Sidharth Shukla ଙ୍କ ପରେ Bollywood ରୁ ଆସିଲା ଆଉ ଏକ ବଡ ଦୁଃଖ ଖବର, ବହୁତ ହିଁ କମ ବୟସରେ ଏହି ଅଭିନେତ୍ରୀ ଙ୍କର ହେଲା ପରଲୋକ

ବଲିଉଡ ଜଗତ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର । ପୁନେରେ ରହୁଥିବା ଜଣେ ଅଭିନେତ୍ରୀଙ୍କ କାର ଦୁ-ର୍ଘ-ଟ-ଣା-ରେ ଘଟଣାସ୍ଥଳରେ ମୃ-ତ୍ୟୁ ହୋଇଥିବା ଜଣାପଡିଛି । ଅଭିନେତ୍ରୀଙ୍କ ସହ କାରରେ ତାଙ୍କ ପୁରୁଷ ବନ୍ଧୁ ଥିଲେ । ତାଙ୍କର ମଧ୍ୟ ଏହି ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ହୋଇଛି । ଖବର ଅନୁଯାୟୀ, ସୋମବାର ସକାଳେ ଗୋଆର ବାଗା-କଲନଟ୍ ଦେଇ ଟଙ୍କା କାର ଯାଉଥିବା ବେଳେ ହଠାତ ନିୟନ୍ତ୍ରଣ ହରେଇ ବ୍ରିଜ ତଳେ ଥିବା ଖାଲକୁ ଖସି ପଡିଥିଲା । ଯାହାଫଳରେ ଅଭିନେତ୍ରୀଙ୍କ ସହ ତାଙ୍କ ବନ୍ଧୁଙ୍କର ମଧ୍ୟ ମୃ-ତ୍ୟୁ ହୋଇଛି ।

ଅଭିନେତ୍ରୀ ଜଣକ ନିକଟରେ କିଛି ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ନାମ ହେଉଛି ଈଶ୍ଵରୀ ଦେଶପାଣ୍ଡେ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାମ ହେଉଛି ଶୁଭମ ଦେଗଡେ । ମୃ-ତ୍ୟୁ ବେଳେ ଈଶ୍ଵରୀଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ତାଙ୍କ ବନ୍ଧୁ ଶୁଭମଙ୍କ ବୟସ ୨୮ ବର୍ଷ ହୋଇଥିଲା । ଈଶ୍ଵରୀ ଓ ଶୁଭମ ଗତ ବୁଧବାର ଦିନ ପୁନେରୁ ଗୋଆ ଅଭିମୁଖେ ଯାତ୍ରା କରିଥିଲେ । ତେବେ ସକାଳ ପ୍ରାୟ ୫ଟା ସମୟରେ ଗାଡି ଚାଳକ ସଂକୀର୍ଣ୍ଣ ରାସ୍ତାରେ ନିୟନ୍ତ୍ରଣ ହରାଇ ଦେଇଥିଲେ ।

ଯାହାଫଳରେ କାରଟି ବ୍ରିଜ ତଳକୁ ଖସି ପଡିଥିଲା ଓ କାରଟି ଅନେକାଂଶ ଭା-ଙ୍ଗି ଯାଇଥିଲା । କିନ୍ତୁ କାରଟି ସେଣ୍ଟ୍ରାଲ ଲକ ପଡିଥିବାରୁ ଦୁ-ର୍ଘ-ଟ-ଣା ପରେ ସେମାନେ ସେଥିରୁ ବାହାରି ପାରି ନଥିଲେ । ଯାହା ଫଳରେ ଦୁହିଁଙ୍କ ନାକ ଓ ମୁହଁରେ ପାଣି ଭରି ଯିବାରୁ ସେମାନେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

ଅଭିନେତ୍ରୀ ଈଶ୍ଵରୀ ଦେଶପାଣ୍ଡେ କେତେକ ମରାଠୀ ଏବଂ ହିନ୍ଦୀ ସିରିଏଲରେ ଅଭିନୟ କରି ନାମ କମାଇବା ସହ ନିକଟରେ କିଛି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ସେ ଓ ତାଙ୍କ ପୁରୁଷ ବନ୍ଧୁ ଛୁଟି କାଟିବା ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରେ ଗୋଆ ଯାଇଥିଲେ । ରିପୋର୍ଟ ଅନୁସାରେ ଈଶ୍ଵରୀ ଓ ଶୁଭମ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ ।

ଶୁଣିବାକୁ ମିଳୁଛି ବହୁତ ଶୀଘ୍ର ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିଲେ, କିନ୍ତୁ ନିୟତିକୁ ଅନ୍ୟ କିଛି ମଞ୍ଜୁର ଥିଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।