ଡେଲ୍ଟା ପ୍ଲସ ଉପରେ ଜୀବନସାରା କାମ କରିବ ଏହି 2 ଭ୍ୟାକ୍ସିନ, ଜାଣନ୍ତୁ ପୁରା ତଥ୍ୟ

ଆମ ଦେଶରେ କୋରୋନା ମହାମାରୀର ପ୍ରକୋପ ଧୀରେ ଧୀରେ କମ ହେବାରେ ଲାଗିଛି । କିନ୍ତୁ ଆଉ ଏକ ନୂଆ ରୋଗ ଦେଖା ଯାଉଛି ଯାହା ହେଉଛି ଡେଲ୍ଟା ପ୍ଲସ ଯାହା ଦ୍ଵାରା କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ସମୟରେ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ମେଜର ଜେନେରାଲରେ ଦୁଇଟି ଭ୍ୟାକ୍ସିନ ଏମଆରଏନଏ ଟେକନିକ ଦ୍ଵାରା ତିଆରି କରା ଯାଇଛି ଯାହା ବର୍ତ୍ତମାନ ପଜେଟିଭ ରିପୋର୍ଟ ନେଇ ଆସିଛି ।

ଏହି ରିପୋର୍ଟ ଅନୁଯାୟୀ କୋରୋନାର ଯେଉଁ ସବୁ ନୂଆ ଭାଇରସ ଦେଖା ଯାଉଛି ତାହା ଉପରେ ଏହି ନୂଆ ଭ୍ୟାକ୍ସିନ କାମ କରୁଛି । ଯଦି ଏହି ଦୁଇ ଭ୍ୟାକ୍ସିନର ଦୁଇଟି ଡୋଜ ଲଗା ଯାଇଥାଏ ତେବେ ଏହା ଜୀବନ ସାରା କାମରେ ଆସିବ । ତେବେ ଆସନ୍ତୁ ଜାଣିବା ସେହି ଦୁଇ ବ୍ଯାକ୍ଷିଣ କଣ ଓ ଏମାରଏନଏ ଟେକନିକ କଣ ରହିଛି ।

ଯେତେବେଳେ ଡେଲ୍ଟା ପ୍ଲସ ଭାଇରସ ବ୍ୟାପୀଥିଲା ସେତେବେଳେ ଭାରତର ବୈଜ୍ଞାନିକ ମାନେ ଏହା ଉପରେ ସନ୍ଧାନ କରିଥିଲେ ଯେ କୋରୋନା ଭ୍ୟାକ୍ସିନ ଡେଲ୍ଟା ପ୍ଲସ ଉପରେ ଏହର ପ୍ରଭାବ କେତେ ପରିମାଣରେ ପଡୁଛି । ରିସର୍ଚରୁ ଜଣା ପଡିଥିଲା ଯେ ମର୍ଡେନା ଓ ଫାଇଜର ଭ୍ୟାକ୍ସିନ ୮୦% କାମ କରୁଛି ଯାହାକି ଆମେରିକା ଓ ୟୁରୋପରେ ଲଗା ଯାଉଛି ।

ଭାରତରେ କୋଭିଶୀଲ ଭ୍ୟାସିନ ୬୦% କାମ କରୁଛି । ମରଦେଣା ଓ ଫାଇଜର ଭ୍ୟାକ୍ସିନ କୋରୋନାର ସବୁ ଭାଇରସ ଉପରେ ନିୟନ୍ତ୍ରଣ କରି ଇମ୍ୟୁନିଟି ପାୱାର ବଢିବା ସହ ବୁଷ୍ଟର ମଧ୍ୟ ନେବାକୁ ପଡିବ ନାହି । ଆମେରିକାର ୱାସିଙ୍ଗଟନ ୟୁନିଭର୍ସିଟିର ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଅଲ୍ଲୀ ଏଲି ବ୍ରଡି ରିସର୍ଚ କରି କହିଥିଲେ ଯେ ଯେଉଁ ବ୍ୟକ୍ତିକୁ କୋରୋନା ସଂକ୍ରମଣ ହେବା ପରେ ସେ ଭ୍ୟାକ୍ସିନ ନେଇଛନ୍ତି ସେମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ କୋରୋନା ଭାଇରସ ଆଟାକ କରିଲେ ସେମାନେ ନେଇଥିବା ଭ୍ୟାକ୍ସିନ ଆଣ୍ଟି ବେଟିକ ଭାବେ ଶରୀରରେ କାମ କରିବ ।

