଳେ ବି-ଷ ଛାଡନ୍ତି ନାହିଁ । କିନ୍ତୁ ଏହି ସାପର ବିଶେଷତ୍ଵ ହେଉଛି ଏହା ଯେତେ ଥର ମଧ୍ୟ କା-ମୁ-ଡି ଥାଏ ପ୍ରଚୁର ମାତ୍ରାରେ ବି-ଷ ଛାଡିଥାଏ ।

ଏହି ସାପ କା-ମୁ-ଡି-ବା ପରେ ମଣିଷ ବଞ୍ଚିଗଲେ ମଧ୍ୟ ଦୀର୍ଘ ଦିନ ଧରି ବି-ଷ-ର ପ୍ରଭାବ ବ୍ୟକ୍ତିଙ୍କ ଶରୀରରେ ଦେଖିବାକୁ ମିଳେ । ଏହିପରି ଏକ ଚନ୍ଦନ ବୋଡା ସାପର ଉଦ୍ଧାର ଭି-ଡି-ଓ ଆମେ ଆପଣଙ୍କୁ ଦେଖାଉଛୁ । ଭି-ଡି-ଓ-ରେ ସ୍ତ୍ରୀ ଲୋକ ଜଣକ କିପରି ଭାଗ୍ୟବଶତଃ ଚନ୍ଦନ ବୋଡା କା-ମୁ-ଡି-ବା-ରୁ ବଞ୍ଚିଗଲେ ତାହା ଶୁଣିଲେ ଆପଣଙ୍କ ଲୋ-ମ ଟା-ଙ୍କୁ-ରି ଉଠିବ ।

ଭାଗ୍ୟ ଭଲ ସାପଟି ବାଡରେ ଲାଗିଥିବା ତାରରେ ଛନ୍ଦି ହୋଇ ଯାଇଥିଲା ଓ କିଛି ଗୋଟେ ଗି-ଳି ଦେଇଥିବାରୁ ଭଲରେ ହଲି ମଧ୍ୟ ପାରୁ ନଥିଲା । ଆଉ ସ୍ତ୍ରୀ ଲୋକ ଜଣକ ତାକୁ ସଠିକ ସମୟରେ ଦେଖି ନେଇ ସତର୍କ ହୋଇ ଯାଇଥିଲେ । ଏହାପରେ ସାପଧରାଳିଙ୍କୁ ଡକା ଯାଇଥିଲା । ସେ ଆସି ସାପକୁ କାବୁ କରି ବାହାରକୁ ଆଣିଥିଲେ ଓ ତା ପେଟରେ ଲାଗିଥିବା ତାରକୁ ଅତ୍ୟନ୍ତ ସତର୍କତାର ସହ କା-ଟି ଦେଇଥିଲେ । କିନ୍ତୁ ସାପଟି ପେଟରେ ଖାଦ୍ୟ ଥିବାରୁ ଏହା ଆଗକୁ ଯାଇ ପାରୁ ନଥିଲା ।

ଏହି ସମୟରେ ଚନ୍ଦନ ବୋଡା କିପରି ଦଂ-ଶ-ନ କରେ ଏକ ବେଲୁନରେ ପାଣି ଭର୍ତ୍ତି କରି ସାପ ଆଗରେ ରଖି ସେ ଦେଖାଇଥିଲେ । ଯାହା ଦେଖିଲେ ଆପଣଙ୍କୁ ମଧ୍ୟ ଏହି ସାପ ପ୍ରତି ଭୟ ଆସିବ । ଏହି ସାପ ଏତେ ଭ-ୟ-ଙ୍କ-ର ହୋଇଥାଏ ଯେ ଆପଣଙ୍କୁ ଆଂଶିକ ଭାବେ ସାରା ଜୀବନ ପାଇଁ ପ-ଙ୍ଗୁ ମଧ୍ୟ କରି ଦେଇପାରେ । ଏହା ପରେ ସାପଧରାଳି ଜଣକ ସତର୍କତାର ସହ ସାପ ଧରି ଏକ ମୁଣା ଭିତରେ ପୁରାଇ ଅନ୍ୟ ଏକ ସ୍ଥାନରେ ଛାଡିବାକୁ ନେଇ ଯାଇଥିଲେ । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।