ବର୍ଷାଙ୍କ ସହ ଏମିତି କାହିଁକି କଲେ ଅନୁଭବ । ଯାହା ସେ କେବେ କରୁ ନଥିଲେ, ତାହା ଏବେ କରିଦେଲେ

ବର୍ଷାଙ୍କ ସହ ଏମିତି କାହିଁକି କଲେ ସାଂସଦ ଅନୁଭବ । ଯାହା ସେ କେବେ କରୁ ନଥିଲେ ତାହା ଏବେ କରି ଦେଲେ କଣ ପାଇଁ । ବର୍ଷାଙ୍କ ସହ ଏମିତି କଲେ ଯେ ବର୍ଷାଙ୍କୁ ଲାଗିଛି ଜୋରଦାର ଝଟକା । ଯେଉଁ ଝଟକା କୁ ସେ କାହା ଆଗରେ ବି କହି ପାରୁ ନାହାଁନ୍ତି । ହଁ ଦର୍ଶକ ବନ୍ଧୁ ଆଉ ମାତ୍ର କିଛି ଦିନ ପରେ ପୁରା ଆଇନଗତ ଭାବରେ ଅଲଗା ହୋଇଯିବେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ହେଲେ ଅନୁଭବ ଏମିତି କିଛି କରି ଦେଲେ ଯେ ଯାହା ସେ କେବେ କରି ନ ଥିଲେ । ସୂଚନା ଅନୁଯାୟୀ ଅଗଷ୍ଟ 7 ତାରିଖରେ ବର୍ଷାଙ୍କର ଜନ୍ମ ଦିନ ଥିଲା । ସାରା ଓଡିଶାର ଫ୍ୟାନ ମାନେ ବର୍ଷା ଙ୍କୁ ଶୁଭେଚ୍ଛା ଜଣାଇଲେ । ହେଲେ ସାଂସଦ ଅନୁଭବ ମହାନ୍ତି ବର୍ଷା ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ନାହିଁ । ଏହା ପୂର୍ବରୁ ପ୍ରତି ବର୍ଷ ବିବାଦ ଥିଲେ ମଧ୍ୟ ବର୍ଷା ଙ୍କୁ ଅନୁଭବ ଜନ୍ମ ଦିନର ଶୁଭେଚ୍ଛା ଜଣାଉ ଥିଲେ ।

ଯାହାକୁ ବର୍ଷା କେବେ ବି ଦେଖି ନ ଥିଲେ । ଆଉ ସେଥିପାଇଁ ବୋଧେ ଚଳିତ ବର୍ଷର ସମସ୍ତଙ୍କର ଶୁଭେଚ୍ଛା ଆସିଲା ହେଲେ ଅନୁ ଭାବ ମହାନ୍ତିଙ୍କର ଶୁଭେଚ୍ଛା ଆସିଲା ନାହିଁ । ଯେଉଁ ଶୁଭେଚ୍ଛା କୁ ବର୍ଷା ତିଳେ ମାତ୍ରେ ଖାତିର କରୁ ନ ଥିଲେ ଆଉ ଏବେ ବୋଧ ହୁଏ ଅନୁଭବ ବୁଝିଗଲେ । ଆଉ ଅନୁଭବ ଭାବିଲେ କି ପ୍ରତି ବର୍ଷ ସେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି ହେଲେ ସେ କୌଣସି ଉତ୍ତର ଦେଉ ନାହାନ୍ତି ।

ସେଥିପାଇଁ ତ ଅନୁଭବ ଏ ବର୍ଷ ବର୍ଷା ଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଲେ ନାହିଁ । ଯଦିଓ ବର୍ଷା ଅନୁଭବନଙ୍କୁ ମ୍ୟାସେଜ କୁ ଅପେକ୍ଷା କରିଥିବେ ହେଲେ ଶୁଭେଛା ଜଣାଇ ନ ଥିଲେ ଅନୁଭବ ମହାନ୍ତି । ଖାଲି ସେତିକି ନୁହେଁ ବରଂ ଅନୁଭବ ପ୍ରତି ମୁହୁର୍ତ୍ତ ରେ ବର୍ଷା ଙ୍କୁ ଅଧିକ ମହତ୍ଵ ଦିଅନ୍ତି । ସେଥିପାଇଁ “ଲଭ ଇନ ଲଣ୍ଡନ” ପ୍ରିମିୟମ ସୋ ରେ ମଧ୍ୟ ବର୍ଷା ଙ୍କୁ ନିମନ୍ତ୍ରଣ କରିଥିଲେ ।

ହେଲେ ବର୍ଷା ଆସି ନ ଥିଲେ । ବର୍ଷା ଏହାକୁ ଖାତିର କରି ନ ଥିଲେ ଆଉ ଜିଦି ରେ ଅଟଳ ରହିଥିଲେ । ଆଉ ଏଥିରେ ବର୍ଷା କୁହନ୍ତି କି ସେ କୁଆଡେ ଅନୁଭବ ଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ଏଥର ଅନୁଭବ ସବୁ କିଛି ବୁଝି ସାରିଛନ୍ତି ଆଉ ବର୍ଷା ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ନାହିଁ । ଯଦି ଦେଖିବା ଚଳିତ ବର୍ଷ ଅନୁଭବ ମଧ୍ୟ ନିଜ ଜନ୍ମ ଦିନ ପାଳନ କରି ନ ଥିଲେ । ଆଉ ଅନୁଭବ କହିଥିଲେ କି ବିବାହ ବିଛେଦ ହେବା ପରେ ଯାଇ ଜନ୍ମ ଦିନ ପାଳନ କରିବେ ବୋଲି ।

ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।