ବଙ୍ଗୋପ ସାଗରରେ ଲଘୁଚାପ, ଜାଣନ୍ତୁ ଓଡିଶା ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସୂଚନା ଅନୁସାରେ ଏହା ଖବର ମିଳିଛି ଯେ ବଙ୍ଗୋପସାଗର ରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ହେତୁ ଏହାର ପ୍ରଭାବ ସେହି ଅଞ୍ଚଳ ରେ ବିଶେଷ ମାତ୍ରାରେ ପଡ଼ିଛି । ଯେଉଁ କାରଣରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ଆଶଙ୍କା ମଧ୍ୟ ରହିଛି ।

ଏହି ସମ୍ବନ୍ଧରେ ପାଣି ପାଗ କର୍ତ୍ତୃପକ୍ଷ ଙ୍କ ତରଫ ରୁ ବିଶେଷ ସୂଚନା ମିଳିଛି । ଏହି ଘୁର୍ଣ୍ଣିବଳୟ ର ପ୍ରଭାବ ରେ ଲଘୁଚାପ ସୃଷ୍ଟି ହେବା ଦ୍ଵାରା ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଉପରେ ପାଗ ମେଘୁଆ ରହିବ ଏବଂ ଆକାଶ ବାଦଲ ରେ ଆଚ୍ଛାଦିତ ହେବ ବୋଲି ମଧ୍ୟ ଅନୁମାନ କରାଯାଇଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ଏହାର ପ୍ରଭାବ ବହୁତ ମାତ୍ରାରେ ପଡ଼ିବ ଏବଂ ବଙ୍ଗୋପସାଗର ର ସମଗ୍ର ଅଞ୍ଚଳ ଏହାର ପ୍ରଭାବ ରେ ଘନୀଭୂତ ହେବାର ଆଶଙ୍କା ବହୁତ ମାତ୍ରା ରେ ରହିଛି । ପାଣି ପାଗ ବିଭାଗ ତରଫରୁ ଏହା ସୂଚନା ମିଳିଛି ଯେ ଏହି ଘୁର୍ଣ୍ଣିବଳୟ ର ପ୍ରଭାବ ଆସନ୍ତା ସମୟରେ ଅଧିକ ମାତ୍ରାରେ ବଢ଼ିବ ଏବଂ ଲଘୁଚାପ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି ।

ସମ୍ବାଦ କର୍ତ୍ତୃପକ୍ଷ ଙ୍କ ତରଫ ରୁ ମଧ୍ୟ ଜନ ସମାଜ କୁ ସଚେତନ କରିଦିଆ ଯାଇଛି । ଏହାର ପ୍ରଭାବ ତୀବ୍ର ବେଗରେ ବଢ଼ିବ ବୋଲି ସୂଚନା ମିଳିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଯେଉଁ ପରି ଭାବରେ ଘୁର୍ଣ୍ଣିବଳୟ ର ପ୍ରଭାବ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ସେହିପରି ଅନ୍ୟ ପକ୍ଷରେ ଆରବ ସାଗର ରେ ମଧ୍ୟ ଏହାର ପ୍ରଭାବ ପଡିବ ଏବଂ ଆରବ ସାଗର ରେ ମଧ୍ୟ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ହେବାର ବିଶେଷ ସମ୍ଭାବନା ରହିଛି ।

ଏହାର ପ୍ରଭାବ ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦେଖାଯିବାର ସମ୍ଭାବନା ରହିଛି । ତେଣୁ ଏହି ସମ୍ବନ୍ଧରେ ପାଣି ପାଗ ବିଭାଗ ଅଧିକାରୀ ସୂଚନା ଦେଇ ଜନ ସମାଜ କୁ ସଚେତନ କରାଇ ଦେଇଛନ୍ତି ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