ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଡ୍ରଗ ମାମଲା ସାମ୍ନାକୁ ଆସିବା ପରେ ଏଥିରେ ରିୟା ଚକ୍ରବର୍ତୀଙ୍କୁ ଦୋଷୀ ସାବ୍ୟସ୍ତ କରି CBI ଜେଲ ପଠାଇ ଦେଇ ଥିଲା । କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ରିୟା ଚକ୍ରବର୍ତୀଙ୍କୁ ଜାମିନ ମିଳିସାରିଛି ଓ ସେ ଜେଲରୁ ଘରକୁ ଚାଲି ଆସିଛନ୍ତି । ଏହା ପରେ ସେ ସମସ୍ତଙ୍କ ସାମ୍ନାରେ କହିଛନ୍ତି କି ଜେଲରେ ତାଙ୍କ ସହିତ କଣ ସବୁ ହେଉଥିଲା ।
ରିୟା କହିଲେ କି ଜେଲରେ ତାଙ୍କ ସହିତ ଯାହା ସବୁ ହୋଇଛି ସେ ଚାହୁଁଛନ୍ତି କି ତାହା ଅନ୍ୟ କାହା ସହିତ ନ ହେଉ । ମିଳିଥିବା ସୂଚନା ଅନୁସାରେ ଜେଲରେ ରିୟାଙ୍କ ସହିତ ବହୁତ ଟଚର ହୋଇଛି ।
ଏମିତିରେ ଆପଣ ଚିନ୍ତା କରୁଥିବେ କି ରିୟାଙ୍କୁ କାହିଁକି ଜାମିନ ମିଳିଲା । ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀଙ୍କୁ ଏଥିପାଇଁ ଛଡା ଯାଇଛି କାରଣ CBI ଦ୍ଵିତୀୟ ଚରଣର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ସେମାନେ ପୁଣି ଥରେ ରିୟା ଚକ୍ରବର୍ତୀଙ୍କୁ କଡା ପୁଛତାଛ କରିବେ । ଏହା ପରେ ପୁଣି କିଛି ଦିନ ପରେ ତାଙ୍କୁ ଜେଲ ପଠାଇ ଦିଆଯିବ ।ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀ ଜେଲରେ ୨୫ ଦିନ ରହିଛନ୍ତି ଓ ଏହା ମଧ୍ୟରେ ରିୟା ଚକ୍ରବର୍ତୀଙ୍କ ସହ କଣ ସବୁ ହୋଇଛି ଆଜି ଆମେ ଆପଣଙ୍କୁ କହିବୁ ।
ଜେଲରୁ ବାହାରିବା ପରେ ରିୟା ଚକ୍ରବର୍ତୀ ଏକ ଇଣ୍ଟରଭିୟୁରେ କହିଲେ କି ଜେଲରେ ଏମିତି ବହୁତ ମହିଳା ଆରୋପି ଥିଲେ ଯେଉଁମାନେ ସୁଶାନ୍ତଙ୍କୁ ନିଜର ଫ୍ୟାନ ମାନୁଥିଲେ । ଏମିତିରେ ସେମାନେ ମୋତେ ବହୁତ ଟଚର କରୁଥିଲେ । ଏହା ଛଡା ଏହା ବି ଶୁଣିବାକୁ ମିଳୁଥିଲା କି କିଛି ମହିଳାମାନେ ତାଙ୍କୁ ମାରିବା ପାଇଁ ତାଙ୍କ ସେଲରେ ପସି ଯାଇ ଥିଲେ ।
ଜଣେ ନୁହେଁ ଚାରି ଜଣ ମହିଳା ଆରୋପି ତାଙ୍କ ସେଲ ମଧ୍ୟକୁ ପସି ଯାଇ ତାଙ୍କ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ ଓ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । କୁହାଯାଉଛି କି ସେହି ଜେଲ ମଧ୍ୟରେ ୫୦ ରୁ ୬୦ ଜଣ ମହିଳା ଆରୋପି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ ଥିଲେ । ଯେଉଁମାନେ ତାଙ୍କର ମୃତ୍ୟୁ ପରେ ବହୁତ ରାଗି ଯାଇ ଥିଲେ ।
ଆପଣଙ୍କୁ କହିଦେଉଛୁ କି ରିୟାଙ୍କୁ ଯେତେବେଳେ ଭିଆଇପି ୱାର୍ଡରୁ ସିଫ୍ଟ କରି ଜେନେରାଲ ୱାର୍ଡରେ ରଖଗଲା ତେବେ ସେହି ସମୟରେ ରିୟାଙ୍କ ସହ ଏହି ସବୁ ଘଟଣା ଘଟିଥିଲା । ଆପଣଙ୍କୁ କହିଦେଉଛୁ କି ରିୟା ଚକ୍ରବର୍ତୀ ଆଗକୁ କହିଲେ କି ତାଙ୍କୁ ରାତିରେ ମହିଳା ଆରୋପିଙ୍କ ଦ୍ଵାରା ମାରିବା ପାଇଁ ବି ଜଷଡଯନ୍ତ୍ର ହେଉଥିଲା ।
ଅନ୍ୟ ପଟେ ଯଦି ଜେଲର ପ୍ରଶାସନଙ୍କ ବିଷୟରେ କହିବା ତେବେ ସେମାନଏନକେ ଅନୁସାରେ ରିୟା ଏତେ ଡ୍ରଗ ନେଉଥିଲା କି ସେ ଡ୍ରଗ ବିନା ଜେଲରେ ଅସ୍ତ ବ୍ୟସ୍ତ ହୋଇ ଯାଉଥିଲେ । ଏହା ସହିତ ସେ ସେଠି ଥିବା ମହିଳା ଆରୋପିମାନଙ୍କୁ ବି ଡ୍ରଗ ଆଣିବା ପାଇଁ କହୁଥିଲେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।