ବରଯାତ୍ରୀ ଧରି ବାହା ହେବାକୁ ଯାଉଥିଲେ 75 ବର୍ଷର ବୃଦ୍ଧ, କିନ୍ତୁ ସବୁ ସ୍ଵପ୍ନ ମଉଳିଗଲା ।

ତାଙ୍କୁ ନେଇ ମୁଁ ଅନେକ ସ୍ଵପ୍ନ ଦେଖିଥିଲି । ମୋ ଜୀବନରେ ସେ ପ୍ରେମ ରଙ୍ଗ ଭାରି ଦେଇଥିଲା । ସିଏ ମୋତେ ପ୍ରକୃତ ପ୍ରେମର ପରିଭାଷା ବୁଝାଇ ଦେଇଥିଲା । ମୋତେ 75 ବର୍ଷ ଜାଣିବା ପରେ ମୋତେ ବାହା ହେବାକୁ ରାଜି ହୋଇଥିଲା । ଆଉ ସବୁବେଳେ କହୁଥିଲା ତୁମେ ହେଉଛି ମୋର ଆଉ ମୁଁ ତୁମର । କିନ୍ତୁ ମୁଁ ଜାଣି ନ ଥିଲି ସେ ଏମିତି ମୋତେ ଧୋକା ଦେବ ଆଉ ମୋ ସହ ଏମିତି ଖେଳିବ ।

ଆଜି ମୁଁ ପୁରା ଏକ ହୋଇ ଯାଇଛି । ଦୁନିଆ ଆଗରେ ମୁଁ ଆଜି ଲୋକହସା ହୋଇ ଯାଇଛି । ନମସ୍କାର ବନ୍ଧୁଗଣ । 75 ବର୍ଷ ବୟସରେ ବାହା ହେବାକୁ ସ୍ଵପ୍ନ ଦେଖିଥିଲେ ବୃଦ୍ଧ ଜଣକ । ଆଉ ବାହା ହେବା ପାଇଁ ମୁଣ୍ଡରେ ପଗଡି ବାନ୍ଧି ବର ବେସ ସାଜି ବାହାରି ପଡିଥିଲେ । ତାଙ୍କ ମନରେ ଥିଲା ଅଲଗା ପ୍ରକାରର ଖୁସି ।

ବୃଦ୍ଧ ଜଣକ ସମସ୍ତଙ୍କୁ କହୁଥିଲେ ଆଜି ମୋର ବାହାଘର । ମୁଁ ବାହା ହେଉଛି । ହସି ହସି ଘରୁ ବାହାରିବା ପରେ ବରଯାତ୍ରୀ ନେଇ ବୃଦ୍ଧ ଙ୍କ ପାଖକୁ ଆସିଥିଲା ଏକ ଫୋନ କଲ । ଆଉ ସେହି ଫୋନ କଲ ସବୁ ଆଶା କୁ ପଣି ଫୋଟକା ଭଳି ମିଳେଇ ଦେଇଥିଲା । ଏମିତି ଏକ ଘଟଣା ନାଇରିନ ତହସିଲ ର ରିସୋରା ଗାଁ ରେ ଘଟିଛି । ଏହି ଗାଁ ରେ ବାସ କରୁଥିବା ଜଣେ ବୃଦ୍ଧ ଗତ ରବିବାର ଦିନ ବାର ବେଶରେ ସଜେଇ ହୋଇ କନ୍ୟା ଘରକୁ ବରଯାତ୍ରୀ ନେଇ ବିବାହ କରିବାକୁ ବାହାରି ପଡିଥିଲେ ।

ଏହି ସମୟରେ ବରଯାତ୍ରୀ ଖୁସି ରେ ନାଚୁଥିବା ବେଳେ ବୃଦ୍ଧ ଙ୍କ ପାଖକୁ କନ୍ୟା କଲ କରିଥିଲେ । ଆଉ କନ୍ୟା ଜଣକ କହିଥିଲେ ବରଯାତ୍ରୀ ନେଇ ଆସ ନାହିଁ । ମୁଁ ଏବେ ବାହା ହୋଇ ପାରିବି ନାହିଁ । ମୋର ଭୁଲ ହୋଇ ଯାଇଛି । ଏହା ଶୁଣିବା ପରେ ବୃଦ୍ଧ ଜଣକ ସ୍ତବ୍ଧ ହୋଇ ଯାଇଥିଲେ । ଆଉ ଏହି ଖବର ବରଯାତ୍ରୀ ଙ୍କ ସହ ପରିବାର ଲୋକଙ୍କୁ ଦେଇଥିଲେ ।

ବାହାଘର ଭାଙ୍ଗିଯିବା ଖବର ଶୁଣିବା ପରେ ବୃଦ୍ଧ ଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଥିଲେ । ବୃଦ୍ଧ ଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ବୃଦ୍ଧ ବାପାଙ୍କର ସ୍ତ୍ରୀ ଙ୍କର ଗତ 20 ବର୍ଷ ହେବ ମୃତ୍ୟୁ ହୋଇ ସାରିଛି । ସ୍ତ୍ରୀ ଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଜଣକ ଏକା ହୋଇ ଯାଇଥିଲେ । କିଛି ଦିନ ତଳେ ଏକ ବାହାଘର ସମାରୋହ ରେ ଜଣେ ମହିଳା ଙ୍କ ସହ ବୃଦ୍ଧାଙ୍କର ଚିହ୍ନା ପରିଚୟ ହୋଇଥିଲା ।

ସେହି ମହିଳା ଜଣକ ବୃଦ୍ଧ ଙ୍କୁ ବିବାହ ପାଇଁ କହିଥିଲେ । ଆଉ ସମସ୍ତେ ଏହା ଜାଣିବା ପରେ ଭାବୁଥିଲେ ବୃଦ୍ଧ ଙ୍କୁ ବାକି ସମୟ କାଟିବାକୁ ଜଣେ ସାଥି ମିଳିଯିବ । ଏହା ପରେ ବିବାହ ତାରିଖ ସ୍ଥିର ହୋଇଥିଲା । ବରଯାତ୍ରୀ ଧରି ବାହାରିବା ସମୟରେ କନ୍ୟା ଏହି ବିବାହ ପାଇଁ ମନା କରି ଦେଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।