ଭାଇରାଲ ହେଲା ମାନସ ଦାସଙ୍କ ମାନ୍ୟବର ଷ୍ଟାଇଲ୍ (Sarathi Baba 2.0), ପ୍ରବଚନ ନାଁ ରେ ମହିଳାଙ୍କ ସହ କରୁଥିଲା ଏହି କାଣ୍ଡ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବେଗୁନିଆରେ ଗୁ-ଣ୍ଡା-ଗି-ରି କରୁଥିବା ମାନସ ଦାସର ସାରଥି ଷ୍ଟାଇଲ ଏବେ ଚର୍ଚ୍ଚାକୁ ଆସିଛି । ଶହ ଲୋକଙ୍କୁ ବସେଇ ପ୍ରବଚନ ଦେଉଛି ମାନସ ଦାସ । ତାକୁ ଗୁରୁଜୀ ବୋଲି ଲୋକେ ମାନିବେ ଓ ମାନ୍ୟବର ବୋଲି ସମ୍ବୋଧନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇ ଥିଲା । ସାରଥି ଯେପରି ଲୋକଙ୍କୁ ପ୍ରବଚନ ଦେଉଥିଲେ ଓ ତାଙ୍କ ଠାରେ ଆଧ୍ୟାତ୍ମିକ ଶକ୍ତି ଅଛି ବୋଲି ଲୋକଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ, ମାନସ ଦାସ ମଧ୍ୟ ସେହିପରି ନିଜ ପାଖେ ଆଧ୍ୟାତ୍ମିକ ଶକ୍ତି କହି ଲୋକଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରୁଥିଲେ ।

କାରଣ ସେ ଜାଣିଥିଲା ଏହି ବିଶ୍ବାସ ଲୋକଙ୍କ ଠାରେ ଜନ୍ମାଇ ପାରିଲେ ତାଙ୍କୁ ସମସ୍ତେ ଠାକୁର ଭଳି ପୂଜିବେ । ଆଉ ଯିଏ କଥା ମନୁ ନଥିଲେ ତାଙ୍କ ଉପରେ ଭୟଙ୍କର ଅ-ତ୍ୟା-ଚା-ର କରାଯାଉ ଥିଲା । ସେଠାରେ ଜଣେ ବାପା ଏବଂ ପୁଅ ତାଙ୍କ ମାନବବାଦ ସଂଗଠନରେ ଯୋଗ ନଦେବାରୁ କିପରି ତାଙ୍କୁ ମା-ଡ ମା-ରି-ଥି-ଲେ ସେହି ଦୃଶ୍ୟଟି ଖୁବ ଭା-ଇ-ରା-ଲ ହୋଇଥିଲା । ମାନସ ଦାସଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ ଆସିବା ପରେ ଏବେ ଲମ୍ବି ଚାଲିଛି ଅ-ଭି-ଯୋ-ଗ ଫ-ର୍ଦ ।

ମାନସ ଦାସ ପେଷାରେ ଜଣେ ଓକିଲ ଅଟନ୍ତି । ଆମ ଓଡିଶାର ସଅର ସଂପ୍ରଦାୟର ଲୋକେ ଅନୁସୂଚିତ ଜାତିର ମର୍ଯ୍ୟାଦା ପାଇବା ପାଇଁ ଅନେକ ଦିନରୁ ଆ-ନ୍ଦୋ-ଳ-ନ କରି ଆସୁଛନ୍ତି । ସେହି ମାନଙ୍କ ଗାଁ ଲୋକଙ୍କ କିଛି ଅସୁବିଧା ହେଲେ ମାନସ ଦାସ ସେମାନଙ୍କୁ ଆ-ଇ-ନ-ଗ-ତ ସହାୟତା କରନ୍ତି ଓ ସେ ବାବଦରେ ଟଙ୍କା ମଧ୍ୟ ନିଅନ୍ତି । କିନ୍ତୁ ସେହି ଲୋକମାନଙ୍କୁ ନିଜ ସଂଗଠନରେ ସାମିଲ କରିବା ପାଇଁ ସେ ଏକ ପ୍ରକାର ବାଧ୍ୟ କରନ୍ତି ।

ଖୋର୍ଦ୍ଧା ଜିଲ୍ଲା ସମେତ ନୟାଗଡ, ଢେଙ୍କାନାଳ ଓ ଅନୁଗୁଳ ପର୍ଯ୍ୟନ୍ତ ସେ ନିଜ ସଂଗଠନ ବୃଦ୍ଧି କରି ସାରିଛନ୍ତି । କୌଣସି ମହିଳା ବିବାହ କରିପାରିବେ ନାହିଁ, ଚୂଡ଼ି ପିନ୍ଧିବେ ନାହିଁ, ମୃ-ତ-ବ୍ୟ-କ୍ତି-ଙ୍କ ଅ-ନ୍ତେ-ଷ୍ଟି-କ୍ରି-ୟା ହୋଇ ପାରିବ ନାହିଁ ଆଦି କଡା ନିୟମ ସେ କରିଥିଲେ ଓ କିଛି ଗୁ-ଣ୍ଡା-ଙ୍କୁ ଚାନ୍ଦା ଆଦାୟ କରିବା ପାଇଁ ରଖିଥିଲେ । ସୁର ବାବା ଓ ସାରଥି ବାବା ଆଦି ସମସ୍ତଙ୍କ କ-ଳା କା-ର-ନା-ମା ବାହାରକୁ ଆସିବା ପରେ ଓଡିଶାରେ ବାବା ସଂସ୍କୃତିକୁ ଲୋପ କରିବାକୁ ଆ-ନ୍ଦୋ-ଳ-ନ ମଧ୍ୟ ହୋଇଥିଲା ।

କିନ୍ତୁ ମାନସ ଦାସ କିପରି ଭାବେ ନିଜ ସଂଗଠନ ଚଳାଇ ଲୋକଙ୍କ ଉପରେ ଅ-ତ୍ୟା-ଚା-ର କରୁଥିଲେ ତାହା ସମସ୍ତେ ପ୍ରଶ୍ନ କରୁଛନ୍ତି । ଏପରିକି କିଛି ଲୋକଙ୍କ ଜୀବନ ଯାଇଥିବା କଥା ମଧ୍ୟ ଏବେ ଧୀରେ ଧୀରେ ସାମନାକୁ ଆସୁଛି । ତେବେ ତାଙ୍କ ବି-ରୋ-ଧ-ରେ ଏତେ ଅ-ଭି-ଯୋ-ଗ ଆସିବା ପରେ ମଧ୍ୟ ପୋଲିସ କାହିଁକି ତାଙ୍କ ପାଖେ ପହଞ୍ଚୁ ନାହିଁ ଏନେଇ ପ୍ରଶ୍ନ ଉଠୁଛି । ତେବେ ଆଗାମୀ ସମୟରେ ମାନସ ଦାସ ଉପରେ ପୋଲିସ କିପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।