କଳା ଫିତା ବାନ୍ଧିବା ଦ୍ଵାରା ମିଳିଥାଏ ଏହି 3 ଟି କୋଟିପତି ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କଳା ରଙ୍ଗ ନକରାତ୍ମକ ଉର୍ଜା କୁ ନଷ୍ଟ କରିବାରେ ସହାୟକ ହୋଇଥାଏ । ତେଣୁ ଯେବେବି କୌଣସି ଘରେ ଛୁଆ ଜନ୍ମ ହୋଇଥାଏ ସେହି ଛୁଆ କୁ କଳା ଟୀକା ଲଗାଇ ଦିଆଯାଇଥାଏ । ଏହା ସହିତ କିଛି ବ୍ୟକ୍ତି ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଖରାପ ନଜର ରୁ ବଂଚିବା ପାଇଁ ନିଜ ହାତ କିମ୍ବା ପାଦରେ କଳା ସୂତା ର ପରିଧାନ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି କଳା ସୂତା ପିନ୍ଧିବା ଦ୍ଵାରା କଣ ସବୁ ଫାଇଦା ପ୍ରାପ୍ତ ହୋଇଥାଏ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଯଦି ଆପଣ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ହାସଲ କରି ପାରୁ ନାହାନ୍ତି ତେବେ ଏହାର କାରଣ ହେଉଛି ଆପଣଙ୍କ ଉପରେ କୌଣସି ବ୍ୟକ୍ତି ର ଖରାପ ନଜର ପଡ଼ିଛି ।

ଏହା ସହିତ ଆପଣଙ୍କ ଘର ପରିବାର ର ଶାନ୍ତି ଭଂଗ ହେବା, ସୁଖ ସମୃଦ୍ଧି ହଜିଯିବା, ପରିବାର ସଦସ୍ୟ ଙ୍କ ମଧ୍ୟରେ କଲହ ସୃଷ୍ଟି ହେବା, ରାତି ଅଧରେ ଛୁଆ କାନ୍ଦିବା ଆଦି ସବୁ ର ଲକ୍ଷଣ ଖରାପ ନଜର ପଡ଼ିଲେ ଦେଖାଯାଇଥାଏ ।

ତେବେ ଏହି ଖରାପ ନଜର ରୁ ବଂଚିବା ପାଇଁ ଆପଣ ଏକ ଉପାୟ ପ୍ରୟୋଗ କରନ୍ତୁ ।ବନ୍ଧୁଗଣ ଏହି ଉପାୟ ନିମନ୍ତେ ଆପଣ ଶନିଦେବ ଙ୍କ ମନ୍ଦିର ଯାଆନ୍ତୁ ଏବଂ ଏକ ମିଟର ର କଳା ରଙ୍ଗ ର ସୂତା ନିଅନ୍ତୁ । ଏହାପରେ ଏହି ସୂତା ରେ ୧୦୮ ଟି ଗଣ୍ଠି ବାନ୍ଧି ଦିଅନ୍ତୁ । ଏହାପରେ ପ୍ରତ୍ୟେକ ଗଣ୍ଠି ସହିତ ଓଂ ଶନିଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ ।

ଏହାପରେ ଏହି କଳା ସୂତା କୁ ନିଜର ଘର ର ମୁଖ୍ୟ ଦ୍ୱାର ର ଫାଟକ ରେ ବାନ୍ଧି ଦିଅନ୍ତୁ । ଆପଣ ଯଦି ମନ୍ଦିର ଯାଇପାରୁ ନାହାନ୍ତି ତେବେ ଆପଣ ଏହି ଉପାୟକୁ ଘରେ ମଧ୍ୟ କରି ପାରିବେ । ବନ୍ଧୁଗଣ ଆପଣ ଏହି ଉପାୟ କୁ ମଙ୍ଗଳବାର ଅଥବା ଶନିବାର ଦିନ କରନ୍ତୁ । ଏହି ଦିନ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ଏହି ଉପାୟ କୁ ପ୍ରୟୋଗ କରିବା ଦ୍ୱାରା ଭଗବାନ ଶନିଦେବ ଆପଣଙ୍କ ରକ୍ଷା କରିବେ ଏବଂ ଆପଣଙ୍କ ଉପରେ କେବେବି କାହାର ଖରାପ ନଜର ପଡ଼ିବ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।