ACFO Soumyaranjan ମୃତ୍ୟୁ ମାମଲା: ଏବେ ବହୁତ ଜଲ୍ଦି ଧରା ପଡିବ ସୌମ୍ୟଙ୍କ ହତ୍ୟାକାରୀ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି କ୍ରାଇମବ୍ରାଞ୍ଚ ADG, ଦେଖନ୍ତୁ Video

ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ର-ହ-ସ୍ୟ-ଜ-ନ-କ ମୃ-ତ୍ୟୁ ମା-ମ-ଲାରେ ରହିଛି ଅନେକ ଅସମାହିତ ପ୍ରଶ୍ନ । ଯାହା ଉପରୁ ଆଜି ଯାଏ ମଧ୍ୟ ପରଦା ଉଠି ପାରିନାହିଁ । ଯାହାର ର-ହସ୍ୟ ଭେଦ କରିବା ପାଇଁ ସଂପୂର୍ଣ୍ଣ ତଦନ୍ତ ଭାର ନିଜ ହାତକୁ ନେଇଛି କ୍ରା-ଇ-ମ-ବ୍ରା-ଞ୍ଚ । ତେବେ ଏହି ମାମଲାରେ ଆରମ୍ଭ ରୁ ହିଁ ପୋଲିସର ତଦନ୍ତରେ ରହିଥିଲା ଢିଲାପଣ । ପୋଲିସର ତ-ଦ-ନ୍ତ-କୁ ନେଇ ପ୍ରଶ୍ନ ଉଠିଥିବା ବେଳେ କ୍ରା-ଇ-ମ-ବ୍ରା-ଞ୍ଚ ଏଡ଼ିଜି ସଂଜୀବ ପଣ୍ଡା ମଧ୍ୟ ଟ୍ବିଟ କରି ଏଭଳି ଆଶଙ୍କା କରିବା ସହ ସତ ନିଶ୍ଚୟ ସାମନାକୁ ଆସିବା ବୋଲି କହିଛନ୍ତି ।

ବର୍ତ୍ତମାନ ତଦନ୍ତ ଦାୟିତ୍ଵ କ୍ରା-ଇ-ମ-ବ୍ରା-ଞ୍ଚ ନେବା ପରେ ସୌମ୍ୟଙ୍କ ବାସଭବନକୁ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଏକ୍ସପର୍ଟଙ୍କ ସହାୟତାରେ ତନତନ କରି ଯା-ଞ୍ଚ କରିଛି । ଡ଼ିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ ସୌମ୍ୟଙ୍କ ସରକାରୀ କ୍ଵାର୍ଟରର ଯା-ଞ୍ଚ କରିଛି ଓ ତ-ଦ-ନ୍ତ-ରେ ସହାୟତା କରିବା ପାଇଁ ଏକ ୬ ଜଣିଆ ବିଶେଷଜ୍ଞ ଟିମ ମଧ୍ୟ ରହିଛନ୍ତି । ଏଥିରେ ସାମିଲ ଅଛନ୍ତି ଫି-ଙ୍ଗ-ର-ପ୍ରି-ଣ୍ଟ ଏକ୍ସପର୍ଟ, ରସାୟନତତ୍ତ୍ଵବିତ, ଫଟୋଗ୍ରାଫର ଏକ୍ସପର୍ଟ ଏବଂ ଅ-ଗ୍ନି-ଶ-ମ ବିଭାଗର ଫା-ୟା-ର ଏକ୍ସପର୍ଟ ଟିମ ।

ଏମାନେ ସମସ୍ତେ ସୌମ୍ୟଙ୍କ ଶରୀର ଜଳିଥିବା କୋଠରୀକୁ ତନତନ କରି ଯା-ଞ୍ଚ କାର୍ଯ୍ୟ ଆରମ୍ଭ କରି କରିଛନ୍ତି । ସୌମ୍ୟଙ୍କ ମୃ-ତ୍ୟୁ ଅଭିଯୋଗ ପତ୍ରରେ ନାମ ଥିବା ତାଙ୍କ ପତ୍ନୀ ବିଦ୍ୟା ଭାରତୀ, DFOସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପୁଣି ଠାରେ ଜେ-ରା କରିବ କ୍ରା-ଇ-ମ-ବ୍ରା-ଞ୍ଚ । କେବଳ ସେଠିକି ନୁହେଁ ଏହି ମା-ମ-ଲା-ରେ ନାମ ଉଠିଥିବା ସମସ୍ତ ବ୍ୟକ୍ତିଙ୍କୁ ଜେ-ରା କରାଯିବ ବୋଲି କହିଛି କ୍ରା-ଇ-ମ-ବ୍ରା-ଞ୍ଚ ।

ଅନ୍ୟପଟେ ସୌମ୍ୟଙ୍କ ଭାଇ ତ-ଦ-ନ୍ତ-କୁ ନେଇ ଉଠାଇଛନ୍ତି କେତେକ ଯୁକ୍ତିଯୁକ୍ତ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ସୌମ୍ୟଙ୍କ ମୃ-ତ୍ୟୁ ପରଠୁ ଏପର୍ଯ୍ୟନ୍ତ ଦ-ଫା ୩୦୨ ଏବଂ ୨୦୧ ରେ ନାମ ସହିତ ଅ-ଭି-ଯୋ-ଗ ଦାଖଲ ହେବା ପରେ ମଧ୍ୟ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ପାରଳାଖେମୁଣ୍ଡିରେ ଆଜି ପର୍ଯ୍ୟନ୍ତ ଅ-ଭି-ଯୁ-କ୍ତ ମାନଙ୍କୁ ଆଣି କୌଣସି ତ-ଦ-ନ୍ତ କରି ନାହିଁ ପୋଲିସ ।

ତେବେ ସେପଟେ କ୍ରା-ଇ-ମ-ବ୍ରା-ଞ୍ଚ ଏଡ଼ିଜି ଟ୍ବି-ଟ କରିଛନ୍ତି କି ସତ୍ଯର ନିଶ୍ଚୟ ଜୟ ହେବ ବୋଲି । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଦେଶ ବିଦେଶର ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।