ଭାଗ୍ଯର ଏ କି ବିଡମ୍ବନା ସ୍ତ୍ରୀ ଠାରୁ ସ୍ଵାମୀକୁ ଛଡାଇ ନେଲା.. ଶିକାରୀର ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହେଲା, ଭୋ ଭୋ ହୋଇ କାନ୍ଦୁଛି ସ୍ତ୍ରୀ

ସାବିତ୍ରୀ ଓଷା ପାଇଁ ଆସିଥିଲେ ଫରେଷ୍ଟ ଗାର୍ଡ । ଆଉ ସାବିତ୍ରୀ ସରିବାର 2 ଦିନ ଯାଇନି ଉଜୁଡିଗଲା ସଂସାର । ବିଧିର ବିଧାନ ବିଚିତ୍ର କେତେବେଳେ କାହା ସହ କଣ ହେବ କିଏ ବା କହିପାରିବ ? ହଁ ଦର୍ଶକ ବନ୍ଧୁ ଏ କୋହ ଓ ଦୁଖଭରା ଦୃଶ୍ୟ ହେଉଛି ଜଣେ ସ୍ତ୍ରୀଙ୍କର । ଯିଏ କି ସାବିତ୍ରୀରେ ନିଜ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ଓଷା କରିଥିଲେ ।

କିନ୍ତୁ ବିଧନରେ ଯାହା ଲେଖାଥାଏ ତାକୁ କିଏ ବା ଅଟକାଇ ପାରିବ । ମୟୂରଭଞ୍ଜ ଜିଲ୍ଲାରେ ଘଟି ଯାଇଛି ଏକ ହୃଦୟ ବିଦରକ ଘଟଣା ଯାହା ସମଗ୍ର ଓଡ଼ିଶାକୁ ଦୋହଲାଇ ଦେଇଛି । ଜଣେ ଫରେଷ୍ଟ ଗାର୍ଡକୁ ଶିକାରୀ ଗୁ-ଳି ମା-ଡ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ।

ଫରେଷ୍ଟ ଗାର୍ଡ ହେଉଛନ୍ତି ବିମଳ କୁମାର ଜେନା ଓ ତାଙ୍କ ଘର ବାରିପଦା ହୋଗଳାକଣ୍ଟା ଅଞ୍ଚଳରେ ବୋଲି ଜଣା ପଡିଛି । ମୃ-ତ ଫରେଷ୍ଟ ଗାର୍ଡ ଜଣକ ଶିମିଳିପାଳ ଅଭ୍ୟାୟରଣର ନଣା ସାଉଥ ରେଜର ବୋଲି ସୂଚନା ରହିଛି । ଗତ କାଲି ଦିନ ବେଳେ ଚାଲି ଚାଲି ପେଟ୍ରୋଲିଙ୍ଗ କରୁଥିବା ବେଳେ ଶିକାରୀଙ୍କ ସହ ସାମନା ସାମ୍ନି ହୋଇଥିଲେ ।

ଶିକାରୀ ମାନେ ସେଠାରୁ ଖସି ପଳାଇଥିବା ବେଳେ ତାଙ୍କ ଠାରୁ ଦେଶୀ ବ-ନ୍ଧୁ-କ ଓ ବନ୍ୟ ଜନ୍ତୁଙ୍କ ମାଂସ ଜବତ କରା ଯାଇଥିଲା । ଏହି ଘଟଣା ପରେ ଡିୟୁଟି ରେ ଥିବା ଫରେଷ୍ଟ ଗାର୍ଡ ମାନେ ଫେରି ଆସିଥିବା ବେଳେ ବିମଳ ଜେନା କିଛି ଦୂରକୁ ଚାଲି ଯାଇଥିଲେ । ଆଉ ନିଜ ସ୍ତ୍ରୀଙ୍କ ସହ ଏହି ବାବଦରେ କଥା ହେଉଥିଲେ ।

ମୃ-ତ-କ-ଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ପୋଲିସ ଅଧିକାରୀ । ପ୍ରତିଶୋଧ ନେବାକୁ ଶିକାରୀ ମାନେ ଛାପି ରହି ବିମଳଙ୍କ ଉପରକୁ -ଗୁଳି କରିବାର ସନ୍ଦେହ କରା ଯାଉଛି । ଏ ଖବର ଜାଣିବା ପରେ ମୃ-ତ-କ-ଙ୍କ ବାପାଙ୍କ ପାଟି ଖନି ମାଡିଯାଉଛି ଆଉ କହୁଛନ୍ତି ଏ ବାପା କାହିଁକି ଆମକୁ ଛାଡି ଚାଲିଗଲୁ ଫେରି ଆସେ ଆମ ପାଖକୁ ।

ମୃ-ତ-କ-ଙ୍କ ବାମ ଛାତି ରେ ଗୁ-ଳି ବାଜି ଥିବାରୁ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ବାରିପଦା ଆମ୍ବୁଲାନ୍ସ ଶିମିଳିପାଳ ଅଭ୍ୟାରଣକୁ ଯାଇ ତାଙ୍କ ମୃ-ତ ଦେ–ହକୁ ଆଣି ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ସେଠାରେ ଉତ୍ତେଜନା ଲାଗି ରହିଥିଲା ।

ସ୍ଥାନୀୟ ଲୋକେ କର୍ତ୍ତୁପକ୍ଷ ଙ୍କୁ ଘେରି ହୋ ହାଲା କରିଛନ୍ତି । ମୃ-ତ-କ-ଙ୍କ ମୃ-ତ୍ୟୁ ପାଇଁ କାନ୍ଦ ବୋବାଳିରେ ଫାଟି ପଡୁଛି ଡାକ୍ତରଖାନା ପରିସର । କର୍ମଚାରୀ ମାନେ ଶିକାରୀ ମାନେ କଲିକତା ରୁ ଆସୁ ହାତୀ ଶିକାର କରିବାର ପ୍ଳାନ କରୁଥିବାର ଅଭିଯୋଗ ଆଣିଛନ୍ତି ।

ମୟୂରଭଞ୍ଜ ପୋଲିସର 5 ଟି ଟିମ ଶିମିଳିପାଳ ଅଭ୍ୟାୟରଣ କୁ ଯାଇଥିବା ଜଣ ପଡିଛି । ସେଠାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।