Bank, Covid, DJ, 4G ଆଦି ଶବ୍ଦର ଫୁଲଫର୍ମ କଣ ? ଏହା ସହ ଜାଣନ୍ତୁ ଆହୁରି କେତେକ Interesting ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଏହାର ଉତ୍ତର

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- LIC ର ଫୁଲଫର୍ମ କଣ ?

ଉ: Life Insurance Corporation

୨- WHO ର ଫୁଲଫର୍ମ କଣ ?

ଉ: World Health Organization

୩- RSS ର ଫୁଲଫର୍ମ କଣ ?

ଉ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ

୪- ଚାଟିଂ ରେ ବ୍ୟବହାର କରା ଯାଉଥିବା LOL ର ଫୁଲଫର୍ମ କଣ ?

ଉ: Laugh Out Loud ବା ଜୋରରେ ହସିବା

୫- L&T ର ଫୁଲଫର୍ମ କଣ ?

ଉ: Larsen and Toubro Limited

୬- MCQ ର ଫୁଲଫର୍ମ କଣ ?

ଉ: Multiple Choice Question

୭- GPS ର ଫୁଲଫର୍ମ କଣ ?

ଉ: Global Positioning System

୮- IPO ର ଫୁଲଫର୍ମ କଣ ?

ଉ: Initial Public Offering

୯- Covid ର ଫୁଲଫର୍ମ କଣ ?

ଉ: CoronaVirus Disease

୧୦- MLA ର ଫୁଲଫର୍ମ କଣ ?

ଉ: Member of Legislative Assembly

୧୧- DJ ଶବ୍ଦର ଫୁଲଫର୍ମ କଣ ?

ଉ: Disc Jockey

୧୨- Bank ଶବ୍ଦର ଅର୍ଥ ବା ଫୁଲଫର୍ମ କଣ ?

ଉ: Borrowing Accepting Negotiating Keeping

୧୩- 4G ର ଫୁଲଫର୍ମ କଣ ?

ଉ: 4th Generation

14- RRB ର ଫୁଲଫର୍ମ କଣ ?

ଉ: Railway Recruitment Board

15- ACC ର ଫୁଲଫର୍ମ କଣ ?

ଉ: Associated Cement Companies

16- DRX ର ଫୁଲଫର୍ମ କଣ ?

ଉ: Drug Expert

17- APL ର ଫୁଲଫର୍ମ କଣ ?

ଉ: Above Poverty Line

18- BBA ର ଫୁଲଫର୍ମ କଣ ?

ଉ: Bachelor of Business Administration

19- USSR ର ଫୁଲଫର୍ମ କଣ ?

ଉ: Union of Soviet Socialist Republics

20- VPN ର ଫୁଲଫର୍ମ କଣ ?

ଉ: Virtual Private Network

21- NCC ର ଫୁଲଫର୍ମ କଣ ?

ଉ: National Cadet Corps

22- ARMY ର ଫୁଲଫର୍ମ କଣ ?

ଉ: Alert Regular Mobility Young

23- IAS ର ଫୁଲଫର୍ମ କଣ ?

ଉ: Indian Administrative Services

24- Book ର ଫୁଲଫର୍ମ କଣ ?

ଉ: Big Ocean Of Knowledge

25- Google ର ଫୁଲଫର୍ମ କଣ ?

ଉ: Global Organization of Oriented Group Language of Earth

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।