ଯୁବତୀଙ୍କୁ ଏକା ଦେଖି କମେଣ୍ଟ ମାରିଲା ଯୁବକ, ଆଉ ତା ପରେ ଯୁବତୀଙ୍କ ବାପା ଆସି ଯାହା କରିଲେ ଦେଖନ୍ତୁ ଏ ଦୃଶ୍ୟକୁ

ଝିଅକୁ କମେଣ୍ଟ ମାରି ଖାଇଲା ନି-ସ୍ତୁ-କ ମା-ଡ । ଗାଁ ମଝିରେ ଯୁବକ ଝିଅକୁ ମାରିଲା କମେଣ୍ଟ । ଔଆ ଯୁବକଙ୍କୁ ତଳୁ ଉପର ଯାଏଁ ସେକି ଦେଲେ ଝିଅର ବାପା । ଯୁବତୀଙ୍କୁ ଅ-ସ-ଭ୍ୟ ଭାଷାରେ କମେଣ୍ଟ ମାରିବାରୁ ଯୁବକଙ୍କୁ ନ- ଗ୍ନ କରି ପି-ଟି-ଲେ ଯୁବତୀଙ୍କ ବାପା । ଆଉ ଯୁବକର ଛାଡିଗଲା କମେଣ୍ଟ ମରା ନିଶା ।

ଆପଣ ମାନେ ବି ଥରେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଯୁବକ ଜଣକ ତାଙ୍କ ପାଖରେ ଛିଡା ହୋଇଥିବା ଯୁବତୀ ଙ୍କୁ କୁଆଡେ କମେଣ୍ଟ ମାରିଥିଲେ । ଆଉ ସେହି କମେଣ୍ଟ ମାରିବାର ସବୁ ନିଶା ଉତୁରି ଯାଇଥିଲା । ଆଉ ଏ ନିଶାକୁ ଉତରାଇ ଦେଇଥିଲେ ଝିଅର ବାପା ।

ଆଉ ନିଜ ଝିଅକୁ କମେଣ୍ଟ ମାରିଥିବାରୁ ଯୁବକ କୁ ବାପା ଗୋଡ ଠାରୁ ମୁଣ୍ଡ ଯାଏଁ ନି-ସ୍ତୁ-କ ମା-ଡ ମା-ରି-ଥି-ଲା । ଆଉ ଯୁବକ ଙ୍କୁ ଏମିତି ମା-ଡ ମା-ରି-ଥି-ଲା ପି-ଟି ପି-ଟି ପୁରା ଲହୁ ଲୁହାଣ କରି ଦେଇଥିଲା । ଏକା ଥରକେ ଛଡାଇ ଦେଇଥିଲା ଯୁବକର ସେହି ରଙ୍ଗିଲା ନିଶା । ଟିକେ ଭଲ କରି ଦେଖନ୍ତୁ ଏ ଯୁବକ ଙ୍କୁ ।

ଯୁବକ ମଦ୍ୟପାନ କରି ଅ-ସ-ଭ୍ଯ ଭା-ଷା ରେ କମେଣ୍ଟ ମାରିଥିଲା । ଝିଅ କିଛି ନ କହିବାରୁ ଯୁବକ ନିଜର ସୀମା ପାର କରି ଦେଇଥିଲା । ଆଉ ପାଟି କୁ ଯାହା ଆସିଥିଲା ତାହା କହି ଚାଲିଥିଲା । କିନ୍ତୁ ଯୁବତୀ ନ ଡଋ ଗାଁ ଲୋକଙ୍କୁ ଡାକି ଦେଇଥିଲେ । ଯାହା ପରେ ଗାଁ ଲୋକଙ୍କ ସହ ତାଙ୍କ ବାପା ବି ସେଠାରେ ପହଞ୍ଚି ଯାଇଥିଲେ ।

ଆଉ ନିଜ ଝିଅ କୁ ମଦ ପିଇ କମେଣ୍ଟ ମାରୁଥିବାର ଜାଣି ବାପା ମୁଣ୍ଡକୁ ପିତ ଚଢି ଯାଇଥିଲା । ଆଉ ସେଠାରେ ହିଁ ଯୁବକ ଙ୍କୁ ନ-ଗ୍ନ କରି ଯୁବତୀ ଙ୍କ ବାପା ମା-ଡ ମା-ରି-ଥି-ଲେ । ଆଉ ଗାଁ ଲୋକ ବି ଯୁବକ ଙ୍କୁ ସେଠାରେ ଘେରି ପକାଇ ଥିଲେ । କମେଣ୍ଟ ମରା କୁ ନେଇ ଯୁବକ ଙ୍କୁ ଏଠାରେ ମା-ଡ ବର୍ଷା ହେଉଛି ।

କହିବାକୁ ଗଲେ ଗୋଟେ ମାଡ ବି ତଳେ ପଡୁ ନାହିଁ । ତେବେ ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ଚରଣପ୍ରସାଦ ବ୍ଲକ ରେ । ଏଠାରେ ଯୁବତୀ ଙ୍କୁ ଏକା ଦେଖି ମାତାଲ ଯୁବକ କମେଣ୍ଟ ମାରିଥିଲା । ଆଉ କମେଣ୍ଟ ମରା କୁ ନେଇ ଯୁବତୀ ନିଜ ବାପାକୁ ଡ଼ାକିଥିଲେ । ଆଉ ତା ପରେ ହେଲା ଯୁବକ କେବେ ବିଶ୍ଵାସ କରି ନ ଥିଲା ।

ଯୁବକ କୁ ପିଟି ପିଟି ନେଇ ଥାନାରେ ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।