ଡାକ୍ତର ଅଲ୍ଲୀ ବେଡି ଫାଇଜର ଓ ମର୍ଡେନା ଭ୍ୟାକ୍ସିନ ଉପରେ ରିସର୍ଚ କରି କହିଛନ୍ତି ଯେ ଯେଉଁ ବ୍ୟକ୍ତି ଏହି ଦୁଇଟି ଭ୍ୟାକ୍ସିନ ନେଇଛନ୍ତି ତାଙ୍କ ଶରୀରରେ କୋରୋନା ସହ ଲଢିବା ପାଇଁ ଆଣ୍ଟି ବେଟିକ ସାରା ଜୀବନ ରହିଥାଏ । ସେ କହିଛନ୍ତି ଯେ ଏହା ଏକ ଭଲ ସଙ୍କେତ ଯାହା ଆମ ଶରୀରରେ କୋରୋନା ସହ ଲଢିବା ପାଇଁ ଆଣ୍ଟିବେଟିକ ଭାବେ କାମ କରିବ । ଏହି ଭ୍ୟାକ୍ସିନକୁ ନେଇ ବ୍ୟକ୍ତି ଶରୀରରେ କେତେ ସମୟ ଯାଏଁ ଇମ୍ୟୁନିଟି ପାୱାର ରହିବ ତାହା ଜଣା ପଡିଥାଏ । ୧୪ ଲୋକଙ୍କ ଉପରେ ରିସର୍ଚ କରାଯାଇ ଥିଲା ଯାହା ମଧ୍ୟରୁ ୮ଜଣ କୋରୋନା ସଂକ୍ରମିତ ଥିଲେ ।

ଶରୀରର ଲିନ୍ଫ ନୋତ୍ସରୁ ଇମ୍ୟୁନ ସିଷ୍ଟମ ତିଆରି ହୋଇଥାଏ ଯାହାକୁ ମେମୋରୀ ସେଲ ମଧ୍ୟ କୁହାଯାଏ ଯାଏ ବୋଲି ଡାକ୍ତର କହିଛନ୍ତି । ଏହି ଦୁଇଟି ଭ୍ୟାକ୍ସିନ ନେବା ପରେ ବ୍ୟକ୍ତିର ଶରୀରରେ ୪ ମାସ ଯାଏଁ ଏହା ଆଣ୍ଟିବେଟିକ ଭାବେ କାମ କରିଥାଏ । ଏହାଛଡା ଡାକ୍ତର ଅଲ୍ଲୀ କହିଛନ୍ତି ଯେ ଯେଉଁମାନେ ୬୦ ବର୍ଷରୁ ଉର୍ଦ୍ଧ ସେମାନଙ୍କୁ ଆଗାମୀ ଭବିଷ୍ୟତରେ ଇମ୍ୟୁନି ବୋଷ୍ଟରର ଆବଶ୍ୟକ ହୋଇପାରେ । ଯେଉଁମାନେ ୬୦ ବର୍ଷରୁ କମ ବୟସାର ହୋଇଥିବେ ସେମାନଙ୍କୁ ଇମ୍ୟୁନି ବୋଷ୍ଟର ଲଗାଇବାକୁ ପଡିବ ନାହି ।

ଜଙ୍କସନ, କୋ-ଭ୍ୟାକ୍ସିନ, କୋଭିଶୀଲ ଭ୍ୟାକ୍ସିନ ଅନ୍ୟ ଏକ ଟେକନିକରେ ତିଆରି କରା ଯାଇଛି ଯାହାର ନାଁ ହେଉଛି ଭାଇରାଲ ବ୍ୟାକ୍ଟର ଟେକନିକ । mRNA ଟେକନିକ ଆମ ଶରୀରରେ ଭାଇରସ ସହ ଲଢିବା ପାଇଁ ପ୍ରୋଟିନ ପ୍ରସ୍ତୁତ କରିଥାଏ ଯାହା ଦ୍ଵାରା ଆଣ୍ଟିବାଡି ଶରୀରକୁ ମିଳିଥାଏ । ଭାଇରାଲ ବ୍ୟକ୍ତର ଟେକନିକର କାମ ହେଉଛି ଏହା ଶରୀରର ଭାଇରସକୁ ଭବିଷ୍ୟତରେ ଆଟାକ କରିବା ପାଇଁ କାମରେ ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।