ବର୍ଷେ ତଳେ କରିଥିଲେ କରୋନା ମହାମାରୀ ର ଭବିଷ୍ୟବାଣୀ, କେହି ବିଶ୍ୱାସ କରିନଥିଲେ, ଏହା ସଂଯୋଗ ନୁହେଁ ତ

ସାରା ବିଶ୍ୱକୁ ଏବେ କରୋନା ଗ୍ରାସ କରିଛି । ବିଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ହେଲାଣି କରୋନା ନିଜର କରାଳ ରୂପକୁ ସାରା ବିଶ୍ୱରେ ପୂର୍ବଭଳି ଜାରି ରଖିଛି । କିନ୍ତୁ ପୂର୍ବଭଳି ଯେଉଁ ଭୟଥିଲା କରୋନା ପ୍ରତି ତାହା ଆଜି ଆଉ ଦେଖିବାକୁ ମିଳୁନି କାରଣ ବିଶ୍ୱର ପ୍ରତେକ ଟି ଦେଶର ସରକାର ଏଥିପ୍ରତି ବହୁତ ନିୟମ ଲାଗୁକରି ନିଜର ନାଗରିକ ମାନଙ୍କୁ ସୁରକ୍ଷା ଦେଉଛନ୍ତି । କିନ୍ତୁ ଏହାମଧ୍ୟରେ ଗୋଟିଏ କଥା ହୋଇପାରିଲା ନାହିଁ ତାହା ହେଉଛି ବିଶ୍ୱର କୌଣସି ବି ବୈଜ୍ଞାନିକ ଏହି ଭାଇରସର ଟିକା ବା ମେଡିସିନକୁ ବାହାର କରିପାରିଲେନାହିଁ ଯାହାକି ସବୁଠାରୁ ଚିନ୍ତାର ବିଷୟ । ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ।

ସାରା ପୃଥିବୀକୁ ଗ୍ରାସିବ ମହାମାରୀ କରୋନା, ଦୀର୍ଘ 1ବର୍ଷ ତଳୁ ଭବିଷ୍ୟବାଣୀ କରିଥିଲେ ଏହି ବିସ୍ମୟ ବାଳକ, ଆଉ ଗୋଟେ କଥା ଜଣାଇଦେବୁ ଯେ କରୋନା ଭାଇରସ ବ୍ୟାପିବାର ବର୍ଷକ ପୂର୍ବରୁ ଏକ ବାଳକ କରୋନା ବିଷୟରେ ପୂର୍ବାନୁମାନ କରିଥିଲେ ଓ ଏଥିରେ ସେ କହିଥିଲେ ଏକ ଭାଇରସ ବିଶ୍ୱକୁ ଆସିବ ଯିଏକି ସମ୍ପୂର୍ଣ୍ଣ ପୃଥିବୀକୁ ଗ୍ରାସକରିବ ଓ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସେ ଏହା ସମ୍ପର୍କରେ କଣ କହିଥିଲେ ?

ସେ ଏହି ଭିଡ଼ିଓ ମାଧ୍ୟମରେ କହିଛନ୍ତି 2020 ମସିହାରେ ମନୁଷ୍ୟ ଓ ଭାଇରସ ମଧ୍ୟରେ ଏକ ପ୍ରକାର ଯୁଦ୍ଧହେବ । ଯେଉଁ ସମୟ ମନୁଷ୍ୟ ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟି ଯିବ ଓ ସାରାବିଶ୍ଵ ଏହି ଭାଇରସ ବିରୋଧରେ ଲଢ଼ିବେ ଯାହାକି ଏକ ପ୍ରକାରର ଜୈବିକ ଯୁଦ୍ଧ କହିଲେ ଭୁଲ ହେବନାହିଁ । ଏହା ପରେ ସେ କହିଛନ୍ତି ଏହି ସ୍ଥିତି ଜୁନମାସ ଶେଷ ସପ୍ତାହ ଓ ଜୁଲାଇ ମାସ ପ୍ରାରମ୍ଭ ସମୟରେ ଏହା ନିୟନ୍ତ୍ରଣକୁ ଆସିଯିବ । ଏହା ପରେ ଲୋକମାନଙ୍କ ମନରେ ଚିନ୍ତା ବଢ଼ୁଛି କି କେତେଦୂର ଏହା ଗ୍ରହଣୀୟ ଓ ନୁହେଁ ।

ଆମେ ଆପଣଙ୍କୁ କହିଦେଉଛୁ ଯେ ସେହି 14ବର୍ଷର ବାଳକ ଜଣକ ନିଜ ଗଣନାକୁ ନେଇ ଏହା କହିଛନ୍ତି ଓ ସେ କହିଛନ୍ତି କି ସୌରଜଗତରେ କିଛି ଗ୍ରହମାନଙ୍କ ଚଳାଚଳ କାରଣରୁ ଏହା ହେଉଛି ଓ ଏହା କିଛି ସମୟ ନିଜର ଖରାପ ପ୍ରଭାବ ରଖିବା ପରେ ଏହା ନିୟନ୍ତ୍ରଣକୁ ଆସିବ ଏଥିସହ ସେ କହିଛନ୍ତି ଭଗବାନଙ୍କ ଆରାଧନା ପ୍ରତିଦିନ କରନ୍ତୁ ଏହି ସମସ୍ୟା ଦୂର ହୋଇଯିବ ।

କିନ୍ତୁ ଆମେ ଆପଣଙ୍କୁ କହୁଛୁ ଆପଣ ଜମାରୁ ଭୟଭୀତ ହୁଅନ୍ତୁ ନାହିଁ । କାରଣ ଜ୍ୟୋତିଶଶାସ୍ତ୍ର ଯାହା କହୁଛି ଆମେ ତାକୁ ଭୁଲ କହିପାରିବା ନାହିଁ କାରଣ ସେ ତାଙ୍କ ବିଦ୍ୟା ଦ୍ୱାରା ଆମକୁ ଜଣାଉଛନ୍ତି । ଠିକ ଆମେ ମଧ୍ୟ ଆପଣଙ୍କୁ କହୁଛୁ ପ୍ରକୃତିସହ ଆମେ ଏହିପରି କରିଛୁ ତେଣୁ ତାର ପ୍ରକୋପ ଆମକୁ ସହିବାକୁ ହେବ । ଏଥିପାଇଁ ବିଚଳିତ ନହୋଇ ସଦାସର୍ବଦା ପଜିଟିଭ ମନୋଭାବ ରଖନ୍ତୁ, ଏହିସବୁ ସମସ୍ୟା ଖୁବଶୀଘ୍ର ଭଲହୋଇଯିବ । ମନେରଖନ୍ତୁ, ଧର୍ଯ୍ୟଶକ୍ତି ଆଗରେ ସବୁ ନକରାତ୍ମକ ଜିନିଷ ହାର ମାନିଥାଏ । ଏଥିପାଇଁ ନିଜଭିତରେ ଧର୍ଯ୍ୟ ରଖନ୍ତୁ, ସବୁକିଛି ଜଲ୍ଦି ଆମ ନିୟନ୍ତ୍ରଣକୁ ଆସିଯିବ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।