ଭାବି ସ୍ଵାମୀଙ୍କ ସହ Swetlinaଙ୍କ ରୋମାଣ୍ଟିକ Video, ଦେଖନ୍ତୁ କେମିତି କରୁଛନ୍ତି ମସ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାର ଇଛନ୍ତି । ତେବେ ଅନେକ ସମୟରେ ସୋସିଆଲ ମିଡିଆ ଜରିଆରେ ଅଭିନେତା ହୁଅନ୍ତୁ କି ଅଭିନେତ୍ରୀ ହୁଅନ୍ତୁ ସେମାନେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ନିଜ ଫ୍ୟାନ୍ସ ମାନଙ୍କୁ ସେୟାର କରିବାର ନଜର ଆସିଛନ୍ତି । ତେବେ ଆଜି ଆମେ ଆପଣଙ୍କ ସେମିତି ଜେଣ ଟେଲି ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଟେଲିଭିଜନ ଜଗତ ବିଷୟାରେ ନିଶ୍ଚୟ ଜାଣିବେ । ଟିଭି ଇଣ୍ଡଷ୍ଟ୍ରି ରେ କାମ କରୁଥିବା କଳାକାର ମାନେ କିଛି କମ ନୁହନ୍ତି । ତେବେ ଆପଣ ମାନେ ତେଲି ଅଭିନେତ୍ରୀ ତୁଳସୀ ଓରଫ ଶ୍ଵେତଲୀନା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅଭିନେତ୍ରୀ ଶ୍ଵେତଲୀନା ନିଜର ସୁନ୍ଦର ଅଭିନୟ ଦ୍ଵାରା ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ “ତୁଳସୀ” ରେ ଖୁବ ଜବରଦସ୍ତ ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି ।

ଏହି ସିରିଏଲ ଟି ଘରେ ଘରେ ପରିଚିତ ମଧ୍ୟ ହୋଇଥିଲା । ତେବେ ଅଭିନେତ୍ରୀ ଶ୍ଵେତଲୀନା ଓରଫ ଆପଣ ସମସ୍ତଙ୍କର ପ୍ରିୟ ତୁଳସୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କର ଭାବି ସ୍ଵାମୀ ଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ତୁଳସୀ ନିଜର ଭାବି ସ୍ଵାମୀ ଙ୍କ ସହ ଖୁବ ମାଟି କରୁଥିବାର ନଜର ଆସୁଛନ୍ତି । ଦୁହେଁ ପରସ୍ପର ସହ ଅଧିକରୁ ଅଧିକ ସମୟ ବ୍ଯତୀତ କରୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ସେ ନିଜର ଭାବି ସ୍ଵାମୀ ଙ୍କ ସହ କେଉଁଠି କି ବୁଲିବାକୁ ଯାଇଛନ୍ତି ଆଉ ସେଠାରେ ଖୁବ ସାରା ମସ୍ତି ମଧ୍ୟ କରୁଛନ୍ତି । ଦୁହେଁ ପରସ୍ପର ସହ ଟାଇମ ସ୍ପେନ୍ଡ କରିବା ସହ ଅନେକ ଜାଗା ବୁଲିବାକୁ ଯାଇଛନ୍ତି । ତେବେ ବହୁତ ଜଲ୍ଦି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଶା କରୁଛୁ ଦୁହିଙ୍କର ମ୍ୟାରେଜ ଲାଇଫ ବେଶ ଭଲରେ ବ୍ଯତୀତ ହେବ ।

ତେବେ ତୁଳସୀ ଓରଫ ଶ୍ଵେତଲୀନା ନିଜର ଅଭିନୟ ଏବେ ବି ଜାରି ରଖିଛନ୍ତି । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର ପ୍ରତେକ ଟି ସିରିଏଲ ଦେଖିବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ତୁଳସୀ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।