ବାହାଘର 14 ଦିନ ପୂର୍ବରୁ ବରଙ୍କୁ ମିଳିଲା ପରପୁରୁଷ ସହ ଭାବିସ୍ତ୍ରୀର ଅଶ୍ଳୀଳ ଫଟୋ ଓ ଭିଡିଓ, ବାହା ହେବାକୁ ମନା କରିବାରୁ ବର ସହ ଝିଅ ଯାହା କଲା…ଦେଖନ୍ତୁ ଏହି Video

ବାହାଘରର ୧୪ ଦିନ ପୂର୍ବରୁ ବର ପାଇଲେ ତାଙ୍କ ଭାବିସ୍ତ୍ରୀର ଉଲଗ୍ନ ଫଟୋ ଆଉ ଅଶ୍ଳୀଳ ଭିଡିଓ । କିନ୍ତୁ ଏହାପରେ ଝିଅ ବରଙ୍କ ନାଁରେ କେସ୍ ଦେଇଛି । ମାମଲାଟି ବର୍ତ୍ତମାନ ହାଇକୋର୍ଟରେ ଯାଇ ପହଞ୍ଚିଛି । ବାହାଘରକୁ ଆଉ କିଛିଦିନ ବାକି ଥିବା ବେଳେ ବାହା ବେଦି ଠିକ ହେବା ସହ ପୁରୋହିତଙ୍କୁ ମଧ୍ୟ ଟଙ୍କା ଦିଆ ସରିଥିଲା । କିନ୍ତୁ ଭାବିସ୍ତ୍ରୀର ଉଲଗ୍ନ ଫଟୋ ଓ ଭିଡିଓ ପାଇବା ପରେ ଚକିତ ହୋଇ ବାହାଘର ଭାଙ୍ଗିବାକୁ ଯାଇଥିଲେ ବର ।

କିନ୍ତୁ ଏହାପରେ ତାଙ୍କୁ ବଳାଆତତ୍କାର କରାଯାଇଛି ଓ ସେ ଗର୍ଭବତୀ ଅଛନ୍ତି ବୋଲି ଅଭିଯୋଗ କଲେ କନ୍ୟା । ବାହାଘର ପୂର୍ବରୁ କନ୍ୟାର ଅନ୍ୟ ପୁରୁଷ ସହ ଅଶ୍ଳୀଳ ଫଟୋ ଏବଂ ବରଙ୍କ ନାଁରେ ପାଲଟା ଅଭିଯୋଗ କରି ତାଙ୍କୁ ଫସେଇବାକୁ ଚେଷ୍ଟା କରିଛନ୍ତି କନ୍ୟା । ବରଙ୍କ ବୟସ ମାତ୍ର ୨୩ ବର୍ଷ ସେ ଘରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ବାହାଘର କରିଦେବା ପାଇଁ ଘରଲୋକ ଠିକ କରିଥିଲେ ।

କିନ୍ତୁ ବାହାଘର ପୂର୍ବରୁ ଝିଅର ଏଭଳି ଫଟୋ ଓ ଭିଡିଓ ପାଇବା ପରେ ସେମାନେ ଝିଅର ବାପମା’ଙ୍କୁ ଘରକୁ ଡକାଇଥିଲେ ଓ ଏହି ବିଷୟରେ ଜଣାଇ ଏହି ବିବାହ ହୋଇପାରିବ ନାହିଁ ବୋଲି କହିଥିଲେ । ସେମାନେ ସବୁ ଶୁଣି ଓ ବୁଝି ଫେରି ଯାଇଥିଲେ । ପୁଅ ଜଣକ ଗୋଟିଏ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ଓ ଦିନ ୧:୩୦ ବେଳେ ସେ ଖାଇବା ପାଇଁ ଯେତେବେଳେ ଘରକୁ ଆସିଥିଲେ, ସେହି ସମୟରେ ତାଙ୍କ ଭାବି ସ୍ତ୍ରୀ ଆସି ତାଙ୍କ ଘରେ ପହଞ୍ଚିଥିଲେ ।

ସେ କନ୍ଦାକଟା କରିବା ସହ ଯାହା ଥିଲା ସବୁ ପୂର୍ବରୁ ଥିଲା ଏବେ କିଛି ନାହିଁ କହି ବାହାଘର ପାଇଁ ପୁଅଙ୍କୁ ବାଧ୍ୟ କରିଥିଲେ । ଏହାପରେ ସେ ଦୁଇ ମାସର ଗର୍ଭବତୀ ଥିବା ତାଙ୍କୁ କହିଥିଲେ । କିନ୍ତୁ ପୁଅ କହିଥିଲେ କି ମୁଁ ତ ଏଇ କିଛିଦିନ ହେବ ତୁମ ସହ ଦେଖା ହେଲି ତେଣୁ ଏ ଛୁଆ ମୋର ନୁହେଁ । ଏହା କହି ବିବାହ ପାଇଁ ରୋକଠୋକ ମନାକରି ଦେଇଥିଲେ ଯୁବକ । କିନ୍ତୁ ଯୁବତୀ ତାଙ୍କ ନାଁରେ କେସ୍ କରିବାକୁ ଧମକ ଦେବା ପରେ ଯୁବକ କହିଥିଲେ କି ସେ ସବୁ ପ୍ରକାରର କେସ୍ ଓ ଯାଞ୍ଚ କରେଇବା ପାଇଁ ରାଜି ଅଛନ୍ତି ବୋଲି ମଧ୍ୟ କହିଥିଲେ ।

ଏହାପରେ ଝିଅଘର ଲୋକେ ବରଙ୍କ ନାଁରେ ଧର୍ଷଣ ମାମଲା ଏବଂ ତାଙ୍କ ଝିଅ ଗର୍ଭବତୀ ଥିବା ମାମଲା ଦେଇଛନ୍ତି । ଉକ୍ତ ଯୁବକଙ୍କୁ କିଭଳି ନ୍ୟାୟ ମିଳିବ ଏନେଇ ତାଙ୍କ ଓକିଲ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଯୁବତୀଙ୍କ ପେଟରେ ଥିବା ପିଲା କାହାର ଏହା ସେ ନିଶ୍ଚୟ ଖୋଜି ବାହାର କରିବେ ବୋଲି କହିଛନ୍ତି । ତେବେ ନିଜେ ଭୁଲ କରି ଅନ୍ୟ ମୁଣ୍ଡରେ ଅଠା ବୋଳିବା କେତେ ଦୂର ଠିକ ଆପଣ ନିଜେ ବିଚାର କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।