ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କିଛି ଏମିତି ହେଲା… ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସକାଳୁ ଉଠି ଆମେ ଯେଉଁ ଜିନିଷ ଖାଇଥାଉ ଯାହା ଦ୍ଵାରା ଆମ ଶରୀର ପାଇଁ ଭଲ ନା ଖରାପ ଯେଉଁମାନେ ସକାଲୁ ଉଠିକି ବେଡ ଟି ନେଇଥାନ୍ତି ତାଙ୍କ ଶରୀରର ଖରାପ ହୋଇଥାଏ । ଏହି ବେଡ ଟି ଖାଇବ ଦ୍ଵାରା ଭବିଷ୍ୟତରେ ବିଭିନ୍ନ ପ୍ରକାରର ରୋଗ ବାହାରିପାରେ । ବରଂ ବେଡ ଟି ନ ଖାଇକି ବାସୀ ମୂହରେ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ । ଆପଣ କହିବେ ଯେ ଆମେ ତ ସବୁବେଳେ ପଣି ପିଉଥାଉ ।

ଆପଣ ଜାଣନ୍ତି ପାଣି ଆମର ଶରୀରର ପାଇଁ ସବୁଠୁ ବଡ ଏଳ୍ଳିମେଣ୍ଟ ଅଟେ । ଛୋଟୋ ବେଳୁ ଆପଣ ଶୁଣିଥିବେ ଆମର ଶରୀରର ପାଞ୍ଚ ତତ୍ଵରେ ମିଶିକିରି ହୋଇଛି । ଏହି ପାଞ୍ଚ ତତ୍ଵ ମଧ୍ୟରେ ପାଣିର ବି ଅବଦାନ ଅଛି ।

ଆମର ଶରୀରର ୭୦ ପ୍ରତିଶତ ପାଣିରେ ହିଁ ତିଆରି ହୋଇଛି । ଆଉ ୩୦ ପ୍ରତିଶତ ୪ ପ୍ରକାରର ଏଲିମେଣ୍ଟ ରହିଛି । ଆୟୁର୍ବେଦ କହିଥାଏ ଅନ୍ୟ କିଛି ନିୟମ ପାଳନ କର କିମ୍ବା ନ କର ପାଣି ସହିତ ଜଡିତ ନିୟମ ଗୁଡିକ ପାଳନ କରିବା ଉଚିତ । ମଣିଷ ନ ଖାଇକି ବହୁତ ଦିନ ପର୍ଯ୍ଯନ୍ତ ରହିପାରିବ କିନ୍ତୁ ପାଣି ନ ପିଇକି ରହିପାରିବ ନାହିଁ  । କେତେକ ଲୋକ ଥଣ୍ଡା ପାଣି ପିଇଥାନ୍ତି ଆଉ କେତେ କ ଲୋକ ଗରମ ପାଣି ପିଇଥାନ୍ତି । କେତେକ ଲୋକ ଛିଡା ହୋଇକି ତ ଆଉ କେତେ କ ଲୋକ ବସିକି ପାଣି ପିଇଥାନ୍ତି ।

ଗ୍ଳାସରେ ପାଣି ପିଇଥାନ୍ତି ତ ଆଉ କେତେକ କ ବୋତଲରେ ପାଣି ପିଇଥାନ୍ତି । କିନ୍ତୁ ଆମେ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାକୁ ଆପଣ ଠିକ ଭାବରେ ପାଳନ କଲେ ଜୀବନ ସାରା ସୁସ୍ଥ ରହିପାରିବେ । ଆପଣ ସକାଳୁ ବାସୀ ମୁହଁରେ ପାଣି ପିଇବେ ତ ବହୁତ ସାରା ଫାଇଦା ଅଛି । ଆପଣଙ୍କ ମୁହଁରେ ଥିବା ଲାଳ ଆପଣଙ୍କ ପାଇଁ ଅମୃତ ଅଟେ । କିନ୍ତୁ ଯଦି ଆମେ ବ୍ରସ କରିଦବ ତେବେ ଏହି ଲାଳ ଆମ ମୁହଁରୁ ବାହାରିଯାଇଥାଏ । ଆମ ମୁହଁର ଲାଳ ପେନ କିଲର ସଦୃଶ ଅଟେ ।

ଲାଲ ହେଉଛି ଆଣ୍ଟିଫଙ୍ଗଲ, ଆଣ୍ଟି ବାକ୍ଟେରିଆଲ ଅଟେ । ଏହା ପ୍ୟାନକିଲର ଭଳି କାମ କରିଥାଏ । ଯେତେବେଳେ ଆମ ମୁହଁରେ କିଛି ପିମ୍ପଲ କି ଅଲଗା ଖଣ୍ଡିଆ ଖବର ହୋଇଥାଏ । ସେତେବେଳ ପାଟି ଭିତରେ ଥିବା ଲାଳକୁ ଲଗାଇଦେଲେ ତାହା ଭଲ ହୋଇଯାଏ । ସେଥିପାଇଁ ବାସୀ ମୁହଁରେ ଥିବା ଲାଳ ଆପଣଙ୍କ ପେଟ ଭିତରକୁ ଯିବା ଉଚିତ ଯାହା ଦ୍ଵାରା ଆମର ଡାଇଜେସନକୁ ଠିକ କରିଦେଇଥାଏ । ଆଉ ପେଟକୁ ମଧ୍ୟ ସୁସ୍ଥ ରଖିଥାଏ ।

ଆୟୁର୍ବେଦ ଅନୁସାରେ ଆମର ପେଟ ଯଦି ସୁସ୍ଥ ଥିବ ଆମର କିଛି ରୋଗ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ବାସି ମୁହଁରେ ପାଣି ପିଇଲେ କଣ ଫାଇଦା ହୁଏ । ହାଇ ବ୍ଲଡ଼ ପ୍ରେସର ରୋଗ ଭଲ ହୋଇଥାଏ । ଉଷୁମ ପାଣି ପିଇବା ଦ୍ଵାରା ଶରୀରର ରକ୍ତ ଜମାଟ ବାନ୍ଧେ ନାହିଁ ,ରକ୍ତ ପ୍ରବାହ ଶରୀରରେ ଠିକ ଭାବରେ ହୋଇଥାଏ । ରକ୍ତ ପରିଷ୍କାର ରହିଥାଏ ଯାହା ଦ୍ଵାରା କି ବ୍ଲଡ଼ ପ୍ରେସର ରୋଗରୁ ମୁକ୍ତି ମିଳିଥାଏ । କିଡନୀ ଷ୍ଟୋନରୁ ମୁକ୍ତି ମିଳିଥାଏ । ମୋଟାପଣ ରୁ ମୁକ୍ତି ମିଳିଥାଏ । ମୁଖବ୍ରଣ ବି  ଭଲ ହୋଇଥାଏ । ଭୟଙ୍କର ଆଣ୍ଠୁ ଗଣ୍ଠି ରୋଗ ମଧ୍ୟ ଭଲ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।