95 % ଆଣ୍ଠୁ ଗଣ୍ଠି ଦରଜ, କ୍ୟାଲସିୟମ ର ଅଭାବ, ବାତ ରୋଗ ଭଲ କରିଦେବ ଏହି ଉପାୟ, ବେଡ ରେ ପଡିଥିବା ଲୋକ ବି ଦୌଡିବାକୁ ଲାଗିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାରବରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ ।

ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ଶରୀର ର ରେ ରକ୍ତ ର ଅଭାବ ।

ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେଣୁ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ କୌଣସି ସମସ୍ୟା ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଏକ ବହୁତ ଚମତ୍କାର ତେଲ ବନାଇବା ର ପ୍ରଣାଳୀ ଵିଷୟ ରେ କହିବୁ । ଏହା ଆପଣଂକୁ ହାଡ଼ ଜନିତ ସମସ୍ତ ରୋଗ ରୁ ଆରାମ ଦେଇଥାଏ । ଏହି ଯନ୍ତ୍ରଣା ନିବାରକ ତେଲ କୁ ତିଆରି କରିବା ପାଇଁ ଆବଶ୍ୟକୀୟ ପ୍ରଥମ ଜିନିଷ ଟି ହେଉଛି ୫୦ଗ୍ରାମ ରସୁଣ । ଦ୍ଵିତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ୨୫ ଗ୍ରାମ ଜୁଆଣି । ତୃତୀୟ ଜିନିଷ ଟି ହେଉଛି ୧୦ଗ୍ରାମ ଲବଙ୍ଗ ଏବଂ ଚତୁର୍ଥ ସାମଗ୍ରୀ ଟି ହେଉଛି ୨୦୦ଗ୍ରାମ ଶୋରିଷ ତେଲ ।

ପ୍ରଥମେ ରସୁଣ,ଜୁଆଣି ଓ ଲବଙ୍ଗ କୁ ଭଲ ଭାବରେ କୁଟି କୁଟି ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ଶୋରିଷ ତେଲ କୁ ଗ୍ୟାସ ଚୁଲା ଉପରେ ରଖି ଭଲ ଭାବରେ ଗରମ କରିଦିଅନ୍ତୁ । ତେଲ ଗରମ ହୋଇଯିବ ପରେ ସେଥିରେ ରସୁଣ,ଜୁଆଣି ଓ ଲବଙ୍ଗ କୁ ପକାଇ ଦିଅନ୍ତୁ । ଏହାକୁ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ରସୁଣ ର ରଙ୍ଗ ହଳଦିଆ ହୋଇ ଆସିବା ମାତ୍ରେ ଗ୍ୟାସ ବନ୍ଦ କରିଦିଅନ୍ତୁ ।

ତେଲ ଥଣ୍ଡା ହୋଇଯିବା ପରେ ଏହାକୁ ଏକ କାଚ ପାତ୍ର ରେ ଭର୍ତ୍ତି କରି ରଖି ଦିଅନ୍ତୁ । ଏହାକୁ ପ୍ରତିଦିନ ନିଜର ଆଣ୍ଠୁଗଣ୍ଠି ରେ ମାଲିସ କରନ୍ତୁ । ରସୁଣ ରେ ଅନେକ ପ୍ରକାର ପ୍ରୋଟିନ ରହିଥାଏ ଯାହା ଆମ ହାଡ଼ ପାଇଁ ବହୁତ ଆବଶ୍ୟକ ହୋଇଥାଏ । ଏହାକୁ ଯନ୍ତ୍ରଣା ହେଉଥିବା ସ୍ଥାନ ରେ ମାଲିସ କରିବା ଦ୍ଵାରା ଆମକୁ ସେଥିରୁ ଆରାମ ମିଳିଥାଏ । ଯଦି ଆପଣଙ୍କ ଶିର ରେ କୌଣସି ପ୍ରକାର ସମସ୍ୟା ରହିଥାଏ ତେବେ ଆପଣ ସେହି ସ୍ଥାନ ରେ ଏହି ତେଲ କୁ ମାଲିସ କରିବା ଦ୍ୱାରା ଆପଣଂକୁ ଆରାମ ମିଳିଥାଏ ।

ରାତି ରେ ଏହି ତେଲ କୁ ମାଲିସ କରି ଶୋଇବା ଦ୍ଵାରା ଆପଣଙ୍କ ଆଣ୍ଠୁଗଣ୍ଠି ସମସ୍ୟା ର ଅନ୍ତ ଘଟିଥାଏ । ଏହା ଆପଣଙ୍କ ଶରୀର ଉପରେ କୌଣସି ପ୍ରକାର ଖରାପ ପ୍ରଭାଵ ପକାଇ ନ ଥାଏ । ତେଣୁ ଯଦି ଆପଣଙ୍କ ଶରୀର ରେ ଆଣ୍ଠୁଗଣ୍ଠି କିମ୍ବା ହାଡ଼ ଜନିତ କୌଣସି ସମସ୍ୟା ରହୁଛି ତେବେ ଏହି ତେଲ କୁ ନିଶ୍ଚୟ ଆପଣାନ୍ତୁ ଆପଣଂକୁ ନିଶ୍ଚିତ ଆରାମ ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।