ବହୁତ ସୁନ୍ଦରୀ ଓ ଆକର୍ଷକ ହୋଇଥାନ୍ତି ଏହି 4ଟି ନାମର ଝିଅ (Astrology)

ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ସ୍ଵଭାବ ଏବଂ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ମାନ୍ୟତା ରହିଛି ଯେ ପ୍ରତ୍ଯେକ ଅକ୍ଷର ସହ କୌଣସି ନା କୌଣସି ଗ୍ରହ ସହ ଜଡିତ ଥାଏ । ଏଠାରେ ଏପରି ଝିଅମାନଙ୍କ ବିଷୟରେ କଥା ହେଉଛୁ ଯେଉଁମାନଙ୍କ ପାଇଁ ପୁଅମାନେ ସବୁଠୁ ଅଧିକ ଦିୱାନା ହୋଇଥାନ୍ତି । କାରଣ ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦରୀ ଏବଂ ଆକର୍ଷଣୀୟ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଝିଅମାନଙ୍କ ନାମ ।

K ନାମର ଝିଅମାନେ

ଯେଉଁ ଝିଅମାନଙ୍କ ନାମ K ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ଖୁବ୍ ଆକର୍ଷକ ହୋଇଥାନ୍ତି । ଏମାନେ ନିଜ ଆକର୍ଷଣୀୟ ସ୍ବଭାବରେ ପ୍ରତ୍ଯେକଙ୍କ ହୃଦୟ ଜିଣି ନେଇଥାନ୍ତି । ଏମାନେ ଯେବେ ବି ଯାହାକୁ ପ୍ରେମ କରନ୍ତିତାଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ରୁହନ୍ତି । ପ୍ରେମ ମାମଲାରେ ଏହି ଝିଅମାନେ ଅତ୍ୟନ୍ତ ବିଶ୍ଵସ୍ତ ହୋଇଥାନ୍ତି । ଏହି ଝିଅମାନଙ୍କ ପ୍ରତି ପୁଅମାନେ ଅତି ଶୀଘ୍ର ଆକର୍ଷିତ ହୋଇଯାନ୍ତି ।

P ନାମର ଝିଅମାନେ

P ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଅତ୍ୟନ୍ତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ଅନ୍ୟ ଝିଅଙ୍କ ଠାରୁ ଏମାନଙ୍କ ସ୍ଵଭାବ ଏକଦମ ଅଲଗା ହୋଇଥାଏ । ଏମାନଙ୍କ ଅଲଗା ଅନ୍ଦାଜ ଯୋଗୁଁ ପୁଅମାନେ ଏମାନଙ୍କ ପ୍ରତି ଖୁବ ଶୀଘ୍ର ଆକର୍ଷିତ ହୋଇଯାନ୍ତି । ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ଖୁବ ଅଧିକ ଭଲ ପାଆନ୍ତି ଓ ତାଙ୍କର ବିଶେଷ ଯତ୍ନ ମଧ୍ୟ ନେଇଥାନ୍ତି ।

R ନାମର ଝିଅମାନେ

ଯେଉଁ ଝିଅମାନଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ନିଜ ସ୍ଵାମୀଙ୍କୁ ଖୁବ୍ ଅଧିକ ଭଲ ପାଇଥାନ୍ତି ଓ ତାଙ୍କୁ ଖୁସି କରିବାର ନୂଆ ନୂଆ ମାଧ୍ୟମ ଖୋଜିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପୁଅମାନେ ଏହି ନାମର ଝିଅମାନଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ସମ୍ପର୍କକୁ ଅତ୍ୟନ୍ତ ବିଶ୍ବସ୍ତତାର ସହ ତୁଲାଇଥାନ୍ତି ।

S ନାମର ଝିଅମାନେ

S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ମଧ୍ୟ ନିଜ ଜୀବନସାଥିଙ୍କୁ ଖୁବ୍ ଅଧିକ ପ୍ରେମ କରିଥାନ୍ତି ବୋଲି ମାନାଯାଏ । ଏମାନେ ପ୍ରତ୍ଯେକ ପରିସ୍ଥିତିରେ ନିଜ ସାଥିଙ୍କ ସହ ଠିଆ ହୋଇଥାନ୍ତି ଓ ଜୀବନ ସାରା ନିଃସ୍ଵାର୍ଥପର ଭାବେ ତାଙ୍କର ସେବା କରିଥାନ୍ତି । ଏମାନଙ୍କ କେୟାରିଂ ସ୍ଵଭାବ ପୁଅ ମାନଙ୍କୁ ତାଙ୍କ ପ୍ରତି ଆକର୍ଷିତ କରି ଆଣିଥାଏ । ଏହି ନାମ ମଧ୍ୟରେ ଆପଣଙ୍କର କିମ୍ବା ଆପଣଙ୍କ କୌଣସି ନିକଟତମ ବ୍ୟକ୍ତିଙ୍କ ନାମ ରହିଛି ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।