ଚିଲିକା ମଝି ଗଣ୍ଡ ରେ ଡଙ୍ଗା ଆପେ ଆପେ କେମିତି ଘୂରିଲା, କାହିଁକି ନାଉରି ପାଣି ଭିତରକୁ ପଡିଲା ?

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ସତ । ଗତ କାଲି କାହିଁଙ୍କି ନାଉରି ଡଲଫିନ ଦେଖାଉ ଦେଖାଉ ନିଜେ ମଝି ଚିଲିକା ରେ ଡଙ୍ଗା ଛାଡି ପାଣି କୁ ଚାଲିଗଲା । ଚିଲିକାର ଗଭୀର ଜଳକୁ ନେଇ ପୂର୍ବରୁ ମଧ୍ୟ ଅନେକ ରହସ୍ୟ କଥା ସାମ୍ନା କୁ ଆସିଛି । କିଏ କହୁଛି ନାଉରି ଟି ଡଲଫିନ ଦେଖାଉ ଦେଖାଉ ତାକୁ କିଛି ଅଜବ ଅନୁଭବ ହୋଇଥିଲା ଆଉ ସେଥିପାଇଁ କୁଆଡେ ଡଙ୍ଗା ଛାଡି ଏଭଳି ଡେଇଁ ପଡିଥିଲା ।

ଆଉ କିଏ କହୁଛି ନାଉରି ଯେବେ ଟୁରିଷ୍ଟ ମାନଙ୍କୁ ନେଇ ମଝି ଗଣ୍ଡରେ ପଡିଥିଲା ସେତେବେଳେ ଡଙ୍ଗା ଆପେ ଆପେ ଘୂରିବା ଆରମ୍ଭ କରି ଦେଇଥିଲା । ଆଉ କିଛି ବୁଝିବା ଆଗରୁ ଗଭୀର ପାଣି ଭିତରକୁ ଗଳି ପଡିଥିଲା ନାଉରି । ତେବେ ଆକୁଳ ହୋଇ କାନ୍ଦି ଥିଲେ ଡଙ୍ଗାରେ ବସିଥିବା ଯାତ୍ରୀ ମାନେ । କାରଣ ନିଜ କୁନି ଛୁଆଙ୍କୁ ଧରି ଡଙ୍ଗାରେ ଯାଇଥିଲେ ଡଲଫିନ ଦେଖିବା ପାଇଁ ।

ହେଲେ ଡଙ୍ଗା ଗଭୀର ଜଳରେ ପହଞ୍ଚିବା ପରେ ଆପେ ଆପେ ଅନେକ ସମୟ ଧରି ଘୂରିବା ଆରମ୍ଭ କରି ଦେଇଥିଲା । ଆଉ ଟୁରିଷ୍ଟ ମାନେ ଯେବେ ପଛକୁ ଦେଖିଥିଲେ ନାଉରି ତ ଆଉ ଡଙ୍ଗା ଚଲାଉ ନ ଥିଲେ । ସେ ପାଣି କୁ ପଡି ଯାଇ ଭାସି ଯାଉଥିଲେ । ଅକାତ କାତ ପାଣି ରେ ଡଙ୍ଗା ଚାଳକ ଭାସୁଥିଲା ଆଉ ଡଙ୍ଗା ଆପେ ଆପେ ଘୂରିବା ଆରମ୍ଭ କରି ଦେଇଥିଲା ।

ଆଉ ଏଥିରେ ଟୁରିଷ୍ଟ ମାନେ ଚିତ୍କାର କରି ବିକଳରେ ବଞ୍ଚାଅ ବଞ୍ଚାଅ କହିଥିଲେ । ଗଭୀର ସମୁଦ୍ରରେ ସହ ସହ ଡଲଫିନ ଥିଲେ । ଡଙ୍ଗା ଓଲଟିବା ପରେ ତାହା ସମସ୍ତେ ସେତେବେଳେ ଅନୁମାନ କରିଥିଲେ । ଗତ କାଲି ଚିଲିକାରେ ଏଭଳି କିଛି ଅଘଟଣ ଘଟିଥିଲା । ଡଲଫିନ ଦେଖୁ ଦେଖୁ ଡଲଫିନ ଉପରକୁ ଖସି ପଡିଥିଲେ ଡଙ୍ଗା ଚାଳକ ।

ହେଲେ ଏହି ମଝି ଗଣ୍ଡରେ ଡଙ୍ଗା ଚାଳକଙ୍କର କାହିଁକି ମୁଣ୍ଡ ବୁଲାଇ, କାହିଁକି ଏଭଳି ପାଣି କୁ ଚାଲି ଯାଇଥିଲେ । ସୂଚନା ଅନୁଯାୟୀ ଡଙ୍ଗା ରେ ନାଉରି ସାତପଡା ରୁ ମକରମୁଖ ନେଇ ଯାଉଥିବା ବେଳେ ଟୁରିଷ୍ଟ ମାନଙ୍କୁ ଡଲଫିନ ଦେଖାଇବାକୁ ନେଇ ଯେବେ ମଝି ଦରିଆ ରେ ପହଞ୍ଚି ଥିଲେ ସେତେବେଳେ ଘଟିଥିଲା ଏଭକି ଅଘଟଣ । ଡଙ୍ଗା ରୁ ଆପେ ଆପେ ଖସି ପଡିଥିଲେ ନାଉରି ଜଣକ ।

5 ଜଣ ଟୁରିଷ୍ଟ ମାନଙ୍କୁ ନେଇ ନାଉରି ଜଣକ ବାହାରିଥିଲେ । ଡଙ୍ଗା ରେ ଡଙ୍ଗା ଚାଳକ ଭାବେ ଥିଲେ ବିକ୍ରମ ନାମକ ଜଣେ ନାଉରି । ନାଉରି ମଝି ଗଣ୍ଡ ରୁ ହଠାତ ଡଙ୍ଗା ରୁ ଖସି ପଡିଥିଲେ । କାହିଁକି ଖସି ପଡିଲେ ତାହା ଏ ଯାଏଁ ରହସ୍ୟମୟ ହୋଇ ରହିଛି । ତେବେ ତଦନ୍ତ ହେବା ପରେ ଜଣା ପଡିବ କାହିଁକି ନାଉରି ଡଙ୍ଗା ରୁ ଖସି ପଡିଲେ ଓ ଆପେ ଆପେ ଡଙ୍ଗା କେମିତି ଘୂରିଥିଲା । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।